ଜାତୀୟ

ହଟ୍ଟଗୋଳରୁ ଆରମ୍ଭ ହେଲା ପାର୍ଲାମେଣ୍ଟର ପ୍ରଥମ ଅଧିବେଶନ, ରାହୁଲଙ୍କ ଇସ୍ତଫା ମଞ୍ଜୁର

ନୂଆଦିଲ୍ଲୀ,୨୪ା୬: ସୋମବାର ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମରୁ ହଟ୍ଟଗୋଳ ହୋଇ ଅଧିବେଶନ ଚାଲିଛି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି ଯେ, ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡ ଲୋକ ସଭା ଆସନରୁ ଇସ୍ତଫା...

କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୬: ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ଜାମିନ ଉପରେ ରୋକ ବିରୋଧରେ କେଜରିୱାଲ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ମନୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ଅବକାଶ ପୀଠ ଦ୍ୱାରା...

ଆକାଶଙ୍କୁ ଦାୟିତ୍ୱ ଦେବା ପଛରେ କ’ଣ ରହିଛି ମାୟାବତୀଙ୍କ ରଣନୀତି

ଲକ୍ଷ୍ନୌ,୨୪।୬: ବୟସ ବଢିବା ସହିତ ଦଳର ଲୋକ ପ୍ରିୟତା ହ୍ରାସ ପାଉଥିବା ଆଧାରକୁ ବିଚାରକୁ ନେଇ ବିଏସପି ମୁଖ୍ୟ ମାୟାବତୀ ବର୍ତ୍ତମାନ ତାଙ୍କ ସାନ ପୁତୁରା ଆକାଶ ଆନନ୍ଦଙ୍କଠାରୁ ଏକ ‘ଚମତ୍କାର’ ଆଶା ରଖିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନରେ ଦୁଇ...

ବିହାରରେ ପ୍ରବେଶ କରାଇଦେବୁ ନାହିଁ:ସୋନାକ୍ଷୀ-ଜାହିରଙ୍କ ବିବାହ ପରେ ତାତିଲେ ଲୋକେ

ପାଟନା,୨୪।୬ ବିହାରୀ ବାବୁ ଭାବେ ପ୍ରସିଦ୍ଧ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଅଭିନେତା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ପାଟନାରେ ଏହି ବିବାହକୁ ବିରୋଧ କରୁଥିବା ଏକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରକୁ ହିନ୍ଦୁ ଶିବ...

ଏମ୍‌ପି ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୪।୬: ସମ଼୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି । କମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ...

ବିରୋଧୀଙ୍କୁ ଅଲ୍ଟିମେଟମ୍‌ ଦେଲେ ମୋଦି

ନୂଆଦିଲ୍ଲୀ,୨୪।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ସଂସଦର ସମସ୍ତ ସଦସ୍ୟ ଶପଥ ଗ୍ରହଣ କରୁଛନ୍ତି। ଲୋକ...

ଆରମ୍ଭ ହେଲା ୧୮ତମ ଲୋକସଭା ଅଧିବେଶନ, ଶପଥ ନେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୪।୬: ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଷ୍ଟ୍ରପତି ଭବନରେ କମାଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ସଂସଦରେ ନବନିର୍ବାଚିତ ୨୮୦ ଜଣ ଏମ୍‌ପିଙ୍କୁ...

ପ୍ରଶ୍ନ ଘେରରେ ଆରମ୍ଭ ହେବ ମୋଦିଙ୍କ ୩.୦ ସରକାରଙ୍କ ପ୍ରଥମ ଲୋକ ସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା। ୨୦୨୪ ରେ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ...

ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ନୂଆଦିଲ୍ଲୀ, ୨୪।୬: ଦେଶର ରାଜଧାନୀରେ ଏକ ସପ୍ତାହ ଧରି ବର୍ଷା ହେବା ନେଇ ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଗତ କିଛିଦିନ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଉଥିଲା । ଯାହାକୁ...

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି

ନୂଆଦିଲ୍ଲୀ,୨୪ା୬: ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ ସୋମବାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍‌ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ...

ଆଜିଠୁ ଲୋକ ସଭାର ପ୍ରଥମ ଅଧିବେଶନ: ନୂଆ ଏମ୍‌ପି ନେବେ ଶପଥ

ନୂଆଦିଲ୍ଲୀ,୨୪।୬: ନୂତନ ସରକାର ଗଠନ ପରେ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଲୋକ ସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଇଣ୍ଡିଆ ଆଲାଇନ୍ସର ଏମ୍‌ପିମାନେ ସୋମବାର ସକାଳେ ସଂସଦ କମ୍ପ୍ଲେକ୍ସରେ ଏକାଠି...

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri