ଜାତୀୟ

ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’: ରୋଗୀଙ୍କ ସେବା କରୁଛନ୍ତି ୯ ମାସର ଗର୍ଭବତୀ ନର୍ସ

ଶିବାମୁଗ୍ଗା,୧୨।୫: ମେ’ ୧୨ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ନର୍ସେସ୍‌ ଡେ’। ଏବେ ସାରା ବିଶ୍ୱ ଏହି କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରୁଛନ୍ତି। ସାରା ବିଶ୍ୱରେ କରୋନା ମହାମାରୀ ଏବେ ତାଣ୍ଡବ ରଚି ଚାଲିଥିବା ବେଳେ ନର୍ସମାନେ ସାଜିଛନ୍ତି ଆଗ ଧାଡିର...

କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’ ୪ରେ ମ୍ୟୁନିସିପାଲ କର୍ପୋରେଶନ ଅଫ୍‌ ଦିଲ୍ଲୀ(ଏମ୍‌ସିଡି)ସ୍କୁଲରେ କାମ କରୁଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ...

ପୋଲିସ ଏସ୍‌ଆଇଙ୍କ ସିଙ୍ଘମ୍‌ ଷ୍ଟାଇଲ୍‌ ପଡ଼ିଲା ମହଙ୍ଗା: ଗଣିଲେ ୫,୦୦୦ ଜରିମାନା

ଭୋପାଳ,୧୨।୫: ମଧ୍ୟପ୍ରଦେଶ ଦମୋହ ଜିଲାରେ ଜଣେ ପୋଲିସ ଏସ୍‌ଆଇଙ୍କୁ ସିଙ୍ଘମ୍‌ ଷ୍ଟାଇଲ୍‌ରେ ଭିଡ଼ଓ ଶୁଟିଂ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ଏସ୍‌ଆଇଙ୍କ ଉପରେ ୫,୦୦୦ଟଙ୍କା ଜରିମାନ ଦଣ୍ଡାଦେଶ କରାଯାଇଛି। ସ୍ଥାନୀୟ ନରସିଂହଗଡ଼ ପୋଲିସ ଥାନାରେ...

କରୋନା ଯୁଦ୍ଧରେ ବିଜୟୀ ହେଲେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ,୧୨।୫: ହିମାଚଳ ପ୍ରଦେଶରେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଏସ୍‌ ଜସଓ୍ବାଲ କରୋନା ଯୁଦ୍ଧରେ ବିଜୟୀ ହୋଇ କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ସାହାସ ଯୋଗାଇଛନ୍ତି। ଏପ୍ରିଲ ୨୭ରେ ସେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ତାଙ୍କୁ...

କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ

ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା ଘଟଣା। କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ ଦେଖାଦେଉଛି। ସଂକ୍ରମିତଙ୍କ...

ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଉପଗ୍ରହ ଦ୍ୱାରା ପ୍ରେରଣ କରାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଏହି...

ପ୍ରଥମେ ଥାଳି, ତା’ପରେ ଦୀପ ଆଉ ଏବେ…

ନୂଆଦିଲ୍ଲୀ,୧୨।୫: ଦେଶରେ ପୁଣି ଥରେ ବଢିବ କି ଲକ୍‌ଡାଉନ? ଲକ୍‌ଡାଉନ ୪.୦କୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଖରାପ ହେଉଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ...

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ମନମୋହନ

ନୂଆଦିଲ୍ଲୀ,୧୨।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଛି। ସୂଚନାଯୋଗ୍ୟ, ରବିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି କିଛି...

ଅପରେଶନ୍‌ ସମୁଦ୍ର ସେତୁ : ୨୦୨ ପ୍ରବାସୀଙ୍କୁ ନେଇ ଆଇଏନ୍‌ଏସ୍‌ ମଗର ସନ୍ଧ୍ୟାରେ କୋଚିରେ ପହଞ୍ଚିବ

ନୂଆଦିଲ୍ଲୀ,୧୨।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌...

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ କରାଯାଉଛି କି ଏହି ସମୟରେ ମୋଦି ଲକ୍‌ଡାଉନ ଅବଧି ବୃଦ୍ଧି, ଲକ୍‌ଡାଉନ ସମୟର...

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି ଲଶ୍କର-ଇ-ତୋଏବା

ଶ୍ରୀନଗର,୧୨।୫: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି। ଦାଉଦ୍‌ଙ୍କୁ ମେ ୧୦ରେ ଇସଲାମାବାଦ୍‌ ସ୍ଥିତ ନିଜ ଫାର୍ମ ହାଉସ୍‌ରେ ଦେଖିବାକୁ ମିଳିଛି। ଲଶ୍ମର ନେତାଙ୍କୁ...

କୋମାରେ ଅଜିତ୍‌ ଯୋଗୀ: ଜାରି ରହିଛି ମ୍ୟୁଜିକ ଥେରାପି

ରାୟପୁର,୧୨।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ଦୀର୍ଘ ୭୦ ଘଣ୍ଟା ଧରି କୋମାରେ ରହିଛନ୍ତି। ରାୟପୁରସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ବ୍ରେନ୍‌କୁ ଆକ୍ଟିଭ୍‌ କରିବା ପାଇଁ ମ୍ୟୁଜିକ୍‌ ଥେରାପିର ସାହାରା ନିଆଯାଉଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri