ଜାତୀୟ

ସାନିଟାଇଜର୍‌ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !

ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି। ତେବେ ଏହାଦ୍ୱାରା ଆଗାମୀ ଦିନରେ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା ଦେଖାଦେଇଥିବା ଏକ...

୪-୬ ମାସ ମଧ୍ୟରେ ମିଳିପାରେ ଖୁସି ଖବର: କରୋନା ପ୍ରତିଷେଧକ ଟୀକାର ପ୍ରୟୋଗ ପ୍ରାଣୀଙ୍କଠାରେ ଆରମ୍ଭ !

ନୂଆଦିଲ୍ଲୀ,୮।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ଟୀକା ପ୍ରସ୍ତୁତି ଉପରେ ଭାରତରେ ଉଦ୍ୟମ ଜାରି ରହିଛି। ଜାୟଡସ୍‌ କୈଡିଲା ଔଷଧ କମ୍ପାନୀ ପକ୍ଷରୁ କରୋନା ପ୍ରତିଷେଧକ...

କରୋନା ହରାଇବା ପାଇଁ ଅଣ୍ଟାଭିଡ଼ା: ପ୍ରତିଦିନ ତିଆରି ହେଉଛି ୫୦ ଲକ୍ଷ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌

ଡେରାଡୁନ୍‌,୮।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଆମେରିକା, ବ୍ରାଜିଲ୍‌ ସମେତ ଅନ୍ୟ ୩୦ରୁ ଅଧିକ ଦେଶରେ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ର ଚାହିଦା ବୃଦ୍ଧି ପାଇଛି। ଭାରତରୁ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ନେବା ପାଇଁ ବିଭିନ୍ନ ଦେଶ ଅନୁରୋଧ କରିଛନ୍ତି।...

ଦେଶଦ୍ରୋହ ମାମଲାରେ ବିଧାୟକ ଗିରଫ

ଗୁଆହାଟୀ,୮ା୪: କ୍ୱାରାଣ୍ଟାଇନ ସେଣ୍ଟରକୁ ନେଇ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବା ଆସାମର ବିଧାୟକ ଅମିନୁଲ ଇସ୍‌ଲାମଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଆସାମରେ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକ ବିପଜ୍ଜନକ ଓ ଏହାର ଅବସ୍ଥା ଅଟକ...

ତଦନ୍ତ ପାଇଁ ମୌଲାନା ପ୍ରସ୍ତୁତ

ନୂଆଦିଲ୍ଲୀ,୮ା୪: ସାରା ଦେଶରେ କରୋନା ଭୂତାଣୁର ବିଷମଞ୍ଜି ବୁଣିଥିବା ତବଲିଘି ଜମାତ୍‌ ମରକଜ୍‌ ମୁଖ୍ୟ ମହମ୍ମଦ ସାଦ୍‌ କାନ୍ଧଲଭିଙ୍କ ବିରୋଧରେ ମାମଲା ଦାଏର ହେବା ପରଠୁ ସେ ଫେରାର ଅଛନ୍ତି। ସେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି ଏବଂ ଆସନ୍ତା ୮-୯ ଦିନରେ...

ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ ଉପରୁ କଟକଣା ଆଂଶିକ ଉଠାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧ ଯୋଗାଇଦେବା...

କଳାବଜାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୪: ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଜିନିଷ ମିଳୁ ନ ଥିବା ନଜରକୁ ଆସିଛି। ଏଭଳି ସ୍ଥିତିରେ ବ୍ୟବସାୟୀମାନେ ଜିନିଷ ହୋର୍ଡିଂକରି ରଖୁଥିବା ବେଳେ କେତେକେ...

ରିଲିଫ୍‌ କେନ୍ଦ୍ର ସମ୍ପର୍କରେ ସୂଚନା ଦେବ ଗୁଗଲ୍‌ ମ୍ୟାପ୍‌

ନୂଆଦିଲ୍ଲୀ, ୮।୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ରାଜ୍ୟର ବିଭିନ୍ନ ସ୍ଥାନରେ ଦାଦନ ଶ୍ରମିକମାନେ ଅଟକି ରହିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ସାଙ୍ଗକୁ ସମସ୍ତ...

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ...

ଉତ୍ତରପ୍ରଦେଶର ୩୧ଟି ଅଞ୍ଚଳ ସମ୍ପୂର୍ଣ୍ଣ ସିଲ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶରେ ବିଭିନ୍ନ ଜିଲାର ୩୧ରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ମଙ୍ଗଳବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ଅଞ୍ଚଳକୁ ଏବେ କେହି ଯାଆସ କରିପାରିବେ ନାହିଁ। ତେବେ ଯେଉଁ ଅଞ୍ଚଳଗୁଡିକୁ ସିଲ୍‌ କରାଯାଇଛି ସେଠାରେ ଗତ ୪୮ ଘଣ୍ଟା ମଧ୍ୟରେ...

ଭାରତ ପାଇଁ ଖୁସି ଖବର: ପ୍ରଥମଥର ପାଇଁ ୮ ଦିନ ମଧ୍ୟରେ ୨୦ ପ୍ରତିଶତ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଇତିମଧ୍ୟରେ ଗତ ୮ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଏପ୍ରିଲ୍‌ ନୂଆ କରୋନା ସଂକ୍ରମିତଙ୍କ...

୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦିଲ୍ଲୀରେ ୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ମଙ୍ଗଳବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିମଧ୍ୟରୁ ୮ ହଜାରଙ୍କ ପାଇଁ ହସ୍ପିଟାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri