ଜାତୀୟ

କିଏ ସେ ରାମ ମୋହନ ନାଇଡୁ? ମୋଦି ସରକାର ୩.୦ରେ ହେବାକୁ ଯାଉଛନ୍ତି ସବୁଠାରୁ କମ୍‌ ବୟସର କ୍ୟାବିନେଟ୍‌ ମନ୍ତ୍ରୀ 

ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରୀ, ଲଲନ ସିଂଙ୍କ ପ୍ରମୁଖ...

ମନ୍ତ୍ରୀ ହେବା ପାଇଁ ପହଞ୍ଚିଲେ ନେତା, ମୋଦିଙ୍କ ବାସଭବନରେ ଚାଲିଛି ଚା ପାର୍ଟି

ନୂଆଦିଲ୍ଲୀ, ୯ା୬: ନରେନ୍ଦ୍ର ମୋଦି ଆଜି ଲଗାତାର ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ସା ୭.୧୫ ମିନିଟ୍‌ରେ ଏନେଇ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୋଦିଙ୍କ ସହିତ ତାଙ୍କର କ୍ୟାବିନେଟ୍‌...

ଧମେନ୍ଦ୍ରଙ୍କୁ ଆସିଲା ଫୋନ୍‌ କଲ୍‌, ମିଳିବ କି ବଡ଼ ମନ୍ତ୍ରୀପଦ

ନୂଆଦିଲ୍ଲୀ,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଶପଥ...

ପ୍ରଧାନମନ୍ତ୍ରୀ କାହିଁକି ନିଅନ୍ତି ଶପଥ? ଶପଥ ଭାଙ୍ଗିଲେ ହେବ…

ନୂଆଦିଲ୍ଲୀ,୯।୬: ଜୁନ ୯ରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜବାହରଲାଲ ନେହେରୁଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ନେତା ଯିଏ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ...

ମୋଦିଙ୍କ ବାସଭବନରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ,୯ା୬: ମୋଦିଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନେତାଙ୍କ ଭିଡ଼ ଲାଗିଛି। ଜଣଙ୍କ ପରେ ଜଣେ ଏନ୍‌ଡିଏ ଏମ୍‌ପି ପହଞ୍ଚିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ଅର୍ଜୁନ ମେଘଓ୍ବାଲ, ଶିବରାଜ ଚୌହାନ ପ୍ରମୁଖ ଅଛନ୍ତି। କୁମାରସ୍ୱାମୀ, ସିନ୍ଦିଆ,...

ଭାଜପା ଖାତାକୁ ଯିବ ଏସବୁ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯ା୬: ସଦ୍ୟସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପା ଏକାକୀ ୨୪୦ ଆସନ ଜିତିଥିବାବେଳେ ନ୍ୟାଶନାଲ ଡେମୋକ୍ରାଟିକ ଆଲିଆନ୍ସ (ଏନ୍‌ଡିଏ)କୁ ୨୯୩ ଆସନ ମିଳିଛି। ନୂଆ ଏନ୍‌ଡିଏ ସରକାରରେ ଭାଜପା ସହ ସହଯୋଗୀ ଦଳଗୁଡ଼ିକୁ ଅଧିକ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି।...

ଭାଜପା ଜିତିବା ଖୁସିରେ ଆଙ୍ଗୁଠି କାଟି ମା’ କାଳିଙ୍କ ନିକଟରେ ସମର୍ପଣ କଲେ ଏହି ବ୍ୟକ୍ତି 

ରାୟପୁର,୯।୬: ଗତ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ଏନ୍‌ଡିଏ ମେଣ୍ଟ ପୁଣିଥରେ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ହେଲେ ଜୁନ ୪ ଭୋଟଗଣତି ହେବା ଦିନ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ରହିଥିଲା। ଏହାଦେଖି ଛତିଶଗଡ଼ର ଜଣେ ଭାଜପା...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୪ର ରେଜଲ୍ଟ, ବେଦ ଲୋହିତ ଅଲ ଇଣ୍ଡିଆ ଟପ୍ପର

ନୂଆଦିଲ୍ଲୀ,୯।୬: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ଜୁନ ୯ରେ JEE Advanced ୨୦୨୪ର ରେଜଲ୍ଟ ଜାରି କରିଛି। ଯେଉଁ ଛାତ୍ରୀଛାତ୍ରମାନେ ପରୀଧା ଦେଇଥିଲେ ସେମାନେ ଅଫିସିଆଲ ଓ୍ବେବସାଇଟ jeeadv.ac.in ରେ ଯାଇ ନିଜର ରେଜଲ୍ଟ ଚେକ୍‌ କରିପାରିବେ।...

ଶପଥ ଗ୍ରହଣ ସମାରୋହରେ ଯୋଗଦେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିନଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଯୋଗଦେବେ। ଖାର୍ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଭାବରେ ଯୋଗଦେବେ ବୋଲି କଂଗ୍ରେସ ଏକ ବିବୃତ୍ତିରେ କହିଛି। ଗତକାଲି ଅନେକ ଇଣ୍ଡିଆ ବ୍ଲକ୍ ନେତାଙ୍କ...

ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଗଲା ଫୋନ୍‌, ଲିଷ୍ଟରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ଫୋନ୍‌ ଆସିଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ଏମ୍‌ପି ଚନ୍ଦ୍ରଶେଖର ପେମାସାନି ଏବଂ...

କେନ୍ଦ୍ର କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ, ଏହି ସବୁ ନେତାଙ୍କ ପାଖକୁ ଗଲା ଫୋନ୍‌

ନୂଆଦିଲ୍ଲୀ,୯।୬: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ଏମ୍‌ପିମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍‌ ଆସିବା ଆରମ୍ଭ ହୋଇଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ଏମ୍‌ପିମାନେ କଲ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ...

ଅଡୁଆ ବଢାଇଲେ ଗେହଲଟ୍‌, ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ରଖିଲେ ବଡ଼ ଦାବି, କହିଲେ ପ୍ରଥମେ…

ଜୟପୁର,୯।୬: ନରେନ୍ଦ୍ର ମୋଦି ଆଜି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ନରେନ୍ଦ୍ର ମୋଦି ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି। ଏହି ସମୟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏକ୍ସରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri