ଜାତୀୟ

ଓଡ଼ିଆରେ ଶପଥ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୪ା୬: ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା ଓଡ଼ିଆରେ ଆଜି ଶପଥ ନେଇଛନ୍ତି। ସେହିପରି ଏମ୍‌ପି ଜୁଏଲ ଓରାମ ମଧ୍ୟ ଓଡ଼ିଆରେ...

NEET ପ୍ରଶ୍ନପତ୍ର ପ୍ରଘଟ ମାମଲା; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ପଶ୍ଚିମବଙ୍ଗ,୨୪।୬: ନିଟ୍-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଦିଗରୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି। ଏହାରି ମଧ୍ୟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଇସ୍ତଫା ଦାବି କରିଛି କଂଗ୍ରେସର ଛାତ୍ର...

NEET ମାମଲାରେ ସାମ୍ନାକୁ ଆସିଲା ବଡ଼ ସତ, ୩୫ ଛାତ୍ରଙ୍କୁ…

ନୂଆଦିଲ୍ଲୀ, ୨୪।୬: NEET ପେପର୍‌ ଲିକ୍‌ ମାମଲାରେ ବଡ଼ ସତ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଚିଣ୍ଟୁ କୁମାରକୁ ପଚରାଉଚରା ବେଳେ ବିହାର ଅର୍ଥନୈତିକ ଅପରାଧ ଶାଖା ପୋଲିସ୍‌ ହାତରେ ବଡ଼ ସୂଚନା ଲାଗିଛି । ନିଟ୍‌ ପେପର...

‘ଭ୍ରମରେ ରୁହନ୍ତୁ ନାହିଁ, ଇଣ୍ଡିଆ ମେଣ୍ଟ ନେବ ସବୁର ହିସାବ…’ କାହିଁକି ମୋଦିଙ୍କୁ ଏମିତି କହିଲେ ଜୟରାମ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଆମ ଦେଶର ନାଗରିକମାନେ କ୍ରମାଗତ ତୃତୀୟ ଥର ପାଇଁ ଏକ...

ଧର୍ମେନ୍ଦ୍ର ଶପଥ ନେଲା ବେଳେ NEET-NEET ନାରା ଦେଲେ ବିରୋଧୀ, ଜାଣନ୍ତୁ ତା’ ପରେ କ’ଣ ହେଲା…

ନୂଆଦିଲ୍ଲୀ,୨୪।୬: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଉତ୍ତେଜନା ମଧ୍ୟରେ ଲୋକ ସଭା ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗର ତାତି ଦେଖିବାକୁ ମିଳିଛି। ସୋମବାର ଦିନ ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ...

କିଏ ସେହି ନେତା ଏମପି ଭାବେ ନେଲେ ନାହିଁ ଶପଥ? ଭାଜପାର ନିଷ୍ପତ୍ତିରେ ନାରାଜ

ନୂଆଦିଲ୍ଲୀ,୨୪।୬: ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ଲୋକ ସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା,...

ମୋଦିଙ୍କ ଆକ୍ରମଣାତ୍ମକ ଢଙ୍ଗ, କହିଲେ ଏମରଜେନ୍ସିକୁ ୫୦ ବର୍ଷ, ଲୋକ ସଭାର ପ୍ରଥମ ଅଧିବେଶନ ପୂର୍ବରୁ…

ନୂଆଦିଲ୍ଲୀ,୨୪।୬: ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ ସ୍ବାଧୀନ ଭାରତ ଇତିହାସରେ ଏହା...

ସଂସଦରେ ସମ୍ବିଧାନର କପି ନେଇ ପହଞ୍ଚିଲେ ଇଣ୍ଡିଆ ମେଣ୍ଟର ଏମପି? ରାହୁଲ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୪।୬: ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାର (୨୪ଜୁନ ୨୦୨୪) ରେ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା। ଅଧିବେଶନ ଆରମ୍ଭ ପୂର୍ବରୁ ମଧ୍ୟ ଇଣ୍ଡିଆ ଆଲାଇନ୍ସର ଏମପିମାନେ ସେମାନଙ୍କ ହାତରେ ସମ୍ବିଧାନର ନକଲ ନେଇ ବିରୋଧ କରିବାକୁ ବାହାରିଥିଲେ।...

ହଟ୍ଟଗୋଳରୁ ଆରମ୍ଭ ହେଲା ପାର୍ଲାମେଣ୍ଟର ପ୍ରଥମ ଅଧିବେଶନ, ରାହୁଲଙ୍କ ଇସ୍ତଫା ମଞ୍ଜୁର

ନୂଆଦିଲ୍ଲୀ,୨୪ା୬: ସୋମବାର ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମରୁ ହଟ୍ଟଗୋଳ ହୋଇ ଅଧିବେଶନ ଚାଲିଛି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି ଯେ, ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ଇସ୍ତଫା...

କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ଜାମିନ ଉପରେ ରୋକ ବିରୋଧରେ କେଜରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଅବକାଶ ପୀଠ ଦ୍ୱାରା...

ଆକାଶଙ୍କୁ ଦାୟିତ୍ୱ ଦେବା ପଛରେ କ’ଣ ରହିଛି ମାୟାବତୀଙ୍କ ରଣନୀତି

ଲକ୍ଷ୍ନୌ,୨୪।୬: ବୟସ ବଢିବା ସହିତ ଦଳର ଲୋକ ପ୍ରିୟତା ହ୍ରାସ ପାଉଥିବା ଆଧାରକୁ ବିଚାରକୁ ନେଇ ବିଏସପି ମୁଖ୍ୟ ମାୟାବତୀ ବର୍ତ୍ତମାନ ତାଙ୍କ ସାନ ପୁତୁରା ଆକାଶ ଆନନ୍ଦଙ୍କଠାରୁ ଏକ ‘ଚମତ୍କାର’ ଆଶା ରଖିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନରେ ଦୁଇ...

ବିହାରରେ ପ୍ରବେଶ କରାଇଦେବୁ ନାହିଁ:ସୋନାକ୍ଷୀ-ଜାହିରଙ୍କ ବିବାହ ପରେ ତାତିଲେ ଲୋକେ

ପାଟନା,୨୪।୬ ବିହାରୀ ବାବୁ ଭାବେ ପ୍ରସିଦ୍ଧ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଅଭିନେତା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ପାଟନାରେ ଏହି ବିବାହକୁ ବିରୋଧ କରୁଥିବା ଏକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରକୁ ହିନ୍ଦୁ ଶିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri