ଜାତୀୟ

ଭଲ ଖବର: ସାଙ୍ଗଲି ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୪

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ସେଠାକାର ସାଙ୍ଗଲି ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ଏବେସୁଦ୍ଧା ୨୪ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ...

ବିଶ୍ୱର ଏକମାତ୍ର ନେତା ଭାବେ ମୋଦିଙ୍କୁ ଟୁଇଟରରେ ଫଲୋ କରୁଛି ହ୍ବାଇଟ ହାଉସ

ନୂଆଦିଲ୍ଲୀ,୧୦।୪: ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରୁଛି। ଏବେ ବିଶ୍ୱର ଏକମାତ୍ର ନେତାଭାବେ ମୋଦିଙ୍କୁ ହ୍ବାଇଟ ହାଉସ୍‌ ଫଲୋ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ, ଭାରତ ଆମେରିକାକୁ ୨ ଦିନ ପୂର୍ବରୁ ହାଡ୍ରୋକ୍ସିକ୍ଲୋରୋକୁଇନ୍‌...

କରୋନା ସଂକ୍ରମଣରେ ୨୭ ବର୍ଷ ଯୁବକଙ୍କ ମୃତ୍ୟୁ

ପୁଣେ,୧୦।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। ଶୁକ୍ରବାର ପୁଣେରେ କରୋନା ପଜିଟିଭ ଥିବା ଜଣେ ୨୭ ବର୍ଷ ବୟସର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଯୁବକଙ୍କର ବିଭିନ୍ନ ଅଙ୍ଗ କାମ କରିବା...

ପଞ୍ଜାବରେ ମେ’ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ଚଣ୍ଡିଗଡ଼,୧୦।୪: ଦେଶରେ ତଥା ପଞ୍ଜାବରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନର ଅବଧି ଓ କର୍ଫ୍ୟୁକୁ ମେ’ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଓଡ଼ିଶା ପରେ ଦ୍ୱିତୀୟ ରାଜ୍ୟଭାବେ ପଞ୍ଜାବ ଲକ୍‌ଡାଉନ...

ଦେଶରେ ଏପର୍ଯ୍ୟନ୍ତ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ: ୧୬,୦୦୨ ଟେଷ୍ଟରୁ ମାତ୍ର ୨ ପ୍ରତିଶତ ପଜିଟିଭ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହା ୬ ହଜାର ଅତିକ୍ରମ କରି ସାରିଲାଣି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨ଶହ ଛୁଇଁଲାଣି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର...

ସାମାଜିକ ଦୂରତା ରକ୍ଷା ଲାଗି  ଏହି ବ୍ୟକ୍ତି ଗଛ ଉପରେ ତିଆରି କଲେ ଘର

ହାପୁର,୧୦।୪: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି କରାଯାଇନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ରକ୍ଷା ଏକମାତ୍ର ବିକଳ୍ପ। ତେଣୁ ବାରମ୍ବାର ସରକାର ଲୋକଙ୍କୁ ସାମାଜିକ ଦୂରତା...

ବିନା ମାସ୍କରେ ଘରୁ ବାହାରିବାରୁ ୩୨ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୭୨୦ଜଣ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୧୨ଜଣଙ୍କର ମୃତ୍ୟୁ ଘଟିସାରିଛି। ସେଥିମଧ୍ୟରୁ ୨୦ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। କରୋନା...

ଲକ୍‌ଡାଉନ୍‌ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’

ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି...

ଚାଇନା କୁବେରଙ୍କ ସମ୍ପତ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଆମେରିକାଠାରୁ ଆଫ୍‌ଗାନିସ୍ଥାନ, ଭାରତରୁ ଭିଏତନାମ ଯାଏ କାହାରିକୁ ଛାଡ଼ ଦେଉନି କରୋନା। କୋଭିଡ୍‌-୧୯ ପଞ୍ଝାରୁ ବର୍ତ୍ତୁନାହାନ୍ତି ଧନୀ କି ଗରିବ। ବିଶ୍ୱ ମହାମାରୀ ପାଲଟିଥିବା ଏହି ଭାଇରସ୍‌ କାରଣରୁ ଦୋହଲି ଯାଇଛି ଆର୍ଥିକ ବ୍ୟବସ୍ଥା। ଭୟଙ୍କର କ୍ଷତିର ସମ୍ମୁଖୀନ...

ୱାଧାୱନ ପରିବାରଙ୍କୁ ଲକ୍‌ଡାଉନ୍‌ ଉଲ୍ଲଂଘନ କରିବାରେ ସହାୟତା କରିଥିବା ଆଇପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି

ମୁମ୍ବାଇ,୧୦।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହି ନିୟମକୁ କେତେକ ଲୋକ ଉଲ୍ଲଂଘନ କରୁଥିବା ବେଳେ ସେମାନଙ୍କୁ...

ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନୋଟ୍‌ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ରହିଥିବା ମଧ୍ୟ କୁହାଯାଉଛି। ତେଣୁ...

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କରେ ବାସ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆମେରିକାରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri