ଜାତୀୟ

ସୋମବାର ହୋଇ ନ ପାରେ ଫ୍ଲୋର ଟେଷ୍ଟ: ପ୍ରଦୀପ ଜୟଶଓ୍ବାଲ

ଭୋପାଳ,୧୫।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ଡ୍ରାମା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର କଂଗ୍ରେସ ସରକାର ଭାଙ୍ଗିବା ସ୍ଥିତିରେ ଥିବା କୁହାଯାଉଥିବା ବେଳେ ସୋମବାର କମଳନାଥ ସରକାର ବହୁମତ ସାବ୍ୟସ୍ତ କରିବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ...

ଫ୍ଲୋର ଟେଷ୍ଟ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କରୋନା ଟେଷ୍ଟ!

ଭୋପାଳ,୧୫।୩: ମଧ୍ୟପ୍ରଦେଶର କମଳନାଥ ସରକାର ସୋମବାର ଫ୍ଲୋର ଟେଷ୍ଟ ଦେବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହା ପୂର୍ବରୁ ମଧ୍ୟପ୍ରଦେଶର ସମସ୍ତ ବିଧାୟକଙ୍କର କରୋନା ଭାଇରସ ଟେଷ୍ଟ କରାଯିବ ବୋଲି ଜଣାପଡିଛି। ମଧ୍ୟପ୍ରଦେଶ ରାଜନୀତିରେ ଆରମ୍ଭ...

କରୋନା ଯୋଗୁ ପ୍ରଭାବିତ ହେଲାଣି ହୋଟେଲ ଶିଳ୍ପ

ଜୟପୁର,୧୫।୩: କରୋନା ଭାଇରସକୁ ଦେଖି ଏବେ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି। ଏହାପରେ ବି ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଭିନ୍ନ ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମା...

ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ସମସ୍ତ...

ନକଲି ସାନିଟାଇଜର ବିକ୍ରି ଅଭିଯୋଗରେ ୩ ଅଟକ

ପୁଣେ,୧୫।୩: କରୋନା ଭାଇରସ ଏବେ ତା’ର କାୟା ବିସ୍ତାର କରୁଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ବାରମ୍ବାର ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ ପରିବେଶରେ ରହିଲେ କରୋନାକୁ ସହଜରେ...

ଭାରତୀୟ ନମସ୍କାର ସଂସ୍କୃତି ଏବେ ଅନ୍ତର୍ଜାତୀୟ ସ୍ତରରେ: ବିଶ୍ୱନେତାଙ୍କୁ ବି ଆସିଲା ପସନ୍ଦ

ନୂଆଦିଲ୍ଲୀ,୧୫।୩ : ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ କୁହାଯାଉଥିବା ନମସ୍କାର ଏବେ ବିଶ୍ୱସ୍ତରରେ ପହଞ୍ଚିଛି। ନମସ୍କାର ପୃଥିବୀସାରା ବର୍ତ୍ତମାନ ଅଭିବାଦନର ଏକ ମାଧ୍ୟମ ପାଲଟିଛି। ଏହା ବିଶ୍ୱନେତାଙ୍କୁ ବେଶ୍‌ ପସନ୍ଦ ଆସିଛି। ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌,...

୨ ଟଙ୍କାରେ ମିଳୁଛି ମାସ୍କ

କୋଚି,୧୫।୩: କରୋନା ଭାଇରସ ଭୟରେ ଏବେ ବଜାରରେ ମାସ୍କ ଓ ସାନିଟାଇଜର ମିଳୁ ନ ଥିବା ଖବର ଆସୁଛି। ଲୋକଙ୍କ ଆବଶ୍ୟକତା ବଢି ଯିବାରୁ ଅନେକ ସ୍ଥାନରେ ଏସବୁ ଜିନିଷ ଚଢା ଦରରେ ବିକ୍ରି ହେଉଥିବା କୁହାଯାଉଛି। ହେଲେ କେରଳ...

ସୁସ୍ଥ ହେଲେ ଦିଲ୍ଲୀର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୩: ରାଜଧାନୀ ଦିଲ୍ଲୀର ମୟୁର ବିହାର ଫେଜ ୨ରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି କୋଭିଡ- ୧୯ରେ ପୀଡ଼ିତ ଥିବା ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିଲା। ଏବେ ସେ ସମ୍ପୂର୍ଣ୍ଣ...

ସୋମବାରଠାରୁ କରତାରପୁର ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭ ଛୁଇଁଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ସରକାରଙ୍କ ପକ୍ଷରୁ ଭିଡ଼ରୁ ଦୂରେଇ ରହିବାକୁ ଲୋକଙ୍କ ପରାମର୍ଶ ଦିଆଯାଇଛି। ପାକିସ୍ତାନରେ ଥିବା କରତାରପୁର ମଧ୍ୟରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ସୋମବାରଠାରୁ ବନ୍ଦ କରିବା...

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେଶନରେ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏହି ସର୍ଚ୍ଚ ଅପରେଶନ୍‌ରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଦିଆଲଗାମ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା...

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ ୭୨,୪୦୦ ଅସାଲ୍ଟ ରାଇଫଲ ଭାରତକୁ ସମ୍ପୃକ୍ତ...

ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !

ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ କରାଯାଇଛି। ବାହାରେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ରାଜ୍ୟ ସରକାର ଘୋଷଣା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri