ଜାତୀୟ

କିଛି ଲୋକ ଭାବୁଛନ୍ତି ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ: ପାଓ୍ବାର

ନୂଆଦିଲ୍ଲୀ,୧୯।୭: ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହେବ। ବର୍ତ୍ତମାନ ପାଇଁ ସରକାର ଲକ୍‌ଡାଉନ୍‌ ଯୋଗୁ ଅର୍ଥନୀତିରେ...

ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍‌ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହଁନ୍ତି’

ନୂଆଦିଲ୍ଲୀ,୧୯।୭: ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର ସାହେବ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହନ୍ତି। ସେଥିପାଇଁ ଗଣମାଧ୍ୟମର ଟିଆର୍‌ପି ଅଧିକ ଏବଂ...

ଘୋଡ଼ାଚଢି ନିର୍ବାଚନ ପ୍ରଚାରରେ ବାହାରିଲେ ଭାଜପା ନେତା

ଇନ୍ଦୋର,୧୯।୭: ମଧ୍ୟପ୍ରଦେଶର ସାନଓ୍ବର ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। କଂଗ୍ରେସ ଘର ଘର ବୁଲି ପ୍ରଚାର କରୁଥିବା ବେଳେ...

ଆଖୁ ଚୋପରୁ ତିଆରି ହେଉଛି ମାସ୍କ: ୩୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧୯।୭: କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟବଜ୍ଞାନୀ ଓ ଡାକ୍ତର। କରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ଲଢିବାକୁ ହେଲେ ହାତ ଧୋଇବା, ସୋସିଆଲ ଡିଷ୍ଟାନସିଂ ରଖିବା, ଫେସମାସ୍କ, ଗ୍ଲୋବ୍ସ ଆଦି ପିନ୍ଧିବାକୁ...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌

ବେଙ୍ଗାଲୁରୁ, ୧୯।୭: କରୋନା ମହାମାରୀ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଆଗରେ ଲମ୍ବା ଲାଇନ୍‌ ଲାଗି ରହୁଛି। ଅନ୍ତିମ ସଂସ୍କାର ପାଇଁ ମୃତକଙ୍କ ପ୍ରିୟପରିଜନଙ୍କୁ ଘଣ୍ଟା...

ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି। ତେବେ ଗତ ଏପ୍ରିଲ ମାସରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ...

ଅନ୍ତିମ ସଂସ୍କାର ପାଇଁ ଆସିଲେନି ସାହି-ପଡ଼ିଶା: ଦୁଇ ପୁଅଙ୍କୁ ନେଇ ସ୍ତ୍ରୀ କଲେ ଏପରି…

ବେଲଗାମ୍‌, ୧୯।୭: କରୋନା ମହାମାରୀ ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ମାନବିକତା ରହୁ ନ ଥିବା ନେଇ ଏବେ ଚର୍ଚ୍ଚା ହେଉଛି। ଏହାର ସଦ୍ୟତମ ଉଦାହରଣ କର୍ନାଟକର ବେଲଗାମ୍‌ରେ ଘଟିଛି। ଏଠାରେ ୫୫ ବର୍ଷ ବୟସ୍କ ସଦାଶିବ ହିରସ୍ତିଙ୍କ ମୃତ୍ୟୁ...

ଟୁଇଟରରେ ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬ କୋଟି

ନୂଆଦିଲ୍ଲୀ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟରରେ ଆଉ ଏକ ସଫଳତା ପାଇଛନ୍ତି। ବେଳକୁ ବେଳ ଟୁଇଟରରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଏବେ ମୋଦିଙ୍କୁ ଟୁଇଟରରେ ପାଖାପାଖି ୬୦ ମିଲିୟନ ବା ୬ କୋଟି ଲୋକ...

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା କରିବାକୁ ଆଗେଇ ଆସିଛନ୍ତି। ବିଦ୍ୟାଙ୍କୁ ତାମିଲନାଡୁ ଭାରତୀୟ ଜନତା ପାର୍ଟିି(ଭାଜପା) ଯୁବ ମୋର୍ଚ୍ଚାର...

ଅଯୋଧ୍ୟା ଯିବେ ମୋଦି

ନୂଆଦିଲ୍ଲୀ,୧୯।୭: : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ୮ରେ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏହାର ଶୁଭାରମ୍ଭ ୫ ଅଗଷ୍ଟ ସକାଳ ୮ଟାରେ ଆରମ୍ଭ କରାଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରି...

ମଦ, ଦୁଇଟି ଅଣ୍ଡାରେ ଦୂରେଇ ଯିବ କରୋନା, କହିଲେ ଏହି କଂଗ୍ରେସ ନେତା

ବେଙ୍ଗାଲୁରୁ,୧୯ା୭: ବିଶ୍ୱରୁ ମହାମାରୀ କରୋନା ଭୂତାଣୁ ଥମିବାର ନାଁ ନେଉନି। ଏହି ସମୟରେ ଜଣେ କଂଗ୍ରେସ ନେତା ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣି ଲୋକେ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରୁଛନ୍ତି। କର୍ନାଟକ କଂଗ୍ରେସ ନେତା ରବିଚନ୍ଦ୍ର ଗାଟି...

ପାନୀୟ ଜଳ ନଷ୍ଟ କଲେ ଦେବାକୁ ପଡିବ ୨ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯।୭: ବିଶ୍ୱର ଅଧିକାଂଶ ସ୍ଥାନରେ ଏବେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁରୂପ ଅବସ୍ଥା। ତେଣୁ ଏଠାରେ ଲୋକମାନଙ୍କୁ ବାରମ୍ବାର ପାନୀୟ ଜଳ ନଷ୍ଟ ନ କରିବାକୁ କୁହାଯାଉଛି। ଏବେ ଯଦି କେହି ପାନୀୟ ଜଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri