ଜାତୀୟ

ଅନ୍‌ଲାଇନ୍‌ ଗେମ୍‌ ଖେଳି ଜେଜେବାପାଙ୍କ ଆକାଉଣ୍ଟ ଖାଲି କଲେ ନାତି

ଲୁଧିଆନା,୬।୭: ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କ ସଉକ ପାଲଟିଗଲାଣି। ଏଥିଯୋଗୁ ପିଲାମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିବା ସହ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନ୍‌ଲାଇନ୍‌ ଗେମ୍‌କୁ ପିଲାମାନେ ଏତେ ଆଶକ୍ତ ହୋଇଯାଇଛନ୍ତି...

ଆତ୍ମହତ୍ୟା କଲେ ଆଉ ଜଣେ ଟିକ୍‌ଟକ୍‌ ଷ୍ଟାର

ନୂଆଦିଲ୍ଲୀ,୬।୭: ଦେଶରେ ଦିନକୁ ଦିନ ମାନସିକ ବିଷାଦଗ୍ରସ୍ତ ମାମଲା ବଢ଼ୁଥିବା ବେଳେ ଏହାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଇତିମଧ୍ୟରେ ମାନସିକ ବିଷାଦଗ୍ରସ୍ତ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର...

ଚଳନ୍ତା ବସ୍‌ରୁ ଯୁବତୀଙ୍କୁ କାହିଁକି ଫୋପାଡିଲେ କଣ୍ଡକ୍ଟର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରେ କେତେକଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ନେଇ ସମସ୍ତ ମନରେ ଏବେ ଏକପ୍ରକାର ଭୟ ସୃଷ୍ଟି ହୋଇଛି।...

ଭାରତକୁ ସତର୍କ ସୂଚନା: ଅବୈଧ ମାଂସ ବଜାର ଯୋଗୁ ନୂଆ ମହାମାରୀ ଆଶଙ୍କା

ନୂଆଦିଲ୍ଲୀ,୬।୭: ପ୍ରାଣୀଙ୍କ ସୁରକ୍ଷା ପାଇଁ ପୃଥିବୀରେ ଅଭିଯାନ ଜାରି ରଖିଥିବା ପେଟା(ପିପୁଲ୍ସ୍‌ ଅପ୍‌ ଦି ଇଥିକାଲ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍ସ) ପକ୍ଷରୁ ଭାରତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରହିଥିବା ଅବୈଧ ମାଂସ ବଜାର ଯୋଗୁ ଆଗାମୀ...

ଡବ୍ଲୁଏଚ୍‌ଓର ଚେତାବନୀ: ଆଗକୁ ଆସୁଛି ଆହୁରି ଖରାପ ସମୟ

ନୂଆଦିଲ୍ଲୀ,୬।୭: ଆମେରିକାକୁ ପୁଣିଥରେ ଫେରୁଛି କରୋନା ସଂକ୍ରମଣ। ଅନ୍ୟପଟେ ଭାରତ ଓ ବ୍ରାଜିଲରେ ଦିନକୁ ହଜାର ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ରବିବାର ସାରା ବିଶ୍ୱରେ ୧ଲକ୍ଷ ୮୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତା ବଢାଇ ଦେଇଛି।...

ଚାଇନାକୁ ବୁଦ୍ଧି ଶିଖାଇବେ ଡୋଭାଲ୍

ନୂଆଦିଲ୍ଲୀ,୬।୭: ପାକିସ୍ତାନ ପରେ ଏବେ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଯୋଜନା କରୁଛନ୍ତି। ସୀମା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଅଜିତ୍‌ଙ୍କୁ ସ୍ବତନ୍ତ୍ର ପ୍ରତିନିଧି ଭାବେ...

ମୋଦିଙ୍କ ଗସ୍ତରେ ଛାନିଆ ଡ୍ରାଗନ: ୨ କିମି ପଛକୁ ହଟିଲେ ସୈନ୍ୟ

ଲଦାଖ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖର ଲେହ ଗସ୍ତର ଦୁଇ ଦିନ ପରେ ଚାଇନା ସୈନ୍ୟ ଗଲଓ୍ବାନ ଘାଟିରେ ଶିବିର ପକାଇଥିବା ଅଞ୍ଚଳରୁ ୨ କିମି ପଛକୁ ହଟିଯାଇଛନ୍ତି। ଦୀର୍ଘ ୨୦ ଦିନ ପରେ ଚାଇନା ସୈନ୍ୟ ପଛକୁ ହଟିଯାଇଥିବା...

ପ୍ଲାଜମା ଦାନ କଲେ ଭାଜପା ନେତା ସମ୍ବିତ

ଗୁରୁଗ୍ରାମ,୬।୭: କରୋନା ଭାଇରସ ସଂକ୍ରମଣକୁ ଦୂରେଇ ଦେବାକୁ ଏବେ ସମସ୍ତେ ଆଗେଇ ଆସୁଛନ୍ତି। ଏପର୍ଯ୍ୟନ୍ତ କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନ ଥିବା ବେଳେ ପ୍ଲାଜମା ଥେରାପିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ଏବେ ଭାରତୀୟ ଜନତା...

ଚିନ୍ତା ବଢାଉଛି କରୋନା: ପ୍ରତି ଶହେ ଜଣରେ ୧୩ଜଣ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୬।୭: ଚିନ୍ତା ବଢାଇ ଚାଲିଛି କରୋନା। କିଛିଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦେଶରେ ୭ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଅନ୍ୟପଟେ ମୃତ୍ୟୁସଂଖ୍ୟା ବଢି ଚାଲିଥିବାରୁ ଏବେ...

କରୋନା ପ୍ରତିଷେଧକ ଟୀକା ବାହାରିଲେ ସ୍କୁଲ ଯିବେ ପିଲା

ନୂଆଦିଲ୍ଲୀ,୬।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ସ୍ଥଳେ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦ ପ୍ରତିଶତ ଅଭିଭାବକ କରୋନା...

ଭାରତର ଲକ୍ଷେ ୨୧ ହଜାର ୧୮୦ ବର୍ଗ କିମି ଜମି ମାଡ଼ି ବସିଛନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୭: ଭାରତର ୭ ପଡ଼ୋଶୀଙ୍କ ମଧ୍ୟରୁ ୩ ଦେଶ ସହିତ ସୀମା ବିବାଦ ଲାଗି ରହିଛି। ଭାରତର ୧୫ ହଜାର୧୦୬ କିମି ଦୀର୍ଘ ସୀମା ପାକିସ୍ତାନ, ଚାଇନା, ନେପାଳ, ବାଂଲାଦେଶ, ମ୍ୟାନ୍‌ମାର, ଭୁଟାନ ଏବଂ ଆଫଗାନୀସ୍ତାନ ସହିତ ରହିଛି। ସେଥିମଧ୍ୟରେ...

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ମହାସଚିବ କରିବାର ଯୋଜନା ରହିଛି। ଏଥିରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri