ଜାତୀୟ

ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ନୂଆଦିଲ୍ଲୀ, ୨୨।୭: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ...

୨ ଝିଅଙ୍କ ଆଗରେ ଖବରଦାତାଙ୍କୁ ଗୁଳି

ଗାଜିଆବାଦ,୨୨ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଦୁର୍ବୃତ୍ତମାନେ ଜଣେ ଖବରଦାତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସାମ୍ନାରେ ଗୁଳି କରିଛନ୍ତି। ଏନେଇ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବରଦାତା ବିକ୍ରମ ଜୋଷୀ ଏକ ସ୍ଥାନୀୟ ଦୈନିକ ଖବରକାଗଜରେ କାମ କରୁଥିଲେ। ତାଙ୍କ ଝିଆରୀଙ୍କୁ...

ଡିଏସ୍‌ପିଙ୍କ ସମେତ ୧୧ ପୋଲିସ ଦୋଷୀ

ଭରତପୁର(ରାଜସ୍ଥାନ),୨୨।୭: ଦୀର୍ଘ ୩୫ ବର୍ଷ ତଳର ଏକ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ଡିଏସ୍‌ପି କରନ୍‌ ସିଂ ଭାଟିଙ୍କ ସମେତ ୧୧ଜଣ ପୋଲିସଙ୍କୁ ମଥୁରାର ସ୍ବତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୮୫ ଫେବୃୟାରୀରେ ରାଜା ମାନ୍‌ ସିଂ...

କାଳ କୋଠରିରେ ବିପ୍ଳବୀ ବାରବରା

ନୂଆଦିଲ୍ଲୀ,୨୨ା୭: ବିପ୍ଳବୀ କବି ପି. ବାରବରା ରାଓ ଜଣେ ରାଜନୈତିକ ବନ୍ଦୀ, ଯାହାଙ୍କୁ ଏଲ୍‌ଗାର ପରିଷଦ ମାମଲାରେ ୨ ବର୍ଷ ହେଲା ଜେଲରେ ରଖାଯାଇଛି। ଏହି ୮୦ ବର୍ଷୀୟ ବହୁମୁଖୀ ପ୍ରତିଭା ଗୁରୁବାର କୋଭିଡ୍‌-୧୯ ଚିହ୍ନଟ ହେବା ପରେ ତାଙ୍କୁ...

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଏକ୍ସାଇଜ୍‌ ଏସ୍‌ଆଇଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ପଙ୍କଜ ଜୈନ। ଉଜୈନ...

ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ...

ଚାଇନା ସୀମା ବିବାଦ: ଉତ୍ତରରେ ଶତ୍ରୁକୁ କଡା ଜବାବ ଦେବ ମିଗ୍‌-୨୯କେ

ନୂଆଦିଲ୍ଲୀ,୨୧।୭: ଭାରତ-ଚାଇନା ସୀମା ବିବାଦ ଦିନକୁ ଦିନ ବଢି ଚାଲିଥିବା ବେଳେ ସୀମାରେ ବି ନିଜର ଶକ୍ତି ବୃଦ୍ଧିରେ ଲାଗିଛି ଭାରତୀୟ ନୌସେନା। ଏବେ ଭାରତୀୟ ନୌସେନାର ଫାଇଟର ଜେଟ୍‌ ମିଗ୍‌-୨୯କେକୁ ଉତ୍ତର ସେକ୍ଟଟରରେ ରଖାଯିବାର ଯୋଜନା କରାଯାଇଛି। ନୌସେନା...

ଘରକୁ ଘର ପହଞ୍ଚିବ ରାଶନ, ଗହମ ବଦଳରେ ମିଳିବ ଅଟା

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଜରିଆରେ ହିତାଧିକାରୀଙ୍କୁ ହୋମ ଡେଲିଭରି ସେବା ପ୍ରଦାନ...

ରାମ ମନ୍ଦିର ମୂଳଦୁଆ ପାଇଁ ୩୩ କି.ଗ୍ରା.ର ରୂପା ଇଟା ଦାନ କଲେ ଜୁଏଲର୍ସ ଆସୋସିଏସନ୍‌

ଅଯୋଧ୍ୟା,୨୧।୭: ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ପାଇଁ ଭୂମିପୂଜା ଅଗଷ୍ଟ ୫ରେ ଆୟୋଜିତ ହେବ। ଏହାକୁ ନେଇ ହିନ୍ଦୁ ସମାଜ ଖୁସି ବ୍ୟକ୍ତ କରିଛି। ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲଦାସ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ସହାୟତା ନିଆଯିବ।...

ରାଜସ୍ଥାନ ସଙ୍କଟ: ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟଙ୍କୁ ମିଳିଲା ଆଶ୍ୱସ୍ତି

ଜୟପୁର,୨୧।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ଉତ୍ଥାନପତନ ମଧ୍ୟରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟରେ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ସରିଛି। ଏଥିରେ କୋର୍ଟ ରାଜେଶ ପାଇଲଟଙ୍କ ଟିମ୍‌କୁ ଆଶ୍ୱାସନା ଦେଇ ୨୪ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କୋର୍ଟ...

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି ଶୁଣାଣି କରିବା ସମୟରେ ଏବେ ସମସ୍ତ ନିର୍ଦ୍ଦେଶକୁ ନିଜେ ଟାଇପ୍‌ କରୁଥିବା ଜଣାପଡ଼ିଛି।...

କୋଭିଡ କାର୍ଯ୍ୟରେ ମୃତ୍ୟୁ ହେଲେ ଯବାନଙ୍କୁ ମିଳିବ ଶହୀଦ ମାନ୍ୟତା ସହ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୧।୭: କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧାଙ୍କ ନାଁରେ ସାମିଲ ଅଛନ୍ତି ଯବାନ। ଏମାନଙ୍କର ଯଦି କୋଭିଡ-୧୯ କାର୍ଯ୍ୟରେ ଥିବା ସମୟରେ ମୃତ୍ୟୁ ହେଲା ତେବେ ସେମାନଙ୍କୁ ଶହୀଦ ଘୋଷଣା କରିବାକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ପ୍ରସ୍ତାବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri