ଜାତୀୟ

ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହେଲା ଦୋଡା: ଡିଜିପି

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ସୋମବାର ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହା ନିର୍ଦ୍ଦେଶକ ଦିଲବାଗ ସିଂ। ସେଠାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମସୁଦଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ଏହା ଆତଙ୍କବାଦୀ...

୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍‌: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍‌ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍‌ ହୋଇଛି। ସର୍ଚ୍ଚ ଅପରେଶନ୍‌ରେ ୪୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍‌ ୧ଠାରୁ ଜୁନ୍‌...

୨ କଏଦୀ ବୋର୍ଡ ପରୀକ୍ଷାରେ ହେଲେ ଟପ୍ପର

ଲକ୍ଷ୍ନୌ, ୨୯।୬: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଜେଲରେ ଥିବା କଏଦୀମାନେ ସଫଳ ରହିଛନ୍ତି। ଚଳିତ ବର୍ଷ ୨୦୯ କଏଦୀ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ଟପ୍ପର ମଧ୍ୟ ରହିଛନ୍ତି। ରାଜ୍ୟର ୧୭ଟି...

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୁଜାଫରପୁର ସହିତ ଉତ୍ତର ବିହାରରେ ହାଇ ଆଲର୍ଟ ଜାରି କରାଯାଇଛି।...

ଅନନ୍ତନାଗରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ଖୁଲଚୋହର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା।...

୩୦ ପରେ ମହାରାଷ୍ଟ୍ରରେ ରହିବ ଲକ୍‌ଡାଉନ କଟକଣା

ମୁମ୍ବାଇ,୨୯ା୬(ପି.ଟି.): ମହାରାଷ୍ଟ୍ରରେ ଜୁନ୍‌ ୩୦ ପରେ ମଧ୍ୟ ଲକ୍‌ଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରବିବାର କହିଛନ୍ତି। ମହାରାଷ୍ଟ୍ର କରୋନା ମହାମାରୀ ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ କଟକଣା କୋହଳ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି...

ଉଭୟ ଯୁଦ୍ଧ ଜିତିବୁ

ନୂଆଦିଲ୍ଲୀ,୨୯ା୬: ଚାଇନାର ଉହାନ ସହରରୁ ଆସିଥିବା କରୋନା ଭୂତାଣୁ ବିରୋଧରେ ଭାରତ ଲଢ଼ୁଥିବାବେଳେ ସେପଟେ ଲଦାଖ ସୀମାରେ ଉତ୍ତେଜନା ବଢ଼ୁଥିବାନେଇ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଭାରତ ଉଭୟ ଯୁଦ୍ଧରେ ଜିତିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ଚାଇନା କମ୍ପାନୀ ଟେଣ୍ଡରକୁ ବାତିଲ କଲା ବିହାର

ନୂଆଦିଲ୍ଲୀ,୨୯ା୬: ବିହାର ରାଜଧାନୀ ପାଟନାର ମହାତ୍ମା ଗାନ୍ଧୀ ସେତୁ ସହ ସମାନ୍ତରାଳରେ ଅନ୍ୟ ଏକ ମେଗା ବ୍ରିଜ୍‌ ନିର୍ମାଣ ଲାଗି ଚାଇନା କମ୍ପାନୀର ଟେଣ୍ଡରକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଚୟନ ହୋଇଥିବା ୪ ଠିକାଦାରଙ୍କ...

ସାଜ୍ଜିଦ୍‌ ମୀର୍‌ ଆଇଏସ୍‌ଆଇ ସୁରକ୍ଷାରେ

ନୂଆଦିଲ୍ଲୀ,୨୯ା୬(ପି.ଟି.): ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧)ର ମୁଖ୍ୟ ଯୋଜନା ପ୍ରସ୍ତୁତକାରୀ ସାଜ୍ଜିଦ୍‌ ମୀର୍‌ ଓରଫ ମଜିଦ୍‌ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଛି। ସେହିପରି ଗତବର୍ଷ ପୁଲ୍‌ଓ୍ବାମା ଆକ୍ରମଣ ସହ ସମ୍ପୃକ୍ତ ଜୈଶ୍‌-ଇ-ମହମ୍ମଦ...

ବାପପୁଅଙ୍କ ହାଜତ ମୃତ୍ୟୁର ସିବିଆଇ ତଦନ୍ତ ହେବ

ସଲେମ,୨୯ା୬(ପି.ଟି.): ତାମିଲନାଡୁର ଟୁଟିକୋରିନ ଜିଲାରେ ବାପପୁଅଙ୍କ ହାଜତ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାକୁ ରାଜ୍ୟ ସରକାର ସିବିଆଇକୁ ସ୍ଥାନାନ୍ତର କରିଥିବା ରବିବାର ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ ସୂଚନା ଦେଇଛନ୍ତି। ଲକ୍‌ଡାଉନବେଳେ ଗତ...

ଠିକଣା ଜବାବ ଦେଇଛି ଭାରତ

ନୂଆଦିଲ୍ଲୀ,୨୯ା୬(ପି.ଟି.): ଲଦାଖ ଉପରେ ଯେଉଁମାନେ ଖରାପ ନଜର ପକାଇଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯାଇଛି। ଭାରତ ବନ୍ଧୁତାକୁ ସମ୍ମାନ କରେ, ତେବେ କୌଣସି ପ୍ରକାର ଶତ୍ରୁତାର ଠିକଣା ଜବାବ ଦେବା ପାଇଁ ଏହା ସମର୍ଥ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ପିଏମ୍‌-କେୟାର୍ସକୁ ଦାନ କରିଛନ୍ତି ଚାଇନା କମ୍ପାନୀ: କଂଗ୍ରେସ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌)-ଭାରତରେ କରୋନା ମହାମାରୀ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଣ୍ଠି (ପିଏମ୍‌-କେୟାର୍ସ) ଗଠନ କରିଥିଲେ। କରୋନା ମହାମାରୀ ଏବଂ ଭବିଷ୍ୟତରେ ଅନୁରୂପ ମହାମାରୀ ଭଳି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri