ଜାତୀୟ

ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପଥରେ ଭାରତ: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୭।୬:ଲୋକ ସଭା ଓ ରାଜ୍ୟ ସଭାର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାରସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବ ନିର୍ବାଚିତ ସରକାରଙ୍କୁ ପ୍ରାଥମିକତା ଦେଇଥିଲେ। ୧୮ତମ ଲୋକ ସଭା ଗଠନ...

ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା, ଅଡୁଆ କଲାଣି ବିଧାନସଭା ନିର୍ବାଚନ ଗଣିତ

ନୂଆଦିଲ୍ଲୀ,୨୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଭାଙ୍ଗିଯିବ କି ବନ୍ଧୁତା। କ’ଣ ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପାଇଁ ଥିଲା କି? ଏପରି ପ୍ରଶ୍ନ କରିଛନ୍ତି ଏସପିର...

ସିବିଆଇ ରିମାଣ୍ଡରେ କେଜ୍‌ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ

ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍‌ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି।...

ଏବେ କେମିତି ଅଛନ୍ତି ଲାଲକୃଷ୍ଣ ଆଡଭାନୀ: ଆସିଲା ସ୍ବାସ୍ଥ୍ୟ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୭।୬: ବରିଷ୍ଠ ଭାଜପା ନେତା ତଥା ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ବର୍ତ୍ତମାନ ୟୁରୋଲୋଜିରେ ପୀଡିତ ଅଛନ୍ତି। ତାଙ୍କୁ ୟୁରୋଲୋଜି ପ୍ରଫେସର ଡା.ଆମ୍ଲେଶ ସେଥ୍‌ ଚିକିତ୍ସା କରୁଛନ୍ତି। ଏବେ...

ଦିନକ ପାଇଁ ଆଇପିଏସ୍‌ ଅଫିସର ହେଲେ ୯ ବର୍ଷର ବାଳକ, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଲକ୍ଷ୍ନୌ,୨୭ା୬: ବାରାଣସୀର ଜଣେ ୯ ବର୍ଷର ନାବାଳକ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରଣବୀର ଭାରତୀ ନାମକ କୁନି ବାଳକଙ୍କ ଇଚ୍ଛା ଥିଲା, ସେ ଦିନେ ଆଇପିଏସ୍‌...

ଭାଜପା ଆସନ କମିବାର ‘ଅସଲ’ କାରଣ ଧରିଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୨୭।୬: ଲୋକ ସଭା ନିର୍ବାଚନ ଭାଜପାକୁ ଖରାପ ଥରାଇ ଦେଇଛି। ଏହାର କାରଣ ହେଉଛି ୩୭୦ଟି ଆସନ ଜିତିବାର ଆଲୋଚନା ହୋଇଥିଲା, କିନ୍ତୁ ନିର୍ବାଚନରେ ଦଳର ରଥ କେବଳ ୨୪୦ଟି ଆସନରେ ଅଟକି ଯାଇଥିଲା। ସଂଖ୍ୟାଗରିଷ୍ଠତା ନ ପାଇ ଭାଜପା...

ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବିଗିଡିଲା ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ,୨୭।୬: ଭେଟେରାନ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥତା ହେତୁ ତାଙ୍କୁ ୨୬ ଜୁନ ରାତିରେ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନା ଅନୁଯାୟୀ,...

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମାଡାମ ପ୍ରେସିଡେଣ୍ଟ

ନୂଆଦିଲ୍ଲୀ,୨୭।୬:ସଂସଦର ମିଳିତ ଅଧିବେଶନକୁ ଗୁରୁବାର ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକ ସଭା ଏବଂ ୨୬୪ ତମ ରାଜ୍ୟ ସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିବେ ରାଷ୍ଟ୍ରପତି। ନିଜର ଉଦବୋଧନ ବେଳେ ନୂଆ ସରକାରର ନୀତି, ଯୋଜନା...

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୭।୬: ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟରେ BJP ସରକାର ଶପଥ ନେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ...

ଚାଇନା ମାଟିରୁ ଭାରତର ଗୁଣଗାନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୬: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ...

ନାବାଳିକାଙ୍କୁ ବଳାତ୍କାର କରି ଫସିଲେ ଭାଜପା ନେତା: ଧରିଲା ପୋଲିସ

ନୂଆଦିଲ୍ଲୀ,୨୬ା୬: ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ୧୩ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଭାଜପା ନେତା ଆଦିତ୍ୟରାଜ ସାଇନି ଗିରଫ ହୋଇଛନ୍ତି। ଗିରଫଦାରି ପରେ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଛି। ଏଥିସହ ଓବିସି ପଛୁଆ ବର୍ଗ କମିଶନ...

ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ ସଭା ସଚିବାଳୟର ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ବିରୋଧୀ ଦଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri