ଜାତୀୟ

‘ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କର’

ନୂଆଦିଲ୍ଲୀ,୧୭।୪(ପି.ଟି.): ଲକ୍‌ଡାଉନ ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କୌଣସି ସ୍ଥାନରେ ୫ କିମ୍ବା ତାହାଠାରୁ...

ଜମାତ ନେତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା

ନୂଆଦିଲ୍ଲୀ,୧୭।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ତବ୍‌ଲିଘି ଜମାତ ନେତା ମୌଲାନା ସାଦ୍‌ କାନ୍ଦାଲ୍‌ଭି, ଟ୍ରଷ୍ଟ ସଦସ୍ୟଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସର ଏଫ୍‌ଆଇଆର୍‌କୁ ଆଧାର କରି ଏଭଳି କରାଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି...

୫୩ ଦେଶରେ ୩୩୩୬ ଭାରତୀୟଙ୍କୁ କରୋନା

ନୂଆଦିଲ୍ଲୀ,୧୭।୪: ୫୩ ଦେଶରେ ମୋଟ ୩୩୩୬ ଜଣ ଭାରତୀୟ କରୋନାରେ ସଂକ୍ରମିତ ହୋଇଥିବାବେଳେ ୨୫ ଜଣଙ୍କ ମୃତ୍ୟୁ ହେଲାଣି। ବିଦେଶରେ ଅଟକିଥିବା ଭାରତୀୟଙ୍କୁ ଧୈର୍ଯ୍ୟ ରଖିବା ଲାଗି ସରକାର ପରାମର୍ଶ ଦେଇଛନ୍ତି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ବୃହତ୍ତର...

ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଜପା ଶାସିତ ରାଜ୍ୟ...

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ ୧୧ କରୋନା ସଂକ୍ରମିତ

ପୋର୍ଟ ବ୍ଲେୟାର,୧୬।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣାମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା। ଏଠାରେ ପ୍ରଥମେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ...

୩୨୫ ଜିଲାରେ ହୋଇନାହିଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରି ସାରିଲାଣି। ହେଲେ ଦେଶର ପ୍ରାୟ ୩୨୫ ଜିଲାରେ କେହି ଜଣେ କରୋନା ସଂକ୍ରମିତ ନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର...

ମାସ୍କ ପିନ୍ଧି, ସାନିଟାଇଜର ଲଗାଇ କଲେ ବିବାହ

ପାଟନା,୧୬।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ମେ’ ୩ ପର୍ଯ୍ୟନ୍ତ ଚାଲିଥିବା ଲକ୍‌ଡାଉନକୁ ଦେଖି ଅନେକ ଲୋକ ସେମାନଙ୍କ ବିବାହ ତାରିଖରେ ପରିବର୍ତ୍ତନ କରୁଥିବା ଦେଖାଯାଇଛି। ହେଲେ ବିହାରର ନଓ୍ବାଦା ଜିଲାରେ ଏକ ବିବାହ ତାରିଖକୁ ଥରେ ଘୁଞ୍ଚାଇ...

ସୁରକ୍ଷିତ ନୁହେଁ ‘ଜୁମ୍‌’ ଆପ

ନୂଆଦିଲ୍ଲୀ,୧୬।୪: କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପରସ୍ପର ସହ ସମ୍ପର୍କ ରଖିବାକୁ ଲୋକେ ଭିଡିଓ କଲିଂ ବା କନଫରେନ୍ସିଂର ସହାୟତା ନେଇଛନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଓ୍ବାର୍କ ଫ୍ରମ ହୋମ କରୁଥିବାରୁ...

ମହାରାଷ୍ଟ୍ରରେ ୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ମୁମ୍ବାଇ,୧୬।୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବଦିନ ଅପେକ୍ଷା ଏହା ସାମନ୍ୟ କମ ବୋଲି କୁହାଯାଉଛି। ତେବେ ଏମାନଙ୍କ ମଧ୍ୟରୁ ୧୦୭ ଜଣ କେବଳ ମୁମ୍ବାଇର ବୋଲି ଜଣାପଡିଛି। ଏହାକୁ...

କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ ଏକ ନୂଆ ପ୍ରକାରର ଉପକରଣ ନିର୍ମାଣ କରାଯାଇଛି। ଏହି...

ଦିଲ୍ଲୀରୁ ଆସିଲା ଖୁସି ଖବର: ଦେଶରେ କମୁଛି ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ନେଇ ଭାରତରେ କିଛି ଦିନ ଧରି ଆତଙ୍କ ଜାରି ରହିଛି। ତେବେ ଏବେ ଦିଲ୍ଲୀରୁ ଖୁସି ଖବର ଆସିଛି। ଜୋନ୍ସ୍‌ ହପ୍‌କିନ୍ସ୍‌ ବିଶ୍ୱ ବିଦ୍ୟାଳୟର କରୋନା ଡାଟାବେସ୍‌ ଅନୁସାରେ ୧୦,୦୦୦ରୁ ଅଧିକ ସଂକ୍ରମିତ ଥିବା ୨୩...

କରୋନା ଭାଇରସର ସମାଧାନ ନୁହେଁ ଲକ୍‌ଡାଉନ, ଏହା ଏକ ପଜ୍‌ ବଟନ ଚାଲୁ କଲେ ପୁଣି ବ୍ୟାପିବ: ରାହୁଲ

ନୂଆଦିଲ୍ଲୀ,୧୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏହି ଅବସରରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ସତ। ମୋଦିଙ୍କ ଅନେକ ଗୁଡିଏ କଥାରେ ରାହୁଲ ସହମତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri