ଜାତୀୟ

କେ. ସୁରେଶ କିଏ? କାହିଁକି ବାଚସ୍ପତି ପ୍ରାର୍ଥୀ ପାଇଁ ଚୟନ କଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ, ୨୫।୬: ୧୮ତମ ଲୋକସଭାର ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ମତଭେଦ ହୋଇଛି । ଯାହାଫଳରେ ଏନ୍‌ଡିଏ ସମର୍ଥନରେ ଓମ୍‌ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ କେ....

ଏନଡିଏକୁ ବିରୋଧୀଦଳର ଡବଲ ଝଟକା, ବାଚସ୍ପତି ପରେ ଏବେ ଉପବାଚସ୍ପତି ପଦ ପାଇଁ ବି ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬: ଲୋକ ସଭାରେ ବାଚସ୍ପତି ତଥା ଉପବାଚସ୍ପତି ପଦ ପାଇଁ ଏନଡିଏ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ବିବାଦ ଜାରି ରହିଛି। ଇଣ୍ଡିଆ ଆଲାଇନ୍ସ ବର୍ତ୍ତମାନ ଏନଡିଏକୁ କଡ଼ା ମୁକାବିଲା କରିବାକୁ ପ୍ରସ୍ତୁତ। ବାଚସ୍ପତି ପଦ ପାଇଁ ପ୍ରାର୍ଥୀ...

ଲୋକ ସଭା ବାଚସ୍ପତି ପାଆନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୨୫।୬: ଲୋକ ସଭା ବାଚସ୍ପତି ପଦ ପାଇଁ ବୁଧବାର ର୍ବସମ୍ମତି କ୍ରମେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବିରୋଧୀଦଳ ପକ୍ଷରୁ କେ ସୁରେଶ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ...

ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ

ଅମରାବତୀ,୨୫।୬: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ମୁଖ୍ୟ ପୱନ କଲ୍ୟାଣ ବିଜୟ ପରେ ଆଜି (ଜୁନ ୨୫) ଉପବାସ ଆରମ୍ଭ କରିଛନ୍ତି। ପୱନ କଲ୍ୟାଣ ବରାହୀ ଉମ୍ମାୱରୀ ଦିକ୍ଷା ପାଇଁ ଅମରାବତୀ ଯାଇଛନ୍ତି। ଡେପୁଟି ସିଏମ ପୱନ କଲ୍ୟାଣ ୧୧...

ରାଜ୍ୟ ସଭା ପାଇଁ ବଡ଼ ନିଷ୍ପତ୍ତି ନେଲା ଏଏପି: ରାଘବ, ସଞ୍ଜୟଙ୍କୁ ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୫।୬: ସୋମବାରଠାରୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଜାରି ରହିଛି। ଅଧିବେଶନର ପ୍ରଥମ ଦୁଇ ଦିନରେ ଏମ୍‌ପିମାନଙ୍କୁ ଲୋକ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରାଯାଉଛି। ବୁଧବାର ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ...

ଆଉ ମିଳିବନି ବ୍ରିଟାନିଆ ବିସ୍କୁଟ!

କୋଲକାତା,୨୫।୬: ପଶ୍ଚିମବଙ୍ଗରୁ ଟାଟା ନାନୋଙ୍କୁ ହଟାଇ କ୍ଷମତା ପ୍ରତିଷ୍ଠା କରିଥିବା ମମତା ବାନାର୍ଜୀ ରାଜ୍ୟ ବ୍ୟବସାୟ ପାଇଁ ଅନୁକୂଳ ମନେ ହେଉନାହିଁ। ନାନୋ ସମ୍ବନ୍ଧରେ ସିଙ୍ଗୁରରେ ଏତେ ବଡ ଆନ୍ଦୋଳନ ହୋଇଥିଲା ଯେ ମମତା ବାନାର୍ଜୀ କେବଳ ରାଜ୍ୟରେ ନୁହେଁ...

ରାହୁଲ କହିଲେ ଆମକୁ ଦିଅ ଉପ-ବାଚସ୍ପତି, ହେଲେ ଛିଣ୍ଡିଲାନି ଅଙ୍କ

ନୂଆଦିଲ୍ଲୀ, ୨୫।୬: ଲୋକସଭା ବାଚସ୍ପତି ଚୟନକୁ ନେଇ ରଜନୈତିକ ମହଲରେ ଥିବା ସସପେନ୍ସ ଏବଂ ଡ୍ରାମା ମଧ୍ୟରେ ଏନଡିଏ ପକ୍ଷରୁ ଓମ ର୍ବିଲା ଲୋକସଭାର ନୂତନ ବାଚସ୍ପତି ହେବେ। ସେ ଏନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କିନ୍ତୁ ବିରୋଧୀ...

ଇତିହାସରେ ପ୍ରଥମଥର: ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୫।୬: ଲୋକ ସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନ ପାରିବା ପରେ ବିରୋଧୀଦଳ ଏହାର ପ୍ରାର୍ଥୀ ଘୋଷଣା କରିଛନ୍ତି। କେ ସୁରେଶ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଓମ ବିର୍ଲା ଏନଡିଏ...

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ଓମ୍‌ ବିର୍ଲା, ସମର୍ଥନ ଦେଲେନି ବିରୋଧୀ

ନୂଆଦିଲ୍ଲୀ, ୨୫।୬: ୧୮ ତମ ଲୋକ ସଭା ଅଧିବେଶନ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ବାଚସ୍ପତି ପଦ ପାଇଁ ନାମଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା । ଶାସକ ଦଳ ବିରୋଧୀଙ୍କ ସହ ତାଙ୍କ ନାମକୁ...

ବାଚସ୍ପତି ରେସ୍‌: ଓମ ବିର୍ଲାଙ୍କୁ ଟକ୍କର ଦେବେ ସୁରେଶ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟ ଲୋକ ସଭା ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ଦେଇଛନ୍ତି। କେ ସୁରେଶ ବିରୋଧୀ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହିତ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)ପ୍ରାର୍ଥୀ...

ଇନ୍‌ଭର୍ଟରରୁ ଲାଗିଲା ନିଆଁ, ମା-ବାପା ସମେତ ଦୁଇ ଝିଅ ମୃତ

ନୂଆଦିଲ୍ଲୀ, ୨୫।୬: ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗର ଅଞ୍ଚଳର ଏକ ଘରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ମା-ବାପା ଦୁଇଜଣଙ୍କ ସହ ଦୁଇ ଝିଅଙ୍କର ମୃତ୍ୟୁ...

ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୫।୬: ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ଆଜି ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦିନ ୧୨ ସୁଦ୍ଧା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ପୁଣି ଥରେ ଓମ ବିର୍ଲା ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri