ଜାତୀୟ

ସଂସଦରେ ବଡ ଘୋଷଣା କଲେ ରାଷ୍ଟ୍ରପତି, ଦେଶର ବରିଷ୍ଠ ନାଗରିକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ଗୁରୁବାର ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଏକ ବଡ଼ ଘୋଷଣା କରିଥିଲେ। ସେ ଆୟୁଷ୍ମାନ ଯୋଜନା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ୭୦...

ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୬: ଦେଶରେ ୧୮ତମ ଲୋକ ସଭା ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବଜେଟରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି...

ତାମିଲ ସଂସ୍କୃତିକୁ ଘୃଣା କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭।୬: ସମାଜବାଦୀ ପାର୍ଟି ଏମପି ଆର.କେ ଚୌଧୁରୀ ଉତ୍ତରପ୍ରଦେଶର ମୋହନଲାଲଗଞ୍ଜରୁ ସେଙ୍ଗୋଲଙ୍କୁ ହଟାଇବା ପାଇଁ ଏକ ଚିଠି ଲେଖିବା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ସମାଜବାଦି ପାର୍ଟି ଏବଂ ଇଣ୍ଡିଆ...

ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍‌ ବୁକ୍‌ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି

ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍‌ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି...

ଜେ ପି ନଡ୍ଡା ରାଜ୍ୟ ସଭା ନେତା ନିଯୁକ୍ତ

ନୂଆଦିଲ୍ଲୀ,୨୭।୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ସଭାର ନେତା ଭାବେ ଗୁରୁବାର ନିଯୁକ୍ତ କରାଯାଇଛି। ଉଚ୍ଚ ସଦନର ୨୬୪ତମ ଅଧିବେଶନରେ ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ; ବିରୋଧୀଙ୍କ ହଙ୍ଗାମା

ମୁମ୍ବାଇ,୨୭।୬: ଗୁରୁବାର ସଂସଦର ଉଭୟ ଗୃହର ମିଳିତ ଅଭିଭାଷଣ ସମୟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିଷୟରେ କହିଥିଲେ। ଏହି ସମୟରେ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ସେ କହିଛନ୍ତି ଯେ ଆମ ସରକାର ଦେଶର ପ୍ରତ୍ୟେକ...

NEET ପେପର ଲିକ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ହାତରେ ଲାଗିଲା ଏହି ବଡ଼ ପ୍ରମାଣ

ନୂଆଦିଲ୍ଲୀ,୨୭ା୬: ନିଟ୍‌ ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମହାରାଷ୍ଟ୍ରରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପେପର ଲିକ୍‌ ମାମଲାର ତଦନ୍ତ କରୁଥିବା ଲାଟୁର ପୋଲିସ କେବଳ ନିଟ୍‌ ନୁହେଁ ବରଂ ଗ୍ରେଡ୍‌ ସି ଏବଂ ଗ୍ରେଡ୍‌...

‘ତାନାଶାହାର ବିନାଶ ହୋଇଯାଉ, ଏବେ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା’

ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ତାଙ୍କୁ ଗିରଫ କରିନେଇଛି। ଏପରିକି ଦିଲ୍ଲୀ କୋର୍ଟ ତାଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ...

‘ସେଂଗୋଲ ହଟାଇ ସଂସଦରେ ସ୍ଥାପନ ହେଉ ସମ୍ବିଧାନ ପୁସ୍ତକ’, ପୁଣି ସଂସଦରେ ତେଜିଲା ଦାବି

ନୂଆଦିଲ୍ଲୀ,୨୭।୬: ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି।...

NEET ପେପର ଲିକ୍‌କୁ ନେଇ ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ନିଟ୍‌ ପେପର ଲିକ୍‌କୁ ନେଇ ମଧ୍ୟ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତି...

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଏମିତି କହିଲେ ଅଖିଳେଶ ଯାଦବ, ମୁଁ ସବୁ…

ନୂଆଦିଲ୍ଲୀ,୨୭ା୬: ୧୮ତମ ଲୋକ ସଭାର ଚତୁର୍ଥ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟର ଉଭୟ ଗୃହ ରାଜ୍ୟ ସଭା ଏବଂ ଲୋକ ସଭାକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ସମାଜବାଦୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କନୌଜର ଏମ୍‌ପି ଅଖିଳେଶ ଯାଦବ...

ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପଥରେ ଭାରତ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୭।୬:ଲୋକ ସଭା ଓ ରାଜ୍ୟ ସଭାର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବ ନିର୍ବାଚିତ ସରକାରଙ୍କୁ ପ୍ରାଥମିକତା ଦେଇଥିଲେ। ୧୮ତମ ଲୋକ ସଭା ଗଠନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri