ଜାତୀୟ

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍‌ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ...

ସଂରକ୍ଷଣ ବଢ଼ାଇବା ପାଇଁ ଆଇନ ଅଣାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୩୦ା୬:ଶିକ୍ଷାନୁଷ୍ଠାନ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ନିମନ୍ତେ ରହିଥିବା ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ଅଣାଯିବାକୁ କଂଗ୍ରେସ ରବିବାର ଦାବି କରିଛି। ସୂଚନାଯୋଗ୍ୟ, ବିହାର ସରକାର...

ଉପ ବାଚସ୍ପତି ପଦକୁ ନେଇ ଏମିତି ଖେଳ ଖେଳିଲେ ମମତା, ଖୁସି ହୋଇଗଲେ ଅଖିଳେଶ

ନୂଆଦିଲ୍ଲୀ,୩୦।୬: ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରେ ନୂଆ ସରକାରଙ୍କ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଏହା ସହିତ ୧୮ତମ ଲୋକସଭା ପାଇଁ ଲୋକସଭା ବାଚସ୍ପତି ହୋଇଥିଲେ କୋଟାରୁ ଭାରତୀୟ ଜନତା ପାଟର୍ଇ(ଭାଜପା), ଏମପି ଓମ ବିର୍ଲା। କିନ୍ତୁ...

ଯେତେବେଳେ ଜୀବନରେ ଚ୍ୟାଲେଞ୍ଚ ଆସୁଛି ରାହୁଲ ଦ୍ରାଭିଡଙ୍କ ପରି ହୁଅନ୍ତୁ, ରାହୁଲ ଗାନ୍ଧୀଙ୍କ ପରି ନୁହେଁ, ଭାଇରାଲ ହେଉଛି ମେସେଜ

ନୂଆଦିଲ୍ଲୀ,୩୦।୬: ଶନିବାର ରାତିରେ ଅନୁଷ୍ଠିତ ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ୧୧ ବର୍ଷ ପରେ ପୁଣି ଇତିହାସ ସୃଷ୍ଟି କରିଛି। ଭାରତର ଏହି ବିଜୟକୁ ଦେଶ ତଥା ବିଶ୍ୱର ସବୁଆଡେ ପ୍ରଶଂସା କରାଯାଉଛି। ଏହି ବିଜୟକୁ ନେଇ ବିଭିନ୍ନ...

ମୋଦି-ଶାହାଙ୍କୁ ନେଇ ମୁହଁ ଖୋଲିଲେ ଏକନାଥ ଶିନ୍ଦେ

ନୂଆଦିଲ୍ଲୀ,୩୦।୬: ମହାରାଷ୍ଟ୍ରର ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁଟି ସରକାର ରବିବାର ଦୁଇ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସହଯୋଗୀ ଦଳକୁ ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ସେ ଦାବି କରିଛନ୍ତି, ଏହି ସମୟ...

ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସେନା ମୁଖ୍ୟ

ନୂଆଦିଲ୍ଲୀ,୩୦: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ଚାଇନା ଏବଂ ପାକିସ୍ତାନ ସହିତ ସୀମାରେ କାମ କରିବାର ଜେନେରାଲ ଦ୍ୱିବେଦୀଙ୍କର ବ୍ୟାପକ ଅଭିଜ୍ଞତା...

କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ସିଦ୍ଦେରମେୟା! ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ବଡ଼ ବୟାନ ଦେଲେ ଶିବକୁମାର

ବେଙ୍ଗାଲୁରୁ,୩୦।୬: କନର୍ର୍ାଟକର ମୁଖ୍ୟମନ୍ତ୍ରୀ ପରବିର୍ତ୍ତନ ନେଇ ଦଳ ଭିତରେ ତଥା ବାହାରେ ଚାପା ଗୁଞ୍ଜରଣ ଚାଲିଥିବାବେଳେ କର୍ନାଟକ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋତେ ମୁଖ୍ୟମନ୍ତ୍ରୀ ହେବାପାଇଁ କାହାର ସୁପାରିଶର...

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ ଉପରେ ପଡ଼ିବ। ଇ-ଓ୍ବାଲେଟ୍‌ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଇନ୍‌କମ୍‌ ଟ୍ୟାକ୍ସ...

ଏନଆଇଏର ବଡ ଆକ୍ସନ! ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ଅନେକ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୩୦।୬: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ରବିବାର (୩୦ ଜୁନ ୨୦୨୪) ଜମ୍ମୁ କଶ୍ମୀରର ରାଜୌରୀ ଜିଲାର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣକୁ ନଜରରେ ରଖି ଚଢାଉ କରିଛନ୍ତି। ଜୁନ ୯, ୨୦୨୪ ସାରେ ଆତଙ୍କବାଦୀମାନେ ନିକଟତମ ଜିଲାର କିଛି...

ଲଜ୍ଜା: ପଶ୍ଚିମବଙ୍ଗରେ ବିଚ ରାସ୍ତାରେ ମହିଳାଙ୍କୁ ମାଡ, ଅମିତ ମାଲବିୟ କହିଲେ ଟିଏମସି ଶାସନରେ…

କୋଲକାତାଳ,୩୦।୬: ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ, ଭାଜପା ଆଇଟି ସେଲର ମୁଖ୍ୟ...

ମେଣ୍ଟକୁ ନେଇ ବଡ଼ ଘୋଷଣା କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନକୁ ନେଇ ଶରଦ ପାୱାର ଏକ ବଡ଼ ଘୋଷଣା କରିଛନ୍ତି। ଜାତୀୟ କଂଗ୍ରେସ ପାର୍ଟି (ଏନସିପିଏସପି)ର ମୁଖ୍ୟ ପାଓ୍ବାର୍‌ ସ୍ପଷ୍ଟ କରିଛନ୍ତି, ତାଙ୍କ ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ...

‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ…

ନୂଆଦିଲ୍ଲୀ,୩୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri