ଜାତୀୟ

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୩୧।୫ : ମହାରାଷ୍ଟ୍ର ପରେ ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୯୮୪୪କୁ...

ପୁଣି ଏକ ବାତ୍ୟା ଆଶଙ୍କା: ସତର୍କ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୧।୫: ଅମ୍ଫନ୍‌ ପରେ ପୁଣି ଏକ ବାତ୍ୟା ଆଶଙ୍କା। ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଉପକୂଳବର୍ତ୍ତୀ ରାଜ୍ୟରେ ଜୁନ...

ଜଳନ୍ତା ଚିତାରେ ପାଣି ଢାଳି ଅନ୍ତିମ ସଂସ୍କାର ରୋକିଲା ପୋଲିସ

ଜୟପୁର,୩୧।୫: ରାଜସ୍ଥାନର ଜୟପୁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ପୋଲିସ ପହଞ୍ଚି ଜଳୁଥିବା ଚିତାରେ ପାଣି ଢାଳି ଦେଇଛି। ଘଟଣାସ୍ଥଳରୁ ମୃତଦେହକୁ ଜବତ କରି ପୋଲି ଜୟପୁରର ଏସଏମଏସ...

ମହାରାଷ୍ଟ୍ରରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

ମୁମ୍ବାଇ,୩୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୁନ ୩୦ ଯାଏ ଲକଡାଉନ ଅବଧି ବଢ଼ାଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନକୁ ‘ମିଶନ ବିଗିନ୍‌ ଏଗେନ୍‌’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।...

ଝଡତୋଫାନରେ ତାଜମହଲ କ୍ଷତିଗ୍ରସ୍ତ

ଆଗ୍ରା, ୩୧।୫ : ବିଶ୍ୱପ୍ରସିଦ୍ଧ ତାଜମହଲ ଝଡତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ତାଜମହଲର ମାର୍ବଲ ଓ ରେଲିଂରେ ଲାଗିଥିବା ଜାଲି ଓ ଲାଲ ପଥରର ଜାଲି ଭାଙ୍ଗି ଯାଇଛି। ତାଜମହଲ ପରିସରରେ କିଛି ଗଛ ମଧ୍ୟ ଉପୁଡି ଯାଇଥିବାବେଳେ ପର୍ଯ୍ୟଟକଙ୍କ...

ଉତ୍ତରାଖଣ୍ଡ କ୍ୟାବିନେଟ୍‌ ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା

ଡେରାଡୁନ୍‌,୩୧।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଉତ୍ତରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ସତପାଲ...

କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଲେନିି ପୁଅ

ହାଇଦ୍ରାବାଦ, ୩୧।୫: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କରୋନା ଯୋଗୁ ୮୦ ବର୍ଷୀୟା ମା’ଙ୍କୁ ଘରେ ପୂରାଇ ଦେଇନାହାନ୍ତି ପୁଅ-ବୋହୂ। ତେଲେଙ୍ଗାନାର କରିମନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏଠାରେ ଜଣେ ୮୦ ବର୍ଷୀୟା ମହିଳା ଲକ୍‌ଡାଉନ୍‌...

ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଯୋଗୁ ଗୁଜରାଟ ପରେ ମୁମ୍ବାଇ-ଦିଲ୍ଲୀରେ ବଢ଼ିଲା କରୋନା ସଂକ୍ରମଣ: ସଞ୍ଜୟ ରାଉତ

ମୁମ୍ବାଇ,୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଶିବସେନା ସଦସ୍ୟ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଯୋଗୁ ଗୁଜରାଟ ପରେ ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଥିବା ସେ...

କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ...

ନେପାଳ ସଂସଦରେ ସଂଶୋଧନ ବିଲ୍‌ ଆଗତ: ନୂଆ ମାନଚିତ୍ରରେ ଭାରତର ୩ ଅଞ୍ଚଳ

ନୂଆଦିଲ୍ଲୀ/କାଠମାଣ୍ଡୁ,୩୧।୫: ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନେପାଳ ସରକାର ରାଜନୈତିକ ମାନଚିତ୍ର ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦରେ ଆଗତ କରିଛନ୍ତି। ଏହାକୁ ନେପାଳ ଆଇନମନ୍ତ୍ରୀ ଶିବମାୟା ତୁମ୍ବାହମ୍ଫେ ଆଗତ କରିଛନ୍ତି। ନେପାଳର ନୂଆ ମାନଚିତ୍ରରେ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀ-ଗୁଜରାଟରେ ଆଲର୍ଟ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ଓ ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଗୁପ୍ତ ସୂଚନା ମିଳିବାପରେ ଏଠାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌, ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ପକ୍ଷରୁ ଆକ୍ରମଣ ଲାଗି ଯୋଜନା କରାଯାଉଥିବା ସମ୍ପର୍କରେ ଗୋଇନ୍ଦା ବିଭାଗ...

ମହାରାଷ୍ଟ୍ରରେ ଆଉ ୯୧ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୩୧।୫: କରୋନା ଭାଇରସ ମହାରାଷ୍ଟ୍ର ପୋଲିସର ଚିନ୍ତା ବଢାଇ ଚାଲିଛି। ଏହି କରୋନା ଯୋଦ୍ଧା ଏବେ ସଙ୍କଟରେ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୧ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri