ଜାତୀୟ

ଦିଲ୍ଲୀ ହିଂସା ଯୋଜନାବଦ୍ଧ ନରସଂହାର: ମମତା

କୋଲକାତା,୨।୩: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଦଙ୍ଗାକୁ ନରସଂହାର ବୋଲି କହିଛନ୍ତି। ସୋମବାର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଦିଲ୍ଲୀ ଦଙ୍ଗା ଏକ ଯୋଜନାବଦ୍ଧ ନରସଂହାର।...

ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ଆଖିରେ କଳାପଟି ବାନ୍ଧିବା ସହ ପାଟିରେ ଆଙ୍ଗୁଠି ଦେଇଥିବା...

୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି ଚିକିତ୍ସକ କହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୀତା ମଞ୍ଜୁନାଥ ନାମକ ଜଣେ ମହିଳାଙ୍କ...

ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମାର୍ଚ୍ଚ ୩...

ପରଲୋକରେ ଭାଜପା ବିଧାୟକ ବିରେନ୍ଦ୍ର ସିରୋହି

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବୁଲନ୍ଦଶରର ସଦର ବିଧାନସଭା ଆସନର ଭାଜାପା ବିଧାୟକ ବିରେନ୍ଦ୍ର ସିଂହ ସିରୋହିଙ୍କ ସୋମବାର ପରଲୋକ ହୋଇଛି। ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭୋର ୩ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩...

ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି ଭଳି ଛୁଟି ନେଉଛନ୍ତି। ରବିବାର ନିଜ ନିଜର ପରିବାର କାର୍ଯ୍ୟରେ ସେମାନେ ଲାଗି...

ଏଣିକି ଅସ୍ତ୍ରଶସ୍ତ୍ର ବିକିବ ଭାରତ: ୨୮୦ କୋଟିର ଚୁକ୍ତି

ନୂଆଦିଲ୍ଲୀ,୨।୩: ଭାରତକୁ ଏକ ବଡ଼ ସଫଳତା ମିଳିଛି। ଭାରତ-ଆର୍ମେନିଆ ମଧ୍ୟରେ ୨୮୦ କୋଟି ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ଚୁକ୍ତି ହୋଇଛି। ଏହା ଅନୁସାରେ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବେ ବାହାର ଦେଶକୁ...

ବିମାନରେ ଯାତ୍ରା କରିବା ସମୟରେ ବ୍ୟବହାର କରିପାରିବେ ଫେସବୁକ୍‌, ଟୁଇଟର

ନୂଆଦିଲ୍ଲୀ,୨।୩: ବିମାନ ଯାତ୍ରା ସମୟରେ ଏଣିକି ଯାତ୍ରୀଙ୍କୁ ମିଳିବ ଆଉ ଏକ ସୁବିଧା। ଏବେ ଯାତ୍ରୀମାନେ ବିମାନରେ ଫେସବୁକ, ଟୁଇଟର ଆଦି ବ୍ୟବହାର ପାରିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏବେ ଯାତ୍ରୀଙ୍କୁ ଓ୍ବାଇ ଫାଇ ସୁବିଧା ଯୋଗାଇ...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୨।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମଧ୍ୟ କୋର୍ଟ ମନା କରି ଦେଇଛନ୍ତି। ଏବେ...

ରାମ ମନ୍ଦିର ଭୂମୀ ପୂଜା ପାଇଁ ସବୁ ପବିତ୍ର ନଦୀ-ସମୁଦ୍ରରୁ ଆସିବ ଜଳ !

ନୂଆଦିଲ୍ଲୀ,୨।୩: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରସ୍ତୁତି ଯୋର ସୋରରେ ଚାଲିଛି। ଗର୍ଭଗୃହ ତଳର ମାଟିର ଶକ୍ତି ସହ ସମ୍ପୂର୍ଣ୍ଣ ଭୂମୀର ସର୍ଭେ କରାଯାଇ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି କୁହାଯାଉଛି। ତେବେ ଏହି ଭୂମୀ ପୂଜା...

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ସୋମବାର ସୁଦ୍ଧା ଏହା ୪୬ରେ ପହଞ୍ଚିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏହା ଅଧିକ...

‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଇ ୩ ଭାଜପା କର୍ମକର୍ତ୍ତା ଗିରଫ

କୋଲକାତା,୨।୩: ପଶ୍ଚିମବଙ୍ଗ କୋଲକାତାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଆୟୋଜିତ ଏକ ରାଲିରେ ଯୋଗଦେଇଥିଲେ। ଏହି ଅବସରରେ ୩ ଭାଜପା କର୍ମକର୍ତ୍ତା ‘ଦେଶଦ୍ରୋହୀଙ୍କୁ ଗୁଳି କର’ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଥିଲା। ପରେ କୋଲକାତା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri