ଜାତୀୟ

୧୧ ଜଣଙ୍କୁ ହତ୍ୟା କଲେ ଯୁବତୀ: ନିଦ ଔଷଧ ପରେ ବିଷ ଇଞ୍ଜେକଶନ ଦେଇଥିଲେ

ଯୋଧପୁର, ୧୦।୮: ରାଜସ୍ଥାନର ଯୋଧପୁରର ଦେଚୁ ଅଞ୍ଚଳର ଲୋଡ଼ତା ଗାଁ ଘଟିଥିବା ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଘରର ୨୫ ବର୍ଷ ବୟସ୍କା ଝିଅ ପ୍ରିୟା ଓରଫ ପ୍ୟାରୀ ପାରିବାରିକ କଳହ କାରଣରୁ ସେମାନଙ୍କୁ...

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ଏହି ଘଟଣାର ଧୀରେ ଧୀରେ ପର୍ଦ୍ଦାଫାଶ ହୋଇଛି। ପ୍ରିୟା...

ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ

ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏହା କରାଯାଇଛି। ଅପ୍ଟିକାଲ ଫାଇବର ବିଛା ହେବା ଦ୍ୱାରା ଏଠାରେ ଟେଲିକମ୍‌ ଯୋଗାଯୋଗ...

ପାଇଲଟଙ୍କ ବିମାନ ପୁଣିଥରେ କଂଗ୍ରେସ ରନ୍‌ଓ୍ବେ ମୁହାଁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ଶେଷ ହେବା ଭଳି ଦେଖାଯାଉଛି। ରାଜସ୍ଥାନ ସରକାରକୁ ଭାଙ୍ଗିବାର ସୂତ୍ରଧର ସାଜିଥିବା ଓ ବିଧାୟକଙ୍କୁ କିଣାବିକା କରିଥିବା ଅଭିଯୋଗ ଆସିଥିବା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ କଂଗ୍ରେସର...

ମହଙ୍ଗା ପଡିଲା ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା: ୭୪୩ କର୍ମଚାରୀ କରୋନା ସଂକ୍ରମିତ

ତିରୁପତି,୧୦।୮: କରୋନା ମାହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଛି। ଦୀର୍ଘ ୨ ମାସର ଲକ୍‌ଡାଉନ ପରେ ଏବେ ଏଥିରେ କିଛିଟା କୋହଳ କରାଯିବା ସହ ଅନ୍‌ଲକରେ ପ୍ରାୟ ସମସ୍ତ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ପାଇଁ ଅନୁମତି...

ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ...

ବସ୍‌ ଭିତରେ ଭୋ ଭୋ ହୋଇ କାନ୍ଦୁଥିଲେ ଜଣେ ଶିଶୁ, ଡ୍ରାଇଭର୍‌, କଣ୍ଡକ୍ଟର ପଚାରିବାରୁ…

ନୋଏଡା,୧୦।୮: ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବସ୍‌ରୁ ଅପହରଣ ହୋଇଥିବା ଏକ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଗ୍ରେଟର ନୋଏଡାର ବସ୍‌ ଡିପୋରୁ ଏକ ବସ୍‌ ଗାଜିଆବାଦ ହୋଇ ମୁରାଦାବାଦ ଅଭିମୁଖେ ଯାଉଥିଲା। ଡ୍ରାଇଭର ଭିକଲ ଏବଂ...

୧୫ କୋଟିର ହିସାବ: ପୁଣି ଇଡ଼ିରେ ହାଜର ହେଲେ ରିଆ

ମୁମ୍ବାଇ, ୧୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟର ପର୍ଦ୍ଦାଫାଶ୍‌ ପାଇଁ ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ୍‌ ରିଆ ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍‌ଙ୍କ ସହିତ ସୋମବାର ପୁଣି ମୁମ୍ବାଇ ସ୍ଥିତ...

ରାସ୍ତା ମାଟିରୁ ମିଳୁଛି ସୁନା: ସର୍ଭେ ପାଇଁ ଅଣ୍ଟା ଭିଡ଼ା

ଜଶପୁରନଗର, ୧୦।୮: ଛତିଶଗଡ଼ର ଜଶପୁରନଗରର ମାଟି ତଳେ ଟନ୍‌ ଟନ୍‌ ସୁନା ରହିଥିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଠାରେ ଥିବା ଇବ୍‌ ନଦୀ ତଥା ସୋନାଜୋରୀ ଅବବାହିକା ତଥା ଜନବସତି ଅଞ୍ଚଳର ରାସ୍ତାର ମାଟିରୁ ସୁନା କଣିକା...

ଲକ୍‌ଡାଉନ୍‌ରେ ବୃଦ୍ଧି ପାଉଛି ଧଳା ଜହର କାରବାର…

ମୁମ୍ବାଇ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଧା ଅଭାବରୁ ଲୋକଙ୍କ ପାଖରେ ଟଙ୍କାର ଘୋର...

ମମି ମମି କହି ୧୬୦ ଫୁଟ୍‌ ଉଚ୍ଚ ମୋବାଇଲ୍‌ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଲକ୍ଷ୍ନୌ,୧୦।୮: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମୋବାଇଲ୍‌ ଟାଓ୍ବାର୍‌ ଉପରେ ଚଢି ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତ୍ୟୁଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଶୁନଗଢର ଖରୌଲି ଗ୍ରାମରେ ଏହି...

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଯଶୋଧରା ନଗର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri