ଜାତୀୟ

ରାଜ୍ୟ ସଭା ପାଇଁ ସବୁ ଖେଳ

ନୂଆଦିଲ୍ଲୀ,୧୨ା୩: ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ସଭାର ୫୫ ଆସନ ପାଇଁ ନିର୍ବାଚନ ହେବ। ଏପ୍ରିଲରେ ଉଚ୍ଚ ସଦନର ୫୫ ସଦସ୍ୟ ଅବସର ନେବା ପରେ ଖାଲି ହେବାକୁ ଥିବା ୧୭ ରାଜ୍ୟର ଏହି ଆସନଗୁଡ଼ିକରେ ଭୋଟ ପାଇଁ ନିର୍ବାଚନ...

ଏନ୍‌ଆର୍‌ଆଇ-ବିଦେଶୀ ନାଗରିକଙ୍କ ପାଇଁ ତିରୁପତି ମନ୍ଦିରରେ ପ୍ରବେଶ କଟକଣା

ହାଇଦ୍ରାବାଦ୍‌,୧୧।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତିରୁମଲା ତିରୁପତି ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏନ୍‌ଆର୍‌ଆଇ ଏବଂ ବିଦେଶୀ ନାଗରିକ ଭାରତରେ ପହଞ୍ଚିବାର ୨୮ ଦିନ ପର୍ଯ୍ୟନ୍ତ ମନ୍ଦିରକୁ...

ଆସାମ ଡିଟେନ୍‌ଶନ୍‌ ସେଣ୍ଟରରେ ୮୦୨ ଲୋକ: ସରକାର

ନୂଆଦିଲ୍ଲୀ,୧୧।୩: ଆସାମ ଡିଟେନ୍‌ଶନ୍‌ ସେଣ୍ଟରରେ ୮୦୨ ଲୋକଙ୍କୁ ବନ୍ଦ ରଖାଯାଇଛି। ଏନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୬ ସୁଦ୍ଧା ଏଭଳି ସ୍ଥିତି ଥିତ୍ବା ସେ ଏକ ଲିଖିତ...

ଦିଲ୍ଲୀରେ ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ଆସିଥିଲେ ୩୦୦ରୁ ଅଧିକ ଲୋକ: ଶାହା

ନୂଆଦିଲ୍ଲୀ, ୧୧।୩: ଦିଲ୍ଲୀ ଦଙ୍ଗା ଏକ ଷଡ଼ଯନ୍ତ୍ର ଥିଲା। ଦଙ୍ଗା ଭିଆଇବା ପାଇଁ ଉତ୍ତରପ୍ରଦେଶରୁ ୩୦୦ରୁ ଅଧିକ ଲୋକ ଆସିଥିଲେ। ଉତ୍ତର-ପୂର୍ବ ଦିଲ୍ଲୀର ସୀମା ଉତ୍ତରପ୍ରଦେଶକୁ ଲାଗିଥିବାରୁ ଦଙ୍ଗାକାରୀ ସହଜରେ ସହରରେ ପ୍ରବେଶ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କଲେ ଦୋଷୀ ପବନ

ନୂଆଦିଲ୍ଲୀ,୧୧।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଏବେ ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କରିଛନ୍ତି। ସେ କହିଛନ୍ତି ମଣ୍ଡୋଲି ଜେଲରେ ଥିବା ବେଳେ ୨ପୋଲିସ ତାଙ୍କୁ ପିଟିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ...

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ଜମ୍ମୁର ୫ ଜିଲାରେ ବନ୍ଦ ହେଲା ସିନେମା ହଲ୍‌

ଜମ୍ମୁ,୧୧।୩: କରୋନା ଭାଇରସ ଭାରତରେ ତା’ର ସ୍ଥିତି ଜାହିର କରିଥିବା ବେଳେ ଏବେ ଏହା ବଢିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ଛୁଇଁଥିବା ବେଳେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ଇତି ମଧ୍ୟରେ ଇଟାଲିରୁ ଏୟାର...

ମୋ ଜୀବନରେ ଘଟିଛି ୨ଟି ଗୁରୁତ୍ୱପୂର୍ଣ୍ଣ ଘଟଣା: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସେ କହିଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ୨ଟି ଲାଇଫ୍‌ ଚେଞ୍ଚିଙ୍ଗ ଇଭେଣ୍ଟ ହୋଇଛି।...

ଡିକେ ଶିବକୁମାର ହେଲେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ ବିଧାୟକ ଅନିଲ ଚୌଧୂରୀ। କର୍ନାଟକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ଦିଲ୍ଲୀ ଦଙ୍ଗା ସମୟରେ ଶାହା ଥିଲେ କେଉଁଠି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୧।୩: ଦିଲ୍ଲୀରେ ଦଙ୍ଗା ଜାରି ରହିଥିବା ସମୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ ପ୍ରଶ୍ନ କରିଛନ୍ତି। ଦେଶର ରାଜଧାନୀ ଜଳୁଥିବା ବେଳେ ଶାହା ଅବା ଅନ୍ୟ ୨...

୩ ପିଢ଼ିର ଇତିହାସ: ବିଜୟାରାଜେ-ମାଧବରାଓଙ୍କ ପଦାନୁସରଣ କଲେ ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। ଲଗାତାର ତୃତୀୟ ପିଢ଼ି ଧରି ସିନ୍ଧିଆ ରାଜପରିବାର ସଦସ୍ୟ କଂଗ୍ରେସ ପରିତ୍ୟାଗ କରିଛନ୍ତି। ପୂର୍ବରୁ ବୁଢ଼ୀ ମା ଓ ପିତା କଂଗ୍ରେସ ଛାଡ଼ିଥିବାବେଳେ ଏବେ...

ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ ଶୁକ୍ରବାର ଭାଜପା ପକ୍ଷରୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ...

ଭାଜପାରେ ଜ୍ୟୋତିରାଦିତ୍ୟଙ୍କ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ପ୍ରଭାତ: ହାତରୁ ରାଜ୍ୟ ସଭା ଆସନ ଯିବା ଆଶଙ୍କା

ନୂଆଦିଲ୍ଲୀ,୧୧।୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଜପାରେ ଦେଇଛନ୍ତି। ତେବେ ଭାଜପାରେ ତାଙ୍କର ଏଣ୍ଟ୍ରି ପରେ ଦଳର ବରିଷ୍ଠ ନେତା ପ୍ରଭାତ ଝା ଅସନ୍ତୁଷ୍ଟ ହୋଇଛନ୍ତି। ସେ ମଧ୍ୟପ୍ରଦେଶରୁ ଭାଜପା କୋଟାରେ ରାଜ୍ୟ ସଭାକୁ ଯାଇଥାନ୍ତେ। ତେବେ ଜ୍ୟୋତିରାଦିତ୍ୟଙ୍କୁ ତାଙ୍କ ସ୍ଥାନରେ ରାଜ୍ୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri