ଜାତୀୟ

ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍‌

ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍‌ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି କୁଷିନଗର ଏମ୍‌ପିଙ୍କ କହିବା ଅନୁଯାୟୀ, ନେପାଳ ସୀମା ତାଙ୍କ ଜିଲାକୁ...

୨୦ ପରେ କ’ଣ କରିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃଷକ ଓ ଦିନ ମଜୁରିଆମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରେ କେଉଁସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଓ କ’ଣ କରିବାକୁ ବାରଣ କରାଯାଇଛି, ତା’ର ଏକ ତାଲିକା କେନ୍ଦ୍ର...

ଆସାମକୁ ୫୦ହଜାର ପିପିଇ କିଟ୍‌ ପଠାଇଲା ଚାଇନା

ଗୁଆହାଟୀ,୧୬।୪(ପି.ଟି.): କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟ ପ୍ରଥମ ଥର ପାଇଁ ପିପିଇ କିଟ୍‌ ଆମଦାନୀ...

ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲା ତାଲିକାରେ ଖୋର୍ଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୧୬ା୪: ଭାରତର ୧୭୦ଟି ଜିଲାକୁ କରୋନା ହଟ୍‌ସ୍ପଟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ଖୋର୍ଦ୍ଧା ଜିଲା। ଏଥିସହିତ ୨୦୭ଟି ଜିଲାକୁ ଅଣହଟ୍‌ସ୍ପଟ ତାଲିକାରେ ରଖାଯାଇଛି। ଅଣହଟ୍‌ସ୍ପଟ ଜିଲା ମଧ୍ୟରେ ଓଡ଼ିଶାର ୭ଟି...

ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ସବୁ ଲୋକ ଆଗକୁ ଘୁଞ୍ଚାଇ ଦେଉଥିବା ବେଳେ ଆଉ...

କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତର, ପୋଲିସ ଉପରେ ପଥରମାଡ଼

ମୁରାଦାବାଦ,୧୫ା୪: ଉତ୍ତରପ୍ରଦେଶର ମୁରାଦାବାଦ ଜିଲାରେ ଡାକ୍ତରୀ ଦଳର ଏକ୍‌ ଟିମ୍‌କୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ମୁରାଦାବାଦର ନାଗଫଣୀ ଥାନା ଅନ୍ତର୍ଗତ ହାଜି ନେକ ମସ୍‌ଜିଦ୍‌ ନିକଟସ୍ଥ ଅଞ୍ଚଳକୁ କରୋନା ଯାଞ୍ଚ ପାଇଁ ଯାଇଥିବା ଏକ ଡାକ୍ତରୀ...

ଭାରତରେ ୧୧ହଜାରରୁ ଊର୍ଦ୍ଧ୍ୱ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫।୪: ଦେଶରେ ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାରରୁ ଉର୍ଦ୍ଧ୍ୱ ଟପିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇ ୩୭୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦୦ରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇ ଘରକୁ...

ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଜନିତ ପ୍ରଥମ ମୃତ୍ୟୁ ଘଟିଛି। ନଜିରାବାଦରେ ରହୁଥିବା ୬୪ ବର୍ଷୀୟ ବୃଦ୍ଧଙ୍କ ବୁଧବାର ଦ୍ୱିପ୍ରହରରେ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବୃଦ୍ଧ ଜଣଙ୍କ ପୂର୍ବରୁ ଅନେକ ରୋଗରେ ପୀଡ଼ିତ ଥିବା ବେଳେ...

୨୩ ସଂକ୍ରମିତ ପାଲଟିଲେ ସୁପର ସ୍ପ୍ରେଡ଼ର: ୫୫୮ ଲୋକଙ୍କ ପାଖରେ ପହଞ୍ଚିଲା କରୋନା ମହାମାରୀ ସଂକ୍ରମଣ !

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ୭ ରାଜ୍ୟର ୧୫ ଜିଲାରେ ୨୩ ଜଣ ସଂକ୍ରମିତ ସୁପର ସ୍ପ୍ରେଡ଼ର ପାଲଟିଥିବା କୁହାଯାଉଛି। ସେମାନଙ୍କ ଦ୍ୱାରା ୫୫୮ ଜଣଙ୍କ ପାଖରେ ମହାମାରୀ ସଂକ୍ରମଣ ପହଞ୍ଚିଛି।...

ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ ହୋଇଛି। ସେହିପରି ମୁମ୍ବାଇ, ଜୟପୁର, ଇନ୍ଦୋର ଏବଂ ଅହମଦାବାଦ୍‌ ଆଦି ୪...

ଲକ୍‌ଡାଉନ୍‌-୨: ସରକାର ଜାରି କଲେ ନୂଆ ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନ୍‌-୨(ଏପ୍ରିଲ୍‌-୧୫ରୁ ମେ ୩) ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି।...

ହାଉସ୍‌ବୋଟ୍‌ରେ ହେବ ଆଇସୋଲେଶନ୍‌ ଓ୍ବାର୍ଡ !

ଆଲପ୍ପୁଝା,୧୫।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ କେରଳରେ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। କେରଳରେ ସଫଳତାର ସହିତ କରୋନା ମୁକାବିଲା ଜାରି ରହିଛି। ଫଳରେ ଏଠାରେ ନୂଆ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟୁ ନାହିଁ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri