ଜାତୀୟ

ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ!

କୋଚି,୧।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ବହୁ ପୂର୍ବରୁ କରାଯାଇଛି। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ୩୬ ବର୍ଷ ଯୁବକଙ୍କ ଏର୍ନାକୁଲମ ସରକାରୀ ମେଡିକାଲ କଲେଜରେ ମୃତ୍ୟୁ ହେବା ପରେ ଏହା ଭାରତର କରୋନା ଭାଇରସ ସଂକ୍ରମିତ...

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬ ବର୍ଷ ମଧ୍ୟରେ ଦେଶରେ ୭ ଥର ବଡ଼ ଧରଣର ଦଙ୍ଗା ଘଟିଛି। ଏଥିରେ...

ପରିବାର ସହ ବର୍ଷକୁ ଶହେ ଦିନ ରହିବେ ଏନ୍‌ଏସ୍‌ଜି ଯବାନ: ଶାହା

କୋଲକାତା,୧।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ସକାଳ ପ୍ରାୟ ୧୧ଟାରେ କୋଲକାତାରେ ପହଞ୍ଚିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ(ଏନ୍‌ଏସ୍‌ଜି)ର ନୂତନ ଗୃହ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ଅବସରରେ ଶାହା କହିଛନ୍ତି...

ଭାରତୀୟ ସେନାର ପ୍ରଥମ ଲେଫ୍ଟନାଣ୍ଟ ଜେନେରାଲ ଦମ୍ପତି

ନୂଆଦିଲ୍ଲୀ,୧।୩: ସେନାରେ ମହିଳାଙ୍କୁ କମାଣ୍ଡ୍‌ ନିଯୁକ୍ତି ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଶନିବାର ମେଜର ଜେନେରାଲ ମାଧୁରୀ କାନିତକରଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ର଼୍ୟାଙ୍କ ପାଇଁ ପ୍ରମୋଶନ ମିଳିଛି। ଏହା ସହିତ ସେନାରେ ଏହି ପଦବୀ ପାଇବାରେ କାନିତକର ପ୍ରଥମ...

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ୧୩୬ କୋଟି ସଂଗ୍ରହ

ଅହମଦାବାଦ,୧।୩: ମନ୍ଦିର ନିର୍ମାଣ ପାଇଁ ଗୁଜରାଟରେ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଧନବର୍ଷା କରିଛନ୍ତି। ମାତ୍ର ୧୧୦ ମିନିଟରେ ୧୩୬ କୋଟି ଟଙ୍କାର ଚାନ୍ଦା ସଂଗ୍ରହ ହୋଇଛି। ତେବେ ୪୦ କୋଟି ଟଙ୍କା କମ ପଡ଼ିବାରୁ ଆବଶ୍ୟକ ଟଙ୍କା...

ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାର୍ଚ୍ଚ ୫ରେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କର ବିବାହ ହେବାକୁ ଯାଉଛି। ହାଇଦ୍ରାବାଦର ଉଦ୍ୟୋଗପତି...

‘ସାମ୍‌ନା’ର ନୂଆ ସମ୍ପାଦିକା ହେଲେ ରଶ୍ମୀ

ମୁମ୍ବାଇ,୧।୩: ଶିବସେନାର ମୁଖପତ୍ର ‘ସାମ୍‌ନା’ର ନୂଆ ସମ୍ପାଦିକା ଭାବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହାର ସମ୍ପାଦକ ପଦରେ ନିଜେ ଉଦ୍ଧବ ଠାକରେ ଥିବା ବେଳେ ଏବେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ...

ଇରାନରେ ଥିବା ଭାରତୀୟଙ୍କୁ ଏୟାରଲିପ୍ଟ କରିବାକୁ ଚାଲିଛି ପ୍ରସ୍ତୁତି !

ନୂଆଦିଲ୍ଲୀ,୧।୩: ଚାଇନା ଓ ଦକ୍ଷିଣ କୋରିଆ ପରେ ଏବେ ଇରାନରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏବେସୁଦ୍ଧା ଇରାନରେ କରୋନା ଭାଇରସରେ ସଂକ୍ରମିତ ହୋଇ ୪୦ ଜଣଙ୍କ ମୃତ୍ୟୁ ହେଲାଣି।...

ଶାହୀନ ବାଗରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ,୧।୩: ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ ବେଶ୍‌ କିଛିଦିନ ହେବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାଖାପାଖି ଅଢେଇ ମାସ ହେବ ଶାହୀନ ବାଗଠାରେ ଯାତାୟାତ ପାଇଁ ରାସ୍ତା ବନ୍ଦ ରହିଛି। ହିନ୍ଦୁ ସେନା...

ନୀତୀଶଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ଜନ୍ମଦିନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ନୀତୀଶଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ରାଜନୀତିରେ ତାଙ୍କର ଅବଦାନ...

ବିନା ଖାଦ୍ୟ, ଔଷଧରେ ୬ ଓଡ଼ିଆ ପରିବାର

ନୂଆଦିଲ୍ଲୀ,୧।୩: ଉତ୍ତରପୂର୍ବ ଦିଲ୍ଲୀରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଛି। ଏହା ସତ୍ତ୍ୱେ ଖଜୁରି ଖାସ୍‌ ଅଞ୍ଚଳରେ ରହିଥିବା ୬ ଓଡ଼ିଆ ପରିବାର ଏବେ ବି ଦଙ୍ଗାଜନିତ ମାନସିକ ଆଘାତରୁ ମୁକୁଳିପାରି ନାହାନ୍ତି। ଦଙ୍ଗା ସମୟର କଥା ମନେପକାଇ ସେମାନେ କହିଛନ୍ତି,...

‘ଗୋଲି ମାରୋ’ ସ୍ଲୋଗାନ ଦେଇ ୬ ଗିରଫ

ନୂଆଦିଲ୍ଲୀ,୧।୩(ପି.ଟି.): ଦିଲ୍ଲୀର ସବୁଠୁ ବ୍ୟସ୍ତ ରାଜୀବ ଚୌକ ମେଟ୍ରୋ ଷ୍ଟେଶନରେ ଶନିବାର ସକାଳେ ‘ଗୋଲି ମାରୋ’ ସ୍ଲୋଗାନ ଦେଇଥିବା ୬ ଜଣ ଯୁବକଙ୍କୁ ମେଟ୍ରୋ କର୍ମଚାରୀ ଓ ସୁରକ୍ଷା କର୍ମୀ କାବୁ କରି ରେଲଓ୍ବେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସେମାନଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri