ଜାତୀୟ

ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି. ସିଂ ପରିହାରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶ କାନପୁରର ଘାଟମ୍‌ ପୁର...

କଶ୍ମୀର ଆଇଏସ୍‌ ସଂଗଠନର ପର୍ଦ୍ଦାଫାଶ୍‌: ୫ ଗିରଫ

ଶ୍ରୀନଗର, ୨୩।୮: କଶ୍ମୀରରେ ଗଠିତ ହୋଇଥିତ୍ବା ଏକ ଆଇଏସ୍‌ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାଶ୍‌ ହୋଇଛି। ଏହି ଘଟଣାରେ ସଂଗଠନ ସହିତ ସମ୍ପୃକ୍ତି ଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଆଇଏସ୍‌ ସଂଗଠନ ଭଳି ଏଠାରେ ଇସଲାମିକ୍‌ ଷ୍ଟେଟ୍‌ ଅଫ୍‌ ଜମ୍ମୁ...

ପୋଲିସ ଟିମ୍‌କୁୁ ନିସ୍ତୁକ ପିଟିଲେ ଲୋକେ: ୨ ଗୁରୁତର ଆହତ

ଲକ୍ଷ୍ନୌ, ୨୩।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ସୀତାପୁର ଅଞ୍ଚଳର ମାନପୁର ଥାନା ଅନ୍ତର୍ଗତ ଫୁଲପୁର ଗାଁରେ ଜମିଜମା ଗଣ୍ଡଗୋଳ ଲାଗି ରହିଥିଲା। ଏଠାରେ ଭଗୌତି ନାମକ ଜଣେ ବ୍ୟକ୍ତି ନିଜ ଜମିରେ...

୧୦୫ କିମି ସାଇକେଲ ଚଲାଇ ପୁଅକୁ ପରୀକ୍ଷା କେନ୍ଦ୍ର ନେଇଥିବା ପିତାଙ୍କ ପାଇଁ ଦେବଦୂତ ସାଜିଲେ ଆନନ୍ଦ ମହିନ୍ଦ୍ରା

ଭୋପାଳ,୨୩।୮: ମଧ୍ୟପ୍ରଦେଶ ଧାର ଜିଲାରେ ଜଣେ ପିତା ପୁଅ ପରୀକ୍ଷା ଦେବା ପାଇଁ ଦୀର୍ଘ ୧୦୫ କିଲୋମିଟର ସାଇକେଲ ଚଲାଇବା ଘଟଣା ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଥିବା ବେଳେ...

କଂଗ୍ରେସରେ ନେତୃତ୍ୱ ସଙ୍କଟ: ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ନେତା

ନୂଆଦିଲ୍ଲୀ, ୨୩।୮: କଂଗ୍ରେସରେ ଏବେ ନେତୃତ୍ୱ ସଙ୍କଟ ଦେଖାଦେଇଛି। ଦଳର ସାଂଗଠନିକ କ୍ଷେତ୍ରରେ ଉପର ତଳ ପର୍ଯ୍ୟନ୍ତ ପରିବର୍ତ୍ତନର ଆବଶ୍ୟକତା ଥିବା ଦଳରେ ଚର୍ଚ୍ଚା ହେଉଛି। ଏନେଇ ୫ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୩ ଜଣ ନେତା ଅଧ୍ୟକ୍ଷା...

ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଇତିମଧ୍ୟରେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୭୮୩...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୭୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା ସଂକ୍ରମଣ ପୁଣି ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୭୦...

ଦିନକୁ ୧୦ ଲକ୍ଷ କରୋନା ପରୀକ୍ଷା

ନୂଆଦିଲ୍ଲୀ, ୨୩ା୮: ମହାମାରୀ କରୋନାର ଉଗ୍ରରୂପ ଜାରି ରହିଥିବାବେଳେ କରୋନା ପରୀକ୍ଷାରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗୋଟିଏ ଦିନକରେ ଦେଶରେ ୧୦ ଲକ୍ଷରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଅଦ୍ୟାବଧି ଭାରତରେ ୩.୪୫...

ଦାଉଦ୍‌ କରାଚୀରେ ଥିବା ମାନିଲା ପାକିସ୍ତାନ

ମୁମ୍ବାଇ, ୨୩ା୮ : ପାକିସ୍ତାନ ଶେଷରେ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମ୍‌ କରାଚୀରେ ରହୁଥିବା କଥା ସ୍ବୀକାର କରିଛି। ଏଫ୍‌ଏଟିଏଫ୍‌ କଳା ତାଲିକାକୁ ଡରି ଆତଙ୍କବାଦୀଙ୍କ ନାମ ତାଲିକାରେ ପାକିସ୍ତାନ ଦାଉଦ୍‌୍‌ଙ୍କ ନାମକୁ ଯୋଡ଼ିଛି।...

ରାଫାଲ ଚୁକ୍ତିକୁ ନେଇ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ, ୨୩ା୮ : ଫ୍ରାନ୍ସରୁ କିଣାଯାଇଥିବା ରାଫାଲ ଯୁଦ୍ଧବିମାନକୁ ନେଇ ସରକାର ଉତ୍ସାହିତ ହୋଇପଡ଼ିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ରାଫାଲ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ନ୍ୟୁଜ୍‌ ରିପୋର୍ଟ’ର ଦାବିକୁ ଆଧାରକରି...

‘ତବ୍‌ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’

ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ...

ଖେଳନାରେ ବିଆଇଏସ୍‌ ମାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୩।୮: ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ବ୍ୟବହାର ପାଇଁ ଭାରତରେ ତିଆରି ହେଉଥିବା ଏବଂ ବିଦେଶରୁ ଆମଦାନି ହେଉଥିବା ଖେଳନାଗୁଡ଼ିକୁ ସେପ୍ଟେମ୍ବର ୧ରୁ ବିଆଇଏସ୍‌ ମାନ ପୂରଣ କରିବାକୁ ପଡ଼ିବ। ଏହା ଚାଇନା କମ୍ପାନୀଗୁଡ଼ିକ ପାଇଁ ବଡ଼...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri