ଜାତୀୟ

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି

ଗୁଆହାଟୀ,୧୭ା୭(ଆଇଏଏନ୍‌ଏସ୍‌):ଆସାମରେ ବନ୍ୟା ସ୍ଥିତି ସଙ୍ଗିନ୍‌ ରହିଛି। ଗୁରୁବାର ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୧ରେ ପହଞ୍ଚତ୍ଛି। ୨୭ ଜିଲାରୁ ପ୍ରାୟ ୪୦ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହାବ୍ୟତୀତ ବନ୍ୟାରେ...

ଭାଜପା ଶିବିରକୁ ଯାଇପାରନ୍ତି ଝାଡ଼ଖଣ୍ଡ କଂଗ୍ରେସ ବିଧାୟକ

ରାଞ୍ଚତ୍,୧୭ା୭:(ଆଇଏଏସ୍‌ଏସ୍‌):ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାଜନୈତିକ ସଙ୍କଟ ପରେ ଏବେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକମାନେ ଭାଜପା ଶିବିରକୁ ଡେଇଁପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଭାଜପା ଏବେ କଂଗ୍ରେସର କେତେଜଣ ବିଧାୟକଙ୍କୁ ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଥିବା ବରିଷ୍ଠ...

ମାନବ ଶରୀରରେ ଦ୍ୱିତୀୟ କୋଭିଡ୍‌ ଟିକା ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୭ା୭:ଭାରତର ଦ୍ୱିତୀୟ କୋଭିଡ୍‌ ଟିକା ଜିକୋଭ-ଡିର ମାନବ ଶରୀରରେ ପରୀକ୍ଷା ଆରମ୍ଭ ହୋଇଛି। ଜାଇଡସ୍‌ କାଡିଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଟିକା ପାଇଁ ବାୟୋଟେକ୍‌ନୋଲୋଜି ବିଭାଗ ଆଂଶିକ ପାଣ୍ଠି ଯୋଗାଇଛି। ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌ ଭାରତ ବାୟୋଟେକ୍‌...

‘ମାଇଁ ଲର୍ଡ’ ନୁହେଁ, ‘ସାର୍‌’ ସମ୍ବୋଧନ କର

କୋଲକାତା,୧୭ା୭(ପି.ଟି.):କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ବିଚାର ବିଭାଗୀୟ ବ୍ୟବସ୍ଥାରେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ତାଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡଶିପ୍‌’ ପରିବର୍ତ୍ତେ ‘ସାର୍‌’ ସମ୍ବୋଧନ କରିବା ପାଇଁ ପଶ୍ଚିମବଙ୍ଗ ଓ ଆଣ୍ଡାମାନର ନ୍ୟାୟିକ ଅଧିକାରୀମାନଙ୍କୁ...

କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ କିଣାଯିବ ଗୋବର

ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ ଗୋବର କିଣାଯିବାକୁ ଛତିଶଗଡ଼ କ୍ୟାବିନେଟ୍‌ ଅନୁମୋଦନ...

ଲକ୍‌ଡାଉଡ୍‌ ନିୟମ ନ ମାନିଲେ ମୃତ୍ୟୁ ଦଣ୍ଡ

କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ୍‌ ଜାରିରହିଛି। କେତେକ ସ୍ଥାନରେ ଲକ୍‌ଡାଉନ୍‌ ଶେଷ ହୋଇଥିବା ବେଳେ ଆଉ କେଉଁଠି ଦ୍ୱିତୀୟ, ତୃତୀୟ ଥର ଲକ୍‌ଡାଉନ୍‌ ଜାରି କରାଯାଇଛି। ହେଲେ ଏମିତି ଏକ ଦେଶ ରହିଛି, ଯେଉଁଠାରେ ଲକ୍‌ଡାଉନ୍‌ ନିୟମ...

କଂଗ୍ରେସର ଲଢ଼େଇ ଏଭଳି ଚିନ୍ତାଧାରା, ଅନ୍ୟାୟ ବିରୋଧରେ: ରାହୁଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଗୁନା ଜିଲାରେ ଏକ ଜମିକୁ ଖାଲି କରିବାକୁ ଯାଇଥିବା ପୋଲିସର ବର୍ବରକାଣ୍ଡକୁ ନେଇ ଚାରିଆଡୁ ପ୍ରତିକ୍ରିୟା ମିଳୁଛି। ଏହି କ୍ରମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜର ମତ ରଖିଛନ୍ତି। ତାଙ୍କର ଲଢ଼େଇ ଏଭଳି ଚିନ୍ତାଧାରା...

ମାନିନେଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ,୧୬।୭: ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବ ମାମଲାରେ ଭାରତକୁ ଦ୍ୱିତୀୟ କନସୁଲାର ଆକ୍ସେସ ଦେକାବୁ ଶେଷରେ ରାଜି ହୋଇଛନ୍ତି ପାକିସ୍ତାନ ସରକାର। କୁଳଭୂଷଣଙ୍କ ମାମଲାରେ ଭାରତ ଯୁକ୍ତି ବିହିନ କନ୍‌ସୁଲାରର ଆକ୍ସେସ ପାକିସ୍ତାନଠାରୁ ଚାହୁଁଥିଲା। ଆଉ ଶେଷରେ ଏହାକୁ...

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି ପନ୍ଥା ଆପଣାଇ ଥିଲେ, ଯାହା ଜଣାପଡିବା ପରେ ମାମଲା କୋର୍ଟରେ ପହଞ୍ଚିଛି। ସୂଚନାଯୋଗ୍ୟ,...

ସାରା ବିଶ୍ୱପାଇଁ ଟିକା ପ୍ରସ୍ତୁତ କରିପାରେ ଭାରତ: ଗେଟ୍ସ

ନୂଆଦିଲ୍ଲୀ,୧୬।୭: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍‌ ଗେଟସ୍‌ଙ୍କର ଭାରତୀୟ ଫାର୍ମା କମ୍ପାନୀ ଉପରେ ରହିଛି ଭରସା। ସେ କହିଛନ୍ତି ଭାରତୀୟ ଫାର୍ମା କମ୍ପାନୀ ନିକଟରେ ଅଧିକ କ୍ଷମତା ରହିଛି। ସାରା ବିଶ୍ୱକୁ ଭାରତୀୟ ଔଷଧ ଓ ଟିକା କମ୍ପାନୀ ବହୁ...

ପୋଲ ଭାଙ୍ଗିବା ଘଟଣା ମିଛ ବୋଲି କହିଲେ ନୀତୀଶ ସରକାର

ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଏହାକୁ ନେଇ ବିହାର ସରକାର କହିଛନ୍ତି ପୋଲ ଭାଙ୍ଗିବା...

ଭାରତରେ ଅଣାୟତ୍ତ କରୋନା: ୨୪ ଘଣ୍ଟାରେ ୧୦ ଲକ୍ଷ ଛୁଇଁବା ଆଶଙ୍କା

ମୁମ୍ବାଇ, ୧୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୬୯୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri