ଜାତୀୟ

ଭାଜପା ପାଇଁ ବୋଲିଂ କରିବାକୁ ସଚିନଙ୍କ ଅଣ୍ଟା ଭିଡ଼ା

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ପାଇଁ ଏବେ ସଚିନ ପାଇଲଟ କଣ୍ଟା ସାଜିଛନ୍ତି। ମଧ୍ୟପ୍ରଦେଶ ଶୈଳୀରେ ଏଠାରେ ଅପରେଶନ୍‌ ଲୋଟସ୍‌ ଅଭିଯାନ ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ପାଇଁ ବ୍ୟାଟିଂ...

ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା ନଜରକୁ ଆସିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୭୦ ଲକ୍ଷରେ ପହଞ୍ଚିଥିବାବେଳେ ୨୨,୯୮୦...

ତଦନ୍ତ ପାଇଁ କମିଶନ ଗଠିତ

ଲକ୍ଷ୍ନୌ,୧୩।୭: ଏନ୍‌କାଉଣ୍ଟରରେ ପୋଲିସ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶ କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେ ଘଟଣାର ତଦନ୍ତ କରାଯିବ। ଜଣିକିଆ କମିଶନ ଏହାର ତଦନ୍ତ କରିବେ। ଦୁର୍ଘଟଣା ପରେ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗତ...

ନଡ୍ଡାଙ୍କ ନୂଆ ଟିମ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାଜପାର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ସଂସଦୀୟ ବୋର୍ଡରେ ଅନେକ ନୂଆ ମୁହଁ ସ୍ଥାନ ପାଇବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ନୂଆ କାର୍ଯ୍ୟକର୍ତ୍ତା ଟିମ୍‌ ଘୋଷଣା କରାଯିବ ବୋଲି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ଗତ ଜାନୁୟାରୀରେ ନଡ୍ଡା...

ଟ୍ରେନ୍‌ରେ ହେବ ସିସିଟିଭି ମନିଟରିଂ

ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍‌ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍‌ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍‌ ଛାଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ସତର୍କ ସୂଚନା ଦେବା, କୋଚ୍‌...

ରାଜସ୍ଥାନ ସରକାର ଟଳମଳ

ନୂଆଦିଲ୍ଲୀ,୧୩ା୭: କର୍ନାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହେବା ପରେ ରାଜସ୍ଥାନରେ ମୁଣ୍ଡ ପୂରାଇଛି ଭାଜପା। ଏଥିଯୋଗୁ ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ ସୃଷ୍ଟି ହେବା ସହ ଅଶୋକ ଗେହଲଟ ସରକାର ଟଳମଳ ଅବସ୍ଥାକୁ ଚାଲି ଆସିଛି।...

କଂଗ୍ରେସରେ ସବୁ ଗଧ ଅଛନ୍ତି, କାହିଁକି ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୧୨।୭: ରାଜସ୍ଥାନର ଶାସକ ଦଳ କଂଗ୍ରେସର ଦୁଇ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ଅସନ୍ତୋଷ ସାମ୍ନାକୁ ଆସିଛି। ସିଏମ ଅଶୋକ ଗେହଲୋତଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଉପମୁଖ୍ୟମନ୍ତ୍ରୀ ସଚିନ...

ରାଜସ୍ଥାନ କଂଗ୍ରେସ ସଙ୍କଟ: କପିଲଙ୍କ ପ୍ରଶ୍ନ, ଆମେ କେବେ ଜାଗି ଉଠିବୁ

ନୂଆଦିଲ୍ଲୀ,୧୨।୭: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଜସ୍ଥାନରେ କଂଗ୍ରେସ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟାମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟରେ ଭାଜପା କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଭାଜପା ୧୦ରୁ ୧୫ କୋଟି ଟଙ୍କା...

ମହିଳା କନଷ୍ଟେବଳଙ୍କୁ ଭାଜପା ମନ୍ତ୍ରୀଙ୍କ ପୁଅ ଦେଲେ ଧମକ: ‘ଏକ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି’

ନୂଆଦିଲ୍ଲୀ,୧୨।୭: ଗୋଟିଏ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି। ଜଣେ ମହିଳା କନଷ୍ଟେବଳଙ୍କୁ ଏଭଳି କିଛି ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଭାଜପାର ଜଣେ ମନ୍ତ୍ରୀଙ୍କ ପୁଅ। ଗୁଜରାଟ ର ସ୍ବାସ୍ଥ୍ୟମନ୍ତ୍ରୀ କୁମାର କନାନୀଙ୍କୁ ପୁଅ ପ୍ରକାଶଙ୍କ...

ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍‌କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଯେଉଁଦିନ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା,...

୧୫-୩୦ ଦିନ ମଧ୍ୟରେ ଦୁଇଗୁଣା ହେବ ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୨।୭: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୫-୩୦ ଦିନ ମଧ୍ୟରେ କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣା ବୃଦ୍ଧି ପାଇପାରେ ବୋଲି କହିଛନ୍ତି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ। ସେ କହିଛନ୍ତି...

ପାଇଲଟ ସାଜିବାକୁ ସଚିନଙ୍କ ଇଛା: ବହୁମତ ପାଇଁ ଆବଶ୍ୟକ ୧୦୧ ସଦସ୍ୟ

ଜୟପୁର, ୧୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ଉପରେ ସଙ୍କଟ ମାଡ଼ିଆସୁଛି। ସଚିନ ପାଇଲଟ ଏବେ ରାଜ୍ୟର ପାଇଲଟ ସାଜିବାକୁ ଇଛା କରିଛନ୍ତି। ତେବେ ଶାସନ ଡୋର ଧରିବା ଲାଗି ୧୦୧ ଜଣ ସଦସ୍ୟଙ୍କ ବହୁମତର ଆବଶ୍ୟକତା ରହିଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri