ଜାତୀୟ

କଷଟି ପଥରରେ ସଂଘୀୟ ସହଯୋଗିତା

ନୂଆଦିଲ୍ଲୀ,୭ା୫: ମହାମାରୀ କରୋନାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଅଦ୍ୟାବଧି ୧୧୨ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଥିବା ଏହି ଘାତକ ଭୂତାଣୁ ୩.୫ ନିୟୁତ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଆକ୍ରାନ୍ତଙ୍କ ମଧ୍ୟରୁ ୩୩% ଆମେରିକାର ହୋଇଥିବାବେଳେ ୟୁରୋପରେ ୪୨%...

ଲକ୍‌ଡାଉନ ୩.୦: ଖୁବ୍‌ଶୀଘ୍ର ଆରମ୍ଭ ହେବ ସର୍ବସାଧାରଣ ପରିବହନ; ନୀତୀନ

ନୂଆଦିଲ୍ଲୀ,୬।୫: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ମାର୍ଚ୍ଚ ୧୭ଯାଏଁ ଏହି ଲକ୍‌ଡାଉନର ଅବଧିକୁ ବୃଦ୍ଧି କରାଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାନରେ କେତେକ କଟକଣାକୁ କୋହଳ କରାଯାଇଛି। ଏହିକ୍ରମରେ ଯାତାୟାତ ପାଇଁ ଖୁବ୍‌ଶୀଘ୍ର ସର୍ବସାଧାରଣ...

ଦିଲ୍ଲୀ ମରକଜରେ ସାମିଲ ହୋଇଥିବା ହଜାରେ କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଘି ଜମାତ ସହ ଜଡ଼ିତ ଥିବା ଲୋକଙ୍କୁ ନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତବଲିଘି ଜମାତ ସହ ଜଡ଼ିତ ଥିବା ପ୍ରାୟ ୧ହଜାର କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା ନେଇ...

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ପଡ଼ିବ ମହଙ୍ଗା: ୭ ବର୍ଷ ଜେଲ୍‌, ୫ଲକ୍ଷ ଜରିମାନା

ଲକ୍ଷ୍ନୌ,୬।୫: କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଉତ୍ତରପ୍ରଦେଶ ଜନସ୍ବାସ୍ଥ୍ୟ ଏବଂ ମହାମାରୀ ରୋଗ ନିୟନ୍ତ୍ରଣ ଅଧ୍ୟାଦେଶ-୨୦୨୦କୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ ଲଗାଯାଇଛନ୍ତି। କେତେକ ସ୍ଥାନରେ ବରକନ୍ୟା ଭିଡିଓ କନ୍‌ଫରେନ୍ସିଂ ବିବାହ କରୁଥିବା ବେଳେ ଆଉ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନିହତ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାର ବେଗପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନାଇକୁ ନିହତ ହୋଇଛନ୍ତି। ସେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘଦନ ଧରି ସୁରକ୍ଷାକର୍ମୀ ରିୟାଜ୍‌ଙ୍କୁ ଖୋଜୁଥିଲେ। ମଙ୍ଗଳବାରଠାରୁ ଏଠାରେ ଅପରେଶନ...

୩୯ କୋଟି ଲୋକଙ୍କୁ ପ୍ରଦାନ କରାଯାଇଛି ୩୪,୮୦୦ କୋଟିର ପିଏମ୍‌ଜିକେପି ସହାୟତା

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କକରାଯାଉଛି। ମେ ୫ ସୁଦ୍ଧା ଦେଶର ୩୯ କୋଟି ଲୋକଙ୍କୁ ୩୪,୮୦୦ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ...

ମେ ୧୭ ପରେ ସରକାରଙ୍କ କରୋନା ରଣନୀତି ନେଇ ପ୍ରଶ୍ନ କଲେ ସୋନିଆ

ନୂଆଦିଲ୍ଲୀ,୬।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ସମୟ ସୀମାକୁ ମେ ୧୭ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃଦ୍ଧି କରିଛନ୍ତି। ତେବେ ଏହାପରେ ସରକାରଙ୍କ କରୋନା ରଣନୀତି କିଭଳି ରହିବ ସେନେଇ କଂଗ୍ରେସ...

୩୦ଟି କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ୩୦ଟି ପ୍ରତିଷେଧକ ଟୀକାର ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି। ଏସବୁର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। କିଛି...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୯ ହଜାର

ନୂଆଦିଲ୍ଲୀ,୬।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୧,୬୯୪ ଛୁଇଁଛି। ବର୍ତ୍ତମାନ ସୁଦ୍ଧା...

ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍‌ ଲୋକ

ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍‌ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି ବୋଲି ନ୍ୟାଶନାଲ ସାମ୍ପଲ୍‌ ସର୍ଭେ(ଏନଏସ୍‌ଏସ୍‌) ସ୍ବାସ୍ଥ୍ୟ ସେବା ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri