ଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ ଘଟଣା, ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ, ୨୯।୦୬: ମଦ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ୍‌ ଆଭେନ୍ୟୁ କୋର୍ଟରେ ହାଜର କରିଛି ସିବିଆଇ । କୋର୍ଟଙ୍କୁ ସିବିଆଇ ଅଧିକାରୀ କେଜ୍ରିଆଲ୍‌ଙ୍କୁ ଆଉ ରିମାଣ୍ଡରେ ନେବାକୁ...

ଭାଜପାର ଟେନ୍‌ସନ୍‌ ବଢ଼ାଇଲା ଜେଡିୟୁ, କେନ୍ଦ୍ର ସରକାରଙ୍କ ଆଗରେ ରଖିଦେଲା ଏହି ବଡ଼ ଦାବି

ପାଟନା,୨୯ା୬: ଦିଲ୍ଲୀରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ କୁମାର ଝା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ସଞ୍ଜୟ ପୂର୍ବରୁ ମଧ୍ୟ ଦଳର ଅଧ୍ୟକ୍ଷ ଥିଲେ। ରାଜଧାନୀରେ ହୋଇଥିବା ବୈଠକରେ ଖୋଦ୍‌...

ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା...

ଜେଡିୟୁ ବୈଠକରେ ବଡ଼ ଘୋଷଣା, ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବେ ନୀତୀଶ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଦିଲ୍ଲୀରେ ବସିଥିବା ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହି ବୈଠକରେ ଲୋକସଭା ନିର୍ବାଚନକୁ ନେଇ ସମୀକ୍ଷା କରାଯିବା ସହ...

ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର…

ଲକ୍ଷ୍ନୌ,୨୯।୬: ଲୋକ ସଭା ନିର୍ବାଚନ ୨୦୨୪ରେ ଦେଶର ୩ୟ ସର୍ବବୃହତ ଦଳ ପାଲଟିଛି ସମାଜବାଦୀ ପାର୍ଟି। ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଅଖିଳେଶ ଯାଦବ ଅଧିକ ସକ୍ରିୟ...

ସଞ୍ଜୟଙ୍କୁ ବଡ଼ ଦାୟିତ଼୍ବ, ହେଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୯।୦୬: ରାଜଧାନୀ ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ସଞ୍ଜୟ...

ସରକାରଙ୍କ ବଡ଼ ପ୍ଲାନ୍‌: ବାହାରିବ ୫୦ ହଜାର ଚାକିରି, ୭ ଲକ୍ଷ ଲୋକଙ୍କୁ ରୋଜଗାର

ନୋଏ଼ଡା, ୨୯।୦୬: ଆଗାମୀ ୩ ବର୍ଷ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ନୂଆ ଚାକିରି ଏବଂ ଅପ୍ରତ୍ୟାଶିତ ଭାବେ ୫ରୁ ୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ସରକାର ଯୋଜନା କରୁଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ଯୋଗୀ...

ଆଶା ଭୋସଲେଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ସୋନୁ, ୟୁଜର୍ସ କହିଲେ ନେତା…

ମୁମ୍ବାଇ,୨୯।୬: ବଲିଉଡ ଗାୟକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଥିବା ବେଳେ ଏଥିରେ ଭେଟେରାନ ଗାୟକ ଆଶା ଭୋସଲେଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନ ଯିବା କେବେ ବି ସମ୍ଭବ ନୁହେଁ। ସେ କେବଳ ନିଜ ସଙ୍ଗିତ ସହିତ ସମଗ୍ର ବିଶ୍ୱରେ ସ୍ବୀକୃତି...

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ, କହିଲେ ହାରିଛି ଭାଜପା

ନୂଆଦିଲ୍ଲୀ, ୨୯।୦୬: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ଏକ ଆର୍ଟିକିଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କମ୍‌ ଆସନ ହାତେଇବାକୁ ନେଇ ମୋଦି ହାରିଥିବା ସେ କହିଛନ୍ତି...

ମାୟାବତୀଙ୍କୁ ବଡ ଝଟ୍‌କା, ଇସ୍ତଫା ଦେଲେ…

ବିଜନୋର,୨୯।୬: ବିଏସପି ଟିକେଟରେ ବିଜନୋର ଲୋକ ସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେନ୍ଦ୍ର ଚୌଧୁରୀ ଶୁକ୍ରବାର ବିଏସପିର ସମସ୍ତ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଏସପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ, ଲୋକ ଦଳରେ ଜାତୀୟ ସାଧାରଣ...

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ ଦେଇ ପାରନ୍ତି ଦଳ ବଦଳର ସଙ୍କେତ! ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୯।୬: ଆଜି ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏହି ବୈଠକ ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ନୀତୀଶ କୁମାର ଏନଡିଏକୁ ସମର୍ଥନ ବଢାଇବା...

ଲଦାଖରେ ସମର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା, ନଦୀରେ ଭାସିଗଲେ ୫ଯବାନ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଯବାନମାନଙ୍କ ସହ ଏକ ବଡ଼ ଦୁର୍ଘଟଣା ଘଟିଛି। ଯବାନମାନେ ଲଦାଖର ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର ହୋଇ ଅଭ୍ୟାସ କରୁଥିଲେ। ଏହି ସମୟରେ ହଠାତ ନଦୀର ଜଳ ସ୍ତର ବଢି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri