ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର ଏଥିରେ ସାମିଲ ହୋଇଛନ୍ତି ଭାରତରତ୍ନ ଲତା ମଙ୍ଗେସକର। ସୁର ସାମ୍ରାଜ୍ଞୀ ଲତା ମହାରାଷ୍ଟ୍ର...

ନଏଡାରେ ନୂଆ ଜିଲାପାଳ ଭାବେ ନିଯୁକ୍ତ ହେଲେ ପାରା ବ୍ୟାଡମିଣ୍ଟନ ଚାମ୍ପିୟନ

ନଏଡା,୩୧।୩: ନଏଡାରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଉତ୍ତରପ୍ରଦେଶ ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାରି ଭିତରେ ନଏଡାକୁ କରୋନା କବଳରୁ ରକ୍ଷା କରିବା ପାଇଁ ଆଇଏଏସ୍‌ ଅଧିକାରୀ ତଥା...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା ପାଇଁ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ର ଭେଟେରାନ ଆକ୍ଟର ନାନା ପାଟେକର...

ପଞ୍ଚମଥର ବି ବଲିଉଡ୍‌ ଗାୟିକାଙ୍କ କରୋନା ସଂକ୍ରମିତ ରିପୋର୍ଟ ଆସିଲା ପିଜିଟିଭ

ଲକ୍ଷ୍ନୌ,୩୧।୩: ବଲିଉଡ୍‌ ସିଙ୍ଗର କନିକା କପୁର କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଜଣା। ତେବେ ପଞ୍ଚମଥର ବି ତାଙ୍କ ରିପୋର୍ଟ ପଜିଟିଭ ଆସିବା ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। କନିକା ଏବେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ...

ଘରେ ବସି ମିଳିବ ଜରୁରୀ ସାମଗ୍ରୀ: ପ୍ରଶାସନ ଜାରି କଲା ହେଲ୍ପଲାଇନ୍‌ ନମ୍ବର

ନଏଡା,୩୧।୩: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ କରୋନା ସଙ୍କଟକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଉତ୍ତରପ୍ରଦେଶ ନଏଡାର ପ୍ରଶାସନ ଲୋକଙ୍କ ପାଇଁ...

କରୋନା ସଚେତନତା ପାଇଁ ନିଜ ଘୋଡ଼ାକୁ ଭାଇରସ ଭଳି ରଙ୍ଗେଇଲେ ପୋଲିସ

କୁର୍ନୁଲ,୩୧।୩: କରୋନା ଭାଇରସର ସଂକ୍ରମଣରୁ ବଞ୍ଚିବାକୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ ଆମ ଦେଶରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଆନ୍ଧ୍ର ପ୍ରଦେଶର ଜଣେ ପୋଲିସକର୍ମୀ କରୋନା ସଚେତନତା ପାଇଁ ଏକ ଭିନ୍ନ...

ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଦାନ କଲା ରିଲାଏନ୍ସ

ନୂଆଦିଲ୍ଲୀ,୩୧।୩: କରୋନା ସହ ମୁକାବିଲା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମଙ୍ଗଳବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଟଙ୍କା ଦାନ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ ରିଲାଏନ୍ସ ପକ୍ଷରୁ କୋଭିଡ୍‌-୧୯ର ରୋଗୀଙ୍କ...

ଭାରତ ପାଇଁ କରୋନା ଟାଇମ୍‌ ବମ୍‌ ପାଲଟିଲା ନିଜାମୁଦ୍ଦିନ୍‌ର ଧାର୍ମିକ ସମାବେଶ

ନିଜାମୁଦ୍ଦିନ୍‌,୩୧।୩: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ମରକଜ୍‌ ତବଲିଗି ଜମାତ୍‌ ଧାର୍ମିକ ସମାବେଶ ଭାରତ ପାଇଁ କରୋନା ଟାଇମ୍‌ ବମ୍‌ ପାଲଟିଥିବା କୁହାଯାଉଛି। ଏଥିରେ ୪୦୦ରୁ ଅଧିକ ଲୋକ...

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଛୁଇଁଲା: ମହାରାଷ୍ଟ୍ରରେ ସର୍ବାଧିକ ୧୦

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୩୯ ଛୁଇଁଛି। ମଙ୍ଗଳବାର କେରଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୪୯ ବର୍ଷ ବୟସ୍କା ଜଣେ ମହିଳାଙ୍କ ଜୀବନ ଯାଇଛି। କେରଳ ମୃତକଙ୍କ କିଡ୍‌ନୀ...

ବିପଦ ସାଜିଛନ୍ତି ଯାଞ୍ଚରୁ ବର୍ତ୍ତିଥିବା ସୌଦି ଫେରନ୍ତା

ଚେନ୍ନାଇ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଦୁବାଇର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଶନିବାର ନଇଫ୍‌ ସହରରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ସେଠାରୁ କେରଳ ଫେରିଥିବା ଯାତ୍ରୀ ସଂକ୍ରମଣର ବାହକ ହୋଇଥିବା ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ବ୍ୟକ୍ତ...

କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୩୧ା୩ (ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ସମ୍ପର୍କରେ ରାଜ୍ୟ ସଂଗଠନଗୁଡ଼ିକ ସହ ସମନ୍ବୟ ରକ୍ଷା କରି ମାନବୀୟ ସହାୟତା ଯୋଗାଇବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଏଆଇସିସି ମୁଖ୍ୟାଳୟରେ ଖୋଲାଯାଇଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌ରେ ଏମ୍‌ପି...

ହାତପାଣ୍ଠିରୁ ପିଏମ୍‌-କେୟାର୍ସକୁ ଦେଲେ ୩୫ ଏମ୍‌ପି

ନୂଆଦିଲ୍ଲୀ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁରୋଧକ୍ରମେ ୩୫ ଜଣ ଏମ୍‌ପି ସେମାନଙ୍କ ହାତପାଣ୍ଠି (ଏମ୍‌ପି ଲାଡ୍ସ)ରୁ ୧ କୋଟି ଲେଖାଏ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପିଏମ୍‌-କେୟାରର୍ସ ପାଣ୍ଠିକୁ ଦେବା ଲାଗି ମଞ୍ଜୁରୀ ପ୍ରଦାନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri