ଜାତୀୟ

ଆଜିଠୁ ଲାଗୁ ହେଲା ୩ ନୂଆ ଆଇନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ...

ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର

ପାଟନା,୩୦।୬: ଶନିବାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀରେ ପାର୍ଟି ଲୋକଙ୍କୁ ଭେଟିଥିଲେ। ଦିଲ୍ଲୀରେ ସେ ବିଭିନ୍ନ ରାଜ୍ୟରୁ ଜେଡିୟୁ ନେତାମାନଙ୍କୁ ଭେଟିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ପ୍ରଥମେ ଜେଡିୟୁ ଜାତୀୟ...

ମୋଦିଙ୍କୁ ଚିଠି ଲେଖିଲେ ଶିୟା ପର୍ସନାଲ ଲ ବୋର୍ଡ

ନୂଆଦିଲ୍ଲୀ,୩୦।୬: ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ ବୋର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ମୁହରାମ ଶୋଭାଯାତ୍ରାରେ ସୁରକ୍ଷା ଏବଂ ଉନ୍ନତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ରାଜ୍ୟ...

ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍‌: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି

ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା...

ଜେଲ୍‌ରୁ ମୁକୁଳିବା ପରେ ଏମିତି ଘୋଷଣା କଲେ ହେମନ୍ତ ସୋରେନ୍‌

ଭୋଗ୍‌ନାଡିହ,୩୦ା୬:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍‌ ଦିବସ’ ପାଳନ କରାଯାଇଛି। ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ...

ଏହି କାମ ନ କଲେ ମିଳିବ ନାହିଁ କିସାନ ସମ୍ମାନନୀଧି ଯୋଜନାର ଲାଭ!

ଲକ୍ଷ୍ନୌ,୩୦।୬: ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ। ସୋମବାର ଠାରୁ ଏଗ୍ରିଷ୍ଟାକ (ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ଫର କୃଷି)...

ଇଡି, ସିବିଆଇ ବିରୋଧରେ ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୩୦।୬: ଆମ ଆଦମୀ ପାର୍ଟି (ଏଏପି) ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ଖୋଲାଖୋଲି ଭାବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ବିଭ୍ରାନ୍ତ କରୁଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ...

ଜୁଲାଇ ୧ରୁ ଆଇପିସି, ସିଆର୍‌ପିସି, ଏଭିଡେନ୍ସ ଆକ୍ଟ ଯୁଗ ହେବ ଶେଷ: କାର୍ଯ୍ୟକାରୀ ହେବ ଏହି ୩ ନୂଆ ଆଇନ୍‌

ନୂଆଦିଲ୍ଲୀ,୩୦ା୬:ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ...

ମୁଖ୍ୟ ସଚିବ ହେଲେ ଆଇଏଏସ ମନୋଜ କୁମାର ସିଂ, ଯୋଗୀ ହୋଇଗଲେ ଖୁସି

ନୂଆଦିଲ୍ଲୀ,୩୦।୬: ୧୯୮୮ବ୍ୟାଚ ଆଇଏଏସ ଅଧିକାରୀ ମନୋଜ କୁମାର ସିଂଙ୍କୁ ଉତ୍ତର ପ୍ରଦେଶର ନୂତନ ମୁଖ୍ୟ ଶାସନ ସଚିବ କରାଯାଇଛି। ସେ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ କମିଶନର (ଆଇଆଇଡିସି) ଏବଂ ସିଇଓ ୟୁପିଏଡା ପଦବୀରେ ମଧ୍ୟ ରହିବେ। ତାଙ୍କୁ ମୁଖ୍ୟ...

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍‌ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ...

ସଂରକ୍ଷଣ ବଢ଼ାଇବା ପାଇଁ ଆଇନ ଅଣାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୩୦ା୬:ଶିକ୍ଷାନୁଷ୍ଠାନ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ନିମନ୍ତେ ରହିଥିବା ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ଅଣାଯିବାକୁ କଂଗ୍ରେସ ରବିବାର ଦାବି କରିଛି। ସୂଚନାଯୋଗ୍ୟ, ବିହାର ସରକାର...

ଉପ ବାଚସ୍ପତି ପଦକୁ ନେଇ ଏମିତି ଖେଳ ଖେଳିଲେ ମମତା, ଖୁସି ହୋଇଗଲେ ଅଖିଳେଶ

ନୂଆଦିଲ୍ଲୀ,୩୦।୬: ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରେ ନୂଆ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଏହା ସହିତ ୧୮ତମ ଲୋକସଭା ପାଇଁ ଲୋକସଭା ବାଚସ୍ପତି ହୋଇଥିଲେ କୋଟାରୁ ଭାରତୀୟ ଜନତା ପାଟର୍ଇ(ଭାଜପା), ଏମପି ଓମ ବିର୍ଲା। କିନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri