ଜାତୀୟ

ସ୍ବାଧିନତା ଦିବସରେ ଦେଶବାସୀଙ୍କୁ ବଡ ଉପହାର ଦେଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳିବ ସ୍ବାଧିନତା ଦିବସ। ଏହି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। କୁହାଯାଉଛି କି ‘ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡ’ ପରେ ଏବେ...

ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ସୀମାକୁ ପଠାଯାଏ: କାହିଁକି ଏଭଳି କହିଲେ ପାଇଲଟ

ଜୟପୁର,୧୪।୮: ବହୁ ବାଦ ବିବାଦ ପରେ ଶୁକ୍ରବାର ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବର୍ଷା ଯୋଗୁ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଥିଲା। ଗେହଲଟଙ୍କ ସରକାରରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଶାନ୍ତି କୁମାର ଧାରିଓ୍ବାଲ ଗୃହରେ...

କେରଳ ବିମାନ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨୨ ଅଧିକାରୀ କରୋନା ପଜିଟିଭ

ତିରୁଭାନନ୍ତପୁରମ,୧୪।୮: କେରଳ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨୨ ଅଧିକାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଜିଲାପାଳ ଓ ସ୍ଥାନୀୟ ପୋଲିସ ଅଧିକାରୀ ଥିବା ସୂଚନା ରହିଛି। ମଲ୍ଲାପୁରମର ମେଡିକାଲ ଅଫିସର ଏହି...

ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୪ା୮: ଲଦାଖର ଲାଇନ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ (LAC) ଉପରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗିରହିଛି। ଚାଇନା ଯେକୌଣସି ଚାଲବାଜି କରିପାରେ ବୋଲି ଆଶଙ୍କା କରି ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି...

ସୁଧୁରୁନି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଶୁକ୍ରବାର ହେଲଥ୍‌ ବୁଲେଟିନ୍‌ ଜାରି କରାଯାଇଛି। ଏହି ହେଲଥ୍‌ ବୁଲେଟିନ୍‌ ଅନୁସାରେ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ...

ଗାଲାଣ୍ଟ୍ରି ପୁରସ୍କାର ଘୋଷଣା: ଟପ୍‌-୩ରେ ଏହି ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାରର ଏକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜମ୍ମୁ-କଶ୍ମୀର ପୋଲିସ...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ, ଚିଖାଲି ପୋଲିସ ଷ୍ଟେଶନର କର୍ମଚାରୀମାନେ ପୂରା...

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ...

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୪।୮: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର ଉପକଣ୍ଠ ନୋଗାମରେ ପୋଲିସ ଟିମ୍‌ ଉପରେ ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୨ଜଣ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ଜଣେ ଆହତ...

ମୁଁ ବ୍ରାହ୍ମଣ, ଏନକାଉଣ୍ଟର ହୋଇଯିବ କହୁଥିବା ବିଧାୟକ ଗିରଫ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ଜ୍ଞାନପୁର ବିଧାୟକ ବିଜୟ ମିଶ୍ର ଗିରଫ ହୋଇଛନ୍ତି। ତାଙ୍କୁ ମଧ୍ୟପ୍ରଦେଶର ଆଗର ଜିଲାର ମାଲଓ୍ବାରୁ ତାଙ୍କୁ ଗିରଫ କରାଯାଇଛି। ନିକଟରେ ବିଜୟ ଏକ ଭିଡିଓ ଛାଡି ତାଙ୍କୁ ଏନକାଉଣ୍ଟର କରାଯିବା ନେଇ ଆଶଙ୍କା କରିଥିଲେ। ସୂଚନାଯୋଗ୍ୟ, ବିଧାୟକ...

ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୪।୮: ମାନ୍ୟବର ସୁପ୍ରିମକୋର୍ଟଙ୍କ ଉପରେ ଦୁଇଟି ଅପମାନସୂଚକ ଟୁଇଟ୍‌ କରି ଫସିଯାଇଛନ୍ତି ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୨୦ରେ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର...

ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ ଯୁବକ, ପରେ ଘଟିଲା ଏମିତି

ଭୋପାଳ,୧୪।୮: ମଧ୍ୟପ୍ରଦେଶର ଉଜୈନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହୋଟେଲ ରୁମ୍‌ରେ ଜଣେ ଯୁବତୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜଣକ ପଳାଇ ଯାଇଥିଲେ। ହୋଟେଲର ମ୍ୟାନେଜର ଏ ସମ୍ପର୍କରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri