ଜାତୀୟ

ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଲେଖକ ଚେତନ ଭଗତ ମୁହାଁମୁହିଁ ହୋଇଛନ୍ତି। ଚେତନ ଟୁଇଟ୍‌ କରି କହିଥିଲେ ଯେ, ଦୁନିଆ ଚନ୍ଦ୍ରରେ...

ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା

ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର ଓଜନ ରହିଛି ୧.୭୧୬ କିଲୋଗ୍ରାମ। ବୁଧବାର ଶ୍ରମିକମାନେ ଜମ୍ବୁକେଶ୍ୱର ମନ୍ଦିର କାମ ପାଇଁ...

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି ଦେଇ ସାମ୍ପ୍ରଦାୟିକ ସଦ୍‌ଭାବର ଊଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ସରଗାପୁରର ଟିକମଗଡ଼ ଅଞ୍ଚଳର...

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିଶ ଏସ୍‌ ମୁରଲିଧରଙ୍କ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ରାତି ଅଧରେ ତାଙ୍କୁ ବଦଳି କରାଯାଇ ଏବେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା...

ପ୍ରଶାନ୍ତ କିଶୋରଙ୍କ ନାଁରେ ଅଭିଯୋଗ

ପାଟନା,୨୭।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ନାଁରେ ଆସିଛି ଅଭିଯୋଗ। ବିହାରର ପାଟନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି। ‘ବାତ ବିହାର କି’ କାର୍ଯ୍ୟକ୍ରମକୁ ନେଇ ଏହି ଅଭିଯୋଗ ହୋଇଛି। ଏଥିରେ ସେ କଣ୍ଟେଣ୍ଟ ଚୋରି କରିଥିବା...

ଡିଏମ୍‌କେ ବିଧାୟକ କେପିପି ସାମୀଙ୍କ ପରଲୋକ

ଚେନ୍ନାଇ,୨୭।୨: ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍‌କେ ବିଧାୟକ କେପିପି ସାମୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ୨୦୦୬-୧୧ ପର୍ଯ୍ୟନ୍ତ ଡିଏମ୍‌କେ ସରକାରରେ ସେ...

କରୋନା ଭାଇରସ: ଜାପାନ ଜାହାଜରେ ଫସିଥିବା ୧୧୯ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ପହଞ୍ଚିଲେ

ନୂଆଦିଲ୍ଲୀ,୨୭।୨: ଚାଇନାର ଉହାନ ସହରରେ ଫଶି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯାଇଥିବା ବାୟୁସେନାର ସ୍ବତନ୍ତ୍ର ବିମାନ ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିଛି। ଏହାସହ ଜାପାନ ଉପକୂଳରେ ଲାଗିଥିବା ଡାଇମଣ୍ଡ ପ୍ରିନସେସ୍‌ ଜାହାଜରେ କରୋନା ଭାଇରସ ଯୋଗୁ ଫଶି...

ବିବାହରେ ମନ୍ତ୍ର ବଦଳରେ ପଢ଼ାଗଲା ଆମେ ଭାରତବାସୀ…

କାଙ୍କେର,୨୭।୨: ବିବାହରେ ମନ୍ତ୍ର ପାଠ କରାଯାଇଥାଏ। ତେବେ ଛତିଶଗଡ଼ କାଙ୍କେରରେ ଏକ ଏକ ବିବାହ ଉତ୍ସବରେ ମନ୍ତ୍ର ବଦଳରେ ଆମେ ଭାରତବାସୀ ପାଠ କରାଯାଇ କନ୍ୟା-ବର ପରସ୍ପରକୁ ଜୀବନ ସାଥିଭାବେ ଗ୍ରହଣ କରିଛନ୍ତି। ଏହା ସହିତ ସମ୍ବିଧାନ ପାଠ ମଧ୍ୟ...

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମେହବୁବାଙ୍କ ଅଟକକୁ ତାଙ୍କ ଝିଅ ଇଲତିଜା ମୁଫ୍‌ତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ...

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା ଦାଏର ହୋଇନି ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ଏତଲା...

‘ସେମାନେ ମୋତେ ଆତଙ୍କବାଦୀ କହୁଛନ୍ତି’

ନୂଆଦିଲ୍ଲୀ, ୨୭ା୨: ଦିଲ୍ଲୀ ପୋଲିସକୁ ୩ ଦିନ ସମୟ ଦେଇ ସିଏଏ ବିକ୍ଷୋଭକାରୀଙ୍କୁ ହଟାଅ ନ ହେଲେ ସେମାନେ ପରିଣାମ ଭୋଗିବେ ବୋଲି କହିଥିବା ଭାଜପା ନେତା କପିଲ ମିଶ୍ର ପୁଣି ବୁଧବାର ହିନ୍ଦୀରେ ଏକ ଟୁଇଟ କରି ସେମାନେ...

କେଜ୍‌ରିଓ୍ବାଲ କହିଲେ ବାହାର ଲୋକ କାମ

ନୂଆଦିଲ୍ଲୀ,୨୭ା୨: ଉତ୍ତର-ପୂର୍ବ ଦିଲ୍ଲୀରେ ଦିଲ୍ଲୀବାସୀ ହିଂସା ଭିଆଇନାହାନ୍ତି। ସେମାନେ ଶାନ୍ତି ଚାହାନ୍ତି। ଯାହାକିଛି ଘଟିଛି ସେଥିରେ ‘ଆମ୍‌ ଆଦ୍‌ମୀ’ଙ୍କ ଭୂମିକା ନାହିଁ, ଏହା ପଛରେ ବାହାର ଲୋକଙ୍କ ହାତ ରହିଛି। ଅସାମାଜିକ ତତ୍ତ୍ୱ, ରାଜନୈତିକ ଓ ବାହାର ଲୋକ ଏପରି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri