ଜାତୀୟ

ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା...

ବାଚସ୍ପତି ପଦ ସମ୍ଭାଳିବା ପରେ ପରେ ଜରୁରୀକାଳୀନ ସ୍ଥିତି -ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇଲେ ବିର୍ଲା, ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦ ସମ୍ଭାଳିବା ପରେ ଓମ୍‌ ବିର୍ଲା ଜରୁରୀକାଳୀନ ପରିସ୍ଥିତି ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବୟାନ ଦେଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି। ବିଶେଷକରି ବିରୋଧୀ ଦଳର ଏମ୍‌ପିମାନେ ଏହାକୁ ଦୃଢ଼...

ଦେଶରେ ବଢିଚାଲିଛି ପ୍ରଶ୍ନପତ୍ର ପ୍ରଘଟ ମାମଲା; ଜାଣନ୍ତୁ ଓଡ଼ିଶାରେ କେତେଥର ଏମିତି ହୋଇଛି

ନୂଆଦିଲ୍ଲୀ,୨୬।୬: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶରେ ବିବାଦ ଘନେଇଥିବା ବେଳେ ୨୦୧୯ ପରଠାରୁ ବର୍ତମାନ ପର୍ଯ୍ୟନ୍ତ ଭାରତର ୧୯ ରାଜ୍ୟରେ ୬୫ ଥର ପ୍ରଶ୍ନପତ୍ର ପ୍ରଘଟ ହେଲାଣି। ବୁଧବାର ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ଏହି...

କଡ଼ା ନିୟମ: ପାର୍ଲାମେଣ୍ଟରେ ଏମ୍‌ପିମାନେ ବ୍ୟବହାର କରିପାରିବେନି ଏସବୁ ଶବ୍ଦ, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୬ା୬: ଭାରତରେ ଲୋକ ସଭା ନିର୍ବାଚନ ଫଳାଫଳ ପରେ ୧୮ ତମ ଲୋକ ସଭା ଗଠନ କରାଯାଇଛି। ଦ୍ୱିତୀୟ ଦିନରେ ଘଟିଥିବା ଏକ ଘଟଣା ବହୁ ଚର୍ଚ୍ଚିତ। ବାସ୍ତବରେ ହାଇଦ୍ରାବାଦ ଏମ୍‌ପି ଅସ୍‌ଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ଶପଥ ଗ୍ରହଣ...

କେଜ୍‌ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍‌କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ...

ପୋଲିସ ଡରରେ ଛଦ୍ମବେଶ ହୋଇ ବୁଲୁଥିଲେ ମୋଦି, ନାଁ ରଖୁଥିଲେ ଭିନ୍ନଭିନ୍ନ

ନୂଆଦିଲ୍ଲୀ,୨୬।୬: ଏମରଜେନ୍ସକୁ ୪୯ବର୍ଷ ପୁରିଛି। ତେବେ ଏହାକୁ ନେଇ ବିରୋଧୀଙ୍କୁ ଆକ୍ରାମଣତ୍ମକ ଭାବରେ ହମଲା କରୁଛି ଏନଡିଏ। ଏମରଜେନ୍ସି ଲାଗୁ ହେବା ପରେ ଏହାକୁ ବିରୋଧ କରୁଥିବା ନେତାଙ୍କୁ ୨ବର୍ଷ ଯାଏଁ ବନ୍ଦୀ ରଖାଗଲା। ତେବେ ଜରୁରୀକାଳୀନ ପରିସ୍ଥିତିକୁ ଘୋର...

ଏକାସାଙ୍ଗରେ ୩ ବଡ଼ ରେକର୍ଡ ହାସଲ କଲେ ବାଚସ୍ପତି ଓମ ବିର୍ଲା: ଗୋଟିଏ ରେକର୍ଡ ଭାଙ୍ଗିବା ଅସମ୍ଭବ

ଜୟପୁର,୨୬।୬: ଲୋକ ସଭାର ନୂତନ ବାଚସ୍ପତି ଭାବରେ ଓମ ବିର୍ଲା ପୁଣି ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ଗୃହର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭାର ବାଚସ୍ପତି ପଦ ପାଇଁ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ,...

ହଠାତ୍‌ ଥରେ ଏହି ମହିଳାଙ୍କୁ ଫୋନ୍‌ କରିଥିଲେ ଅବଦୁଲ୍‌ କଲାମ୍‌: ଏବେ ହେଲା ଖୁଲାସା

ନୂଆଦିଲ୍ଲୀ,୨୬।୬: ଲେଖକ, ସାମାଜିକ କର୍ମୀ ତଥା ରାଜ୍ୟ ସଭା ସଦସ୍ୟ ସୁଧା ମୁର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି। ୨୦୦୬ରେ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ହାତରୁ ପଦ୍ମଶ୍ରୀ ନେବା ବେଳର ଫଟୋ ଶେୟାର କରି ସେ କହିଛନ୍ତି, ସେ ଥରେ...

ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ

ଶିମ୍‌ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି।...

ବାଚସ୍ପତି ପରେ ଏବେ ଉପବାଚସ୍ପତି ହେବେ କିଏ? ଏନଡିଏ ଦେବ ବିରୋଧୀଙ୍କୁ ଚାନ୍ସ…

ନୂଆଦିଲ୍ଲୀ,୨୬।୬:ଭାଜପା ଏମପି ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ବାଚସ୍ପତିି ହୋଇ ବଳରାମ ଜାଖର ଜିଏମ ବାଲାୟୋଗୀ ଏବଂ ପିଏ ସାଙ୍ଗମା ତାଲିକାରେ ଯୋଗ ଦେଇଛନ୍ତି।...

କହୁ କହୁ ଏମିତି କହିଦେଲେ କେଜ୍‌ରିଓ୍ବାଲ୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୬।୬:ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ଉପରେ ମୁଖ୍ୟମନ୍ତ୍ରୀ ସ୍ତ୍ରୀ ସୁନୀତା କେଜ୍‌ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍‌ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ...

‘ଓଓ୍ବାଇସିଙ୍କ ଜିଭ କାଟି ଆଣିଲେ ଉପହାର ଦେବି’ 

ନୂଆଦିଲ୍ଲୀ,୨୬।୬: ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଭାଜପା ବିଧାୟକ  ନୀତେଶ ରାଣେ। ଯଦି କେହି ଓଓ୍ବାଇସିଙ୍କର ଜିଭକୁ କାଟି ଆଣିବ ତେବେ ସେ ତାଙ୍କୁ ଉପହାର ଦେବେ ବୋଲି ସେ କହିଛନ୍ତି। ମଙ୍ଗଳବାର ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri