ଜାତୀୟ

୧୪୫ ରାଷ୍ଟ୍ରକୁ କରୋନା କୋରଡ଼ା: ଭାରତରେ ‘ବିଜ୍ଞପିତ ବିପତ୍ତି’ ଘୋଷିତ

ନୂଆଦିଲ୍ଲୀ, ୧୫।୩(ପି.ଟି.): ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଏହି ଘାତକ ଭୂତାଣୁ ଏବେ ୧୪୫ ଦେଶରେ ପହଞ୍ଚତ୍ ୫,୪୩୬ ଜଣଙ୍କ ମୁଣ୍ଡ ନେଇସାରିଛି। ଏହାବାଦ୍‌ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସଂକ୍ରମିତ...

ଶାନ୍ତି ଚୁକ୍ତିକୁ ପୁଣି ବେଖାତିର: ଆଫଗାନ୍‌ ସେନା ଉପରେ ତାଲିବାନୀ ଆକ୍ରମଣ

ନୂଆଦିଲ୍ଲୀ,୧୪।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦ ରାଜ୍ୟରେ ଏହି ଆକ୍ରମଣ ହୋଇଛି। ଗତ ମାସରେ ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ...

କୋଭିଡ୍‌-୧୯ ବିଜ୍ଞାପିତ ବିପତ୍ତି ଘୋଷିତ: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪।୩(ପି.ଟି.): ବିଶ୍ୱର ୧୪୫ ଦେଶରେ ଏବେ କରୋନା ତାଣ୍ଡବ ଦେଖିବାକୁ ମିଳିଛି। ମୃତ୍ୟୁସଂଖ୍ୟା ଶନିବାର ସୁଦ୍ଧା ୫,୪୩୬ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଜଣାପଡ଼ିଛି। ଚାଇନା ପରେ ଇଟାଲୀ ଓ ଇରାନ ସର୍ବାଧିକ କ୍ଷତିଗ୍ରସ୍ତ...

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେ ମୃତଦେହରୁ...

କରୋନା ଭାଇରସରେ ମୃତକଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୧୪।୩: ଏବେ କରୋନା ଭାଇରସ କବଳରେ ଭାରତ। ଏବେସୁଦ୍ଧା ଏଠାରେ ୮୫ ଜଣ କରୋନା ଭାଇରସ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କୋରୋନା ଭାଇରସ ସଂକ୍ରମଣରେ ମୃତକଙ୍କ ପରିବାରଙ୍କୁ କେନ୍ଦ୍ର...

୭ମାସ ପରେ ପୁଅଙ୍କୁ ପାଖରେ ପାଇ ଭାବବିହ୍ବଳ ହେଲେ ଫାରୁକ

ନୂଆଦିଲ୍ଲୀ,୧୪।୩: ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ଦୀର୍ଘ ୭ ମାସ ପରେ ନଜରବନ୍ଦୀ ଥିବା ପୁଅ ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରର ସାକ୍ଷାତ୍‌ କରିବା ପରେ ଭାବ ବିହ୍ବଳ ହୋଇପଡିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଜନ ସୁରକ୍ଷା ଆଇନ(ପିଏସ୍‌ଏ)ଅଧିନରେ...

ପ୍ରତିରାଜ୍ୟରେ ପ୍ରତିଷ୍ଠା ହେବ ଏମ୍ସ୍‌: ବୃଦ୍ଧି ହେବ ୧୦,୦୦୦ ପିଜି ମେଡ଼ିକାଲ ସିଟ୍‌

ଋଷିକେଶ, ୧୪।୩: ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦେଶର ପ୍ରତିରାଜ୍ୟରେ ଏମ୍ସ୍‌ ପ୍ରତିଷ୍ଠା ହେବ। ସେହିପରି ଆଗାମୀ ଦିନରେ ପିଜି ମେଡ଼ିକାଲ ସିଟ୍‌ରେ ଅଧିକ ୧୦,୦୦୦ ବୃଦ୍ଧି କରାଯିବ। ଏହାଦ୍ୱାରା ସ୍ବାସ୍ଥ୍ୟ ସେବା ୨୦୩୦ ସୁଦ୍ଧା ବିକଶିତ...

ଓଲଟିଲା ଡଙ୍ଗା: ଜୀବନ ସହ ବାଜି ଲଗାଇ ୮୮ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ୨ ପୋଲିସ କର୍ମଚାରୀ

ମୁମ୍ବାଇ,୧୪।୩ : କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଘଟିଛି। ୮୮ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ତେବେ ୨ ଜଣ ପୋଲିସ କର୍ମଚାରୀ ପ୍ରଶାନ୍ତ...

୭୩ ଚିକିତ୍ସାଧୀନ କରୋନା ସଂକ୍ରମିତ: ୧୦ ସୁସ୍ଥ, ୨ ମୃତ

ନୂଆଦିଲ୍ଲୀ,୧୪।୩: ଭାରତରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୮୫ ଜଣଙ୍କ ନମୁନାରେ ପଜେଟିଭ୍‌ ରିପୋର୍ଟ ମିଳିଛି। ୭୩ ଜଣ ଚିକିତ୍ସାଧୀନ ଥିବାବେଳେ ୧୦ଜଣ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ସଂକ୍ରମିତଙ୍କ...

୩ ଘଣ୍ଟା ବିଳମ୍ବରେ ନିଗମ ବୋଧ ଘାଟ ଶ୍ମଶାନରେ ହେଲା କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ୬୮ ବର୍ଷ ବୟସ୍କା ମହିଳାଙ୍କ ଅନ୍ତିମ ସଂସ୍କାରରେ ବାଧା ସୃଷ୍ଟି ହୋଇଥିଲା। ତାଙ୍କ ମୃତଦେହଙ୍କୁ ନିଗମ ବୋଧ ଘାଟ ଶ୍ମଶାନକୁ ଅଣା ଯାଇଥିଲା। ତେବେ...

ଭାରତରେ ଷ୍ଟେଜ ୨ରେ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଲାଣି। ହାତ ଗଣତି କିଛି ଦେଶକୁ ଛାଡିଦେଲେ ଏବେ ଏହା ପ୍ରାୟ ୧୪୫ ଦେଶରେ ଦେଖାଦେଇଛି। ଭାରତରେ କରୋନା ଭାଇରସ ସଂକ୍ରମଣରେ...

ଗୋଟିଏ ହସ୍ପିଟାଲରେ ଭର୍ତ୍ତି ଥାଇ ବି ଶେଷ ସମୟରେ ବାପାଙ୍କୁ ଭେଟିପାରିଲେନି ପୁଅ

ଥିରୁଭାନନ୍ତପୁରମ,୧୪।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବା ବେଳେ ସଂକ୍ରମିତ ସଂଖ୍ୟା ୮୬ ଓ ୧୧୪ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri