ଜାତୀୟ

ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୩୯ମୁଣ୍ଡ ନେଲାଣି କରୋନା

ମୁମ୍ବାଇ,୫।୬: ଦେଶବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟାରେ ମହାରାଷ୍ଟରେ ୨୪୩୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ...

ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ

ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍‌ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ ଆଣ୍ଠୁରେ ଚାପିଦେଇଥିଲେ। ଫଳରେ ଅଣନିଃଶ୍ୱାସୀ ହୋଇ ଜର୍ଜଙ୍କ ମୃତ୍ୟୁ ହୋଇଥିଲା। ତେବେ ଆମେରିକା...

ବିଚ୍‌ ରାସ୍ତାରେ ଅଧିକାରୀଙ୍କୁ ଚପଲରେ ପିଟିଲେ ଭାଜପା ନେତ୍ରୀ

ଚଣ୍ଡିଗଡ଼,୫।୬: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଚଳିତ ଥର ମଧ୍ୟ ସେ ଏଭଳି ଏକ କାମ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଛି। ହରିୟାଣା ହିସାରର ଆଦମପୁର ବିଧାନସଭା...

ବାତ୍ୟା ନିସର୍ଗ: ରାଇଗଡ ପାଇଁ ଶହେ କୋଟି ଟଙ୍କା ଘୋଷଣା କଲେ ଠାକରେ

ମୁମ୍ବାଇ,୫।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବାତ୍ୟା ନିସର୍ଗରେ ରାଇଗଡରେ ହୋଇଥିବା କ୍ଷୟକ୍ଷତି ପାଇଁ ଜରୁରୀକାଳୀନ ୧୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି। ଏହାସହ ନିସର୍ଗ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ଠାକରେ ନିର୍ଦ୍ଦେଶ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୫ ଦିନ ମଧ୍ୟରେ ଘରେ ପହଞ୍ଚିବେ ସମସ୍ତ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୫।୬: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡାକୁ ନେଇ ସୁପ୍ରିକୋର୍ଟରେ ଶୁକ୍ରବାର ଶୁଣାଣି କରାଯାଇଛି। କୋର୍ଟ କହିଛନ୍ତି ରାଜ୍ୟ ବାହାରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୧୫ ଦିନ ସମୟ ଦିଆଯିବ। ଏହାସହ...

ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ପାରନ୍ତି ମୋଦି

ନୂଆଦିଲ୍ଲୀ,୫।୬: ଜୁନ୍‌ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏହା ପୂର୍ବରୁ ଶୁକ୍ରବାର ଅନ୍ତରାଷ୍ଟ୍ରୀୟ ଭିଡିଓ ବ୍ଲଗ ପ୍ରତିଯୋଗୀତା ‘ମାଇଁ ଲାଇଫ ମାଇଁ ୟୋଗା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ...

କଂଗ୍ରେସରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଖଡଗେ

ନୂଆଦିଲ୍ଲୀ,୫।୬: ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଶୁକ୍ରବାର କଂଗ୍ରେସ ଦଳ ପକ୍ଷରୁ କର୍ନାଟକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ରାଜ୍ୟ ସଭା...

ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୬: ଘରୋଇ ହସ୍ପିଟାଲରେ କୋଭିଡ-୧୯ର ଚିକିତ୍ସା ପାଇଁ ଦର ନିର୍ଦ୍ଧାରଣକୁ ନେଇ କରାଯାଇଥିବା ଆବେଦନର ଶୁଣାଣି ଶୁକ୍ରବାର ସୁପ୍ରିମେକୋର୍ଟ କରିଛନ୍ତି। କୋର୍ଟ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଘରୋଇ ହସ୍ପିଟାଲରେ କୋଭିଡ-୧୯ର ଚିକିତ୍ସା ପାଇଁ ଫି ଧାର୍ଯ୍ୟ...

କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଅହମଦାବାଦ,୫।୬: ଗୁଜରାଟରେ ରାଜ୍ୟ ସଭା ନିର୍ବାଚନ ଘୋଷଣା ହେବା ପରେ ଏବେ କଂଗ୍ରେସ ଦଳର ବିଧାୟକଙ୍କ ଇସ୍ତଫା ଦେବା ଜାରି ରହିଛି। ଗୁଜରାଟରେ ଏବେ ପର୍ଯ୍ୟନ୍ତ ପ୍ରାୟ ୮ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇ ସାରିଲେଣି। ଗୋଟିଏ ଦିନ...

ତିନି ଦିନ ପରେ ଖୋଲିବ ମନ୍ଦିର

ଲକ୍ଷ୍ନୌ,୫।୬: ଏବେ ଲକ୍‌ଡାଉନ ନିୟମରେ କୋହଳ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଜୁନ୍‌ ୮ରେ ସମସ୍ତ ମନ୍ଦିର ପୁଣିଥରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯିବ। ଉତ୍ତରପ୍ରଦେଶରେ ଧାର୍ମିକ ଅନୁଷ୍ଠାନ, ହୋଟେଲ, ରେସ୍ତୋରାଁ, ଶପିଙ୍ଗ ମଲ, ହସ୍ପିଟାଲିଟି ସର୍ଭିସ ଆଦି ଜୁନ୍‌ ୮ରୁ...

ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ପହଞ୍ଚାଇଲେ ଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ,୫।୬: ଚଳନ୍ତା ଟ୍ରେନ୍‌ରେ ୪ ମାସର ଶିଶୁ ପାଇଁ କ୍ଷୀର ଆଣି ଦେଇଥିବା ଜଣେ ଆର୍‌ପିଏଫ୍‌ ଯବାନଙ୍କର ସବୁଠି ପ୍ରଶଂସା କରାଯାଉଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବେ ଅଜସ୍ର ବାଃ ବାଃ ସାଉଁଟୁଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ...

ଏହି ବ୍ଲଡ ଗ୍ରୁପର ଲୋକଙ୍କୁ କରୋନା ଭୟ ଅଧିକ: ନିଶ୍ୱାସ ନେବାରେ ହୋଇଥାଏ ଅସୁବିଧା !

ନୂଆଦିଲ୍ଲୀ,୫।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ବିଶ୍ୱରେ ୬୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଆଉ ଏହି ମହାମାରୀରେ ଏବେସୁଦ୍ଧା ସାରା ବିଶ୍ୱରେ ୩ ଲକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri