ଜାତୀୟ

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ କୋହ୍ଲାପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। କୋହ୍ଲାପୁରରେ ଜଣେ ସେଲୁନ ମାଲିକ...

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍‌କୁ...

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍‌ ବାହାରିଛି। ମୁମ୍ବାଇ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା...

ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ମନା କଲେ ହସ୍ପିଟାଲ କର୍ତ୍ତୃପକ୍ଷ: ରାସ୍ତାରେ କଲେ ପ୍ରସବ

ଜୟପୁର, ୩୦।୬: କରୋନା ସଂକ୍ରମଣ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବହୁ ଗୁରୁତର ସମସ୍ୟା ନେଇ ଆସୁଥିବା ରୋଗୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ମନା କରି ଦିଆଯାଉଛି। ରାଜସ୍ଥାନ ବାଂସଓ୍ବାଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା...

ଫସର ଫାଟିବ ଚାଇନାର ଚାଲ: ସୀମାରେ ଜଗିଲାଣି ଟି-୯୦ ଭୀଷ୍ମ ଟ୍ୟାଙ୍କ

ନୂଆଦିଲ୍ଲୀ,୩୦।୬: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଭାରତ-ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଭାରତ, ଚାଇନାର ସବୁ ପ୍ରକାର ଚାଲକୁ ପଣ୍ଡ କରିବା ଯୋଜନାରେ ରହିଛି। ମିଳିଥିବା ସୂଚନାରୁ ଜଣାପଡିଛି କି ଭାରତୀୟ ସେନା ଗଲଓ୍ବାନ ଘାଟିରେ ୬ଟି...

ଗୁଗଲ ପ୍ଲେ ଷ୍ଟୋରରୁ ତୁରନ୍ତ ୫୯ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ: ୪୮ଘଣ୍ଟା ମଧ୍ୟରେ ଜବାବ ରଖିବ କମ୍ପାନୀ

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାର ପ୍ରଭାବ ଏବେ ଦୁଇ ଦେଶର ସମ୍ପର୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି। ସୋମବାର ୟୁଜର୍ସଙ୍କ ଗୋପନୀୟତା, ସୁରକ୍ଷା ଓ ତଥ୍ୟ ଚୋରି ହେଉଥିବା ଅଭିଯୋଗରେ କେନ୍ଦ୍ର ସରକାର ଦେଶରେ...

୨୬/୧୧ ଭଳି ହେବ ବିସ୍ଫୋରଣ: ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ

ମୁମ୍ବାଇ, ୩୦।୬: ମୁମ୍ବାଇର ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ ମିଳିଛି। ୨୬/୧୧ ଭଳି ପୁଣି ହୋଟେଲରେ ବିସ୍ଫୋରଣ ହେବ ବୋଲି ଫୋନ୍‌ରେ କେହି ଜଣେ ଧମକ ଦେଇଥିବା ପୋଲିସ କହିଛି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ହୋଟେଲ...

ଅନ୍‌ଲକ୍‌ ୨.୦: କ’ଣ କ’ଣ ଘୋଷଣା କରିପାରନ୍ତି ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ରେ ଅନ୍‌ଲକ୍‌ ୨.୦କୁ ନେଇ ଦେଶକୁ ସମ୍ବାଧନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଚାଇନା ସୀମା ବିବାଦ, ୫୯ ଚାଇନା ଆପ୍‌ ଉପରେ ଲାଗିଥିବା ପ୍ରତିବନ୍ଧକ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ବେଶ୍‌...

ଭାରତରେ ବ୍ୟାନ୍‌ ହେବା ପରେ ପ୍ରତିକ୍ରିୟା ରଖିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେବା ପରେ ଲଦାଖ ଘାଟିରେ ଉତ୍ତେଜନା ଜାରି ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରିପାରୁ ନାହିଁ। ଅନ୍ୟପଟେ...

୩୬ ଘଣ୍ଟା ଆମ୍ବୁଲାନ୍ସ୍‌ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି

ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଭୟ କରୁଛନ୍ତି। ଏହାର ଏକ...

ବିବାହର ୨ ଦିନ ପରେ ବର ମୃତ: ୯୫ ଅତିଥି କରୋନା ପଜିଟିଭ

ପାଟନା,୩୦।୬: ବିହାରର ରାଜଧାନୀ ପାଟନାରେ ଥିବା ଏକ ଗାଁରେ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୫ ଜଣ ଅତିଥି କରୋନା ମହାମାରୀରେ ପୀଡ଼ିତ ହୋଇଥିବା ଜଣାପଡିଛି। ସବୁଠାରୁ ବଡ ଦୁଃଖର କଥା ହେଲା ବିବାହର ଠିକ୍‌ ୨ ଦିନ...

ଯୌତୁକରେ ବାଇକ୍‌ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି

ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର କିନ୍ତୁ ଯୌତୁକରେ ବାଇନ ଦିଆଯିବା ଶୁଣିବା ପରେ ସେଠୁ ଉଠି ପଳାଇଥିଲେ ବର।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri