ଜାତୀୟ

ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍‌ଲକ୍‌ ୦.୧। ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି...

ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବ ବିରାଟକାୟ ତିମି

କୋଲକତା, ୨୯।୬: ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବର ବିରାଟକାୟ ତିମି ମୃତଦେହ ଲାଗିଛି। ତିମିର ରକ୍ତାକ୍ତ ମୁଣ୍ଡ ମୁହାଣରେ ପଡ଼ି ରହିଛି। ଏଭଳି ବିରାଟକାୟ ତିମି ଏହା ପୂର୍ବରୁ ଏଠାରେ ଦେଖାଯାଇ ନ ଥିବା କୁହାଯାଉଛି।...

ଶତ୍ରୁକୁ ଦେବ କଡ଼ା ଜବାବ: ଜୁଲାଇ ଶେଷ ସୁଦ୍ଧା ପହଞ୍ଚିପାରେ ୬ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୯।୬: ଶତ୍ରୁ ପକ୍ଷକୁ କଡ଼ା ଯବାବ ଦେବାକୁ ହେଲେ ବୃଦ୍ଧି ପାଇବାକୁ ଯାଉଛି ଭାରତୀୟ ବାୟୁସେନାର ଶକ୍ତି। ଫ୍ରାନ୍ସରୁ ୬ ରାଫାଲ ଯୁଦ୍ଧ ବିମାନ ଜୁଲାଇ ୨୭ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଜଣାପଡିଛି। ଏହି ଯୁଦ୍ଧ ବିମାନ ମେ’...

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ଲାଗି ତାଙ୍କୁ ଜୁବଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ପେଟ୍ରୋଲ-ଡିଜେଲ ଦାମ ବଢ଼ାଇ ୧୮ ଲକ୍ଷ କୋଟି ଆଦାୟ କରିଛନ୍ତି ମୋଦି: ସୋନିଆ

ନୂଆଦିଲ୍ଲୀ, ୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଗତ ୩ ମାସ ମଧ୍ୟରେ ପେଟ୍ରୋଲ-ଡିଜେଲ ଦାମ ୨୨...

ଟୁଇଟରରେ ଟ୍ରେଣ୍ଡ ହେଉଛି ହାର୍ଲେ ଡେଭିଡସନ ସୁପରବାଇକ ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ

ନୂଆଦିଲ୍ଲୀ,୨୯।୬: ବାଇକ୍‌ରେ ସଉକ ରଖୁଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ଥିବା କଥା ସେ ଅତିତରେ ପ୍ରକାଶ କରିଥିଲେ। ତାଙ୍କର ଏହି ରୁଚିକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଫଟୋ...

କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର ମଧ୍ୟରେ ରହିଛନ୍ତି। ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

ସିଏ ଛାତ୍ରଙ୍କ ପାଇଁ ବଡ଼ ଘୋଷଣା: ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ରଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ଛାତ୍ରମାନେ ‘ଅପ୍ଟ ଆଉଟ୍‌’ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ସୋମବାର...

ମୋଦିଙ୍କୁ ଭେଟିବେ ଶିବରାଜ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହାକୁ ନେଇ ବିଳମ୍ବିର ରାତ୍ରି ପର୍ଯ୍ୟନ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଘରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରଦେଶ ଅଧ୍ୟକ୍ଷ ବିଡି...

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ସାଇକେଲ ଚଳାଇ ପ୍ରତିବାଦ କଲେ ଏହି ନେତା

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୯।୬: କରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ସୋମବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଇତିମଧ୍ୟରେ କର୍ନାଟକର କଂଗ୍ରେସ...

ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହେଲା ଦୋଡା: ଡିଜିପି

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ସୋମବାର ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହା ନିର୍ଦ୍ଦେଶକ ଦିଲବାଗ ସିଂ। ସେଠାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମସୁଦଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ଏହା ଆତଙ୍କବାଦୀ...

୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍‌: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍‌ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍‌ ହୋଇଛି। ସର୍ଚ୍ଚ ଅପରେଶନ୍‌ରେ ୪୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍‌ ୧ଠାରୁ ଜୁନ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri