ଜାତୀୟ

ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ

ସିଦ୍ଧାର୍ଥନଗର,୨୩।୬: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲାର ଏଟାୱା ବିଧାନସଭା ନିର୍ବାଚନମଣ୍ଡଳୀର ଜୁନ ୨୦ ସାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର ଥିଲା। ଭାଜପାର ବରିଷ୍ଠ ନେତାଙ୍କ ସହ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ...

ପରୀକ୍ଷା ପରିବର୍ତ୍ତେ, ଭାଜପା ସରକାରକୁ ରଦ୍ଦ କରିଦେବା ଭଲ:ଅଖିଳେଶ

ଲକ୍ଷ୍ନୌ,୨୩।୬: କାଗଜ ଲିକ ସମସ୍ୟା ହେତୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୟୁଜିସି ନେଟ୍‌ ପରୀକ୍ଷା ବାତିଲ ହୋଇଛି। ଏଥି ସହିତ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ବିରୋଧୀ ମଧ୍ୟ ଭାଜପା ସରକାର ଉପରେ ଆକ୍ରମଣ...

ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ…

ନୂଆଦିଲ୍ଲୀ,୨୩ା୬: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ଶନିବାର ଭେଟିଛନ୍ତି ଓଡ଼ିଶାର ୬ କଂଗ୍ରେସ ବିଧାୟକ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଖାର୍ଗେଙ୍କୁ ଭେଟିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ଚର୍ଚ୍ଚା ଚାଲିଥିବା ବେଳେ...

କାନାଡା ଉପରେ ରାଗିକି ନିଆଁବାଣ ହେଲେ ଏସ୍‌.ଜୟଶଙ୍କର: ଦେଲେ ଚେତାବନୀ

ନୂଆଦିଲ୍ଲୀ,୨୩।୬:କାନାଡା ସଂସଦରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏବେ ଭାରତରୁ ଏକ ପ୍ରତିକ୍ରିୟା ଆସିଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କନିଷ୍କା ବିମାନ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରି ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ...

ସିଜେଆଇଙ୍କ ମାନବିକତା, ସହ କର୍ମୀଙ୍କ ପାଇଁ ଖୋଲିଦେଲେ ଗେଷ୍ଟ ରୁମ

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ତାଙ୍କର ସରଳତା ଏବଂ ସାଧାରଣ ଜୀବନ ପାଇଁ ସାରା ଦେଶରେ ପ୍ରସିଦ୍ଧ। ସିଜେଆଇ ଚନ୍ଦ୍ରଚୁଡଙ୍କ ସହକର୍ମୀ ଆଡଭୋକେଟ ମାନସୀ ଚୌଧରୀ ତାଙ୍କର ଏକ ବ୍ଲଗରେ ଉଲ୍ଲେଖ କରିଥିଲେ ଯେ...

ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୮ ତମ ଲୋକ ସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରରେ ନୂଆ ସରକାର ଗଠନ ପରେ ସୋମବାର ଠାରୁ ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନବ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ପରେ...

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

ଲକ୍ଷ୍ନୌ,୨୩ା୬। ଲୋକ ସଭା ନିର୍ବାଚନରେ ପରାଜୟ ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ସୁପ୍ରିମୋ ମାୟାବତୀ  ଏକ ବଡ଼ ଘୋଷଣା କରିଛନ୍ତି। ସେ ପୁଣି ଥରେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ଭାବେ ଶନିବାର ଘୋଷଣା କରିଛନ୍ତି। ଆଜି ବିଏସ୍‌ପିର...

ରାଲି ପୂର୍ବରୁ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ଭୋପାଳ, ୨୩।୬: ରବିବାର ସକାଳୁ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହି ନେତା ଜଣଙ୍କ ମଧ୍ୟ ପ୍ରଦେଶର ମନ୍ତ୍ରୀ କୈଳାଶ ବିଜୟଭାର୍ଗିୟାଙ୍କ ନିକଟତର । ତାଙ୍କ ନାମ ମନୁ କଲ୍ୟାଣେ । ମନୁ ଭାଜପା...

NEET ବିବାଦ: ଆକ୍ସନ ମୋଡରେ ପୋଲିସ୍‌, ଦୁଇ ଶିକ୍ଷକଙ୍କୁ ପଚରାଉଚରା

ନୂଆଦିଲ୍ଲୀ, ୨୩।୬: NEET ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିପକ୍ଷ ଦଳ ସରକାରଙ୍କୁ ଏଥିପାଇଁ ଦାୟୀ କରି ରାସ୍ତାକୁ ଓହ୍ଲାଉଛନ୍ତି...

ମହିଳା କନଷ୍ଟେବଳଙ୍କ ସହ ହୋଟେଲ୍‌ରୁ ଧରାପଡ଼ିଲେ ପୋଲିସ୍‌ ଅଧିକାରୀ, ଏବେ…

ନୂଆଦିଲ୍ଲୀ, ୨୩।୬: ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ହୋଟେଲରେ ଧରାପଡିଥିବା ସର୍କଲ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ପୁଣିଥରେ ସର୍କଳ ଅଫିସରରୁ କନଷ୍ଟେବଳ ରାଙ୍କକୁ ଖସାଇ ଦିଆଯଆଇଛି । ଏହି ଘଟଣା ଉତ୍ତର ପ୍ରଦେଶର...

ପେଟ୍ରୋଲ, ଡିଜେଲରେ ଜିଏସ୍‌ଟି ନିଷ୍ପତ୍ତି ରାଜ୍ୟ ନେବେ

ନୂଆଦିଲ୍ଲୀ,୨୩ା୬: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ଚାହାନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର କହିଛନ୍ତି। ତେବେ ଏହି ତୈଳ ଉପରେ ଜିଏସ୍‌ଟି ହାର ସମ୍ପର୍କରେ ରାଜ୍ୟ...

ଉଚ୍ଚ ସ୍ତରୀୟ ବୈଠକ କରିବେ ଶାହା

ନୂଆଦିଲ୍ଲୀ,୨୩।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମୌସୁମୀ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବେ। ପ୍ରତିବର୍ଷ ବିହାର, ଆସାମ ଏବଂ ଅନ୍ୟାନ୍ୟ ପୂର୍ବ ରାଜ୍ୟଗୁଡିକର ବଡ଼ ଅଞ୍ଚଳ ମୌସୁମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri