ଜାତୀୟ

ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ଦେଉଛି ପ୍ରେରଣା: ଟ୍ରମ୍ପ୍‌

ଅହମଦାବାଦ୍‌,୨୪।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଶୈଳୀ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହା ସୂଚିତ କରୁଛି ଯେ, ଭାରତୀୟ ଯେ କୌଣସି କାର୍ଯ୍ୟରେ...

ଜୟଲଲିଥାଙ୍କ ଜନ୍ମଦିନରେ ନବଜାତକଙ୍କୁ ସୁନାମୁଦି ଉପହାର

ଚେନ୍ନାଇ,୨୪।୨: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜେ. ଜୟଲଲିଥାଙ୍କ ୭୨ତମ ଜନ୍ମଦିନରେ ମନ୍ତ୍ରୀ ଡି.ଜୟକୁମାର ଆର୍‌ଏସ୍‌ଆର୍‌ଏମ୍‌ ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ସୋମବାର ସୁନାମୁଦି ଉପହାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ବାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ‘ନମସ୍ତେ ଟ୍ରମ୍ପ୍‌’: ହେବ କି ସଫଳ ‘ହାଓ୍ବଡ଼ି ମୋଦି’ ଭଳି !

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଅହମଦାବାଦ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହୋଇଛି। ଏଠି ହୁଏତ ପ୍ରଶ୍ନ ଉଠିପାରେ ଭାରତର ଅନ୍ୟ କୌଣସି ସ୍ଥାନରେ ଏହି...

ହ୍ବାଇଟ୍‌ କଲର ଜମ୍ପଶୁଟ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଆମେରିକାର ଫାଷ୍ଟ ଲେଡି

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ସହ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ଅଛନ୍ତି ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ଦିନ ପ୍ରାୟ ୧୨ଟାରେ ଟ୍ରମ୍ପ ଦମ୍ପତି ଝିଅ-ଜ୍ୱାଇଁଙ୍କ ସହ ମିଶି ଗୁଜରାଟ ଅହମଦାବାଦର...

ଭିଜିଟର୍ସ ବୁକ୍‌ରେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମଦାବାଦ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ମୋଦିଙ୍କ ସହ ମିଶି ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା...

ଟ୍ରମ୍ପଙ୍କ ସ୍ବାଗତ ପାଇଁ ୧୦୭ କେଜିର ୩ ଇଡ୍‌ଲି ତିଆରି କଲେ ଚେନ୍ନାଇ ଶେଫ୍‌

ଚେନ୍ନାଇ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ବାଗତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଚେନ୍ନାଇର ଇନିଆଭାନ ନାମକ ଜଣେ ଫୁଡ୍‌ ଆର୍ଟିଷ୍ଟ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ୩ଟି...

ସାବରମତୀରେ ଗାନ୍ଧୀଙ୍କ ଚରଖା ଦେଖିଲେ ଟ୍ରମ୍ପ୍‌-ମେଲାନିଆ

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଅହମଦାବାଦ୍‌ ବିମାନ ବନ୍ଦରରୁ ସିଧା ସଳଖ ପ୍ରାୟ ୭ କିମି ଦୂରରେ ଥିବା ସାବରମତୀ ଆଶ୍ରମରେ ପହଞ୍ଚିଛନ୍ତି। ସେଠାରେ ଟ୍ରମ୍ପ୍‌ ସ୍ତ୍ରୀ ମିଲେନିଆ ଟ୍ରମ୍ପ୍‌ଙ୍କ ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା...

ଅଷ୍ଟମ ଥର ପାଇଁ ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତରେ ଆସି ଅହମଦାବାଦ୍‌ରେ ସୋମବାର ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଛନ୍ତି। ଏହା ଟ୍ରମ୍ପ୍‌ଙ୍କର ପ୍ରଥମ ଭାରତ ଗସ୍ତ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂର୍ବରୁ ୭ ଥର...

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କର ସ୍ବାଗତ କରିଛନ୍ତି। ବିମାନ ବନ୍ଦରରୁ...

ସେନା ପୋଷାକ ସହ ଖାପ ଖାଉଥିବା ପୋଷାକ ପିନ୍ଧି ଅଡୁଆରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୨: ରାଜଧାନୀ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ରବିବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲୁଥିବା ବେଳେ ଦିଲ୍ଲୀ ପୋଲିସ ଏକ ଭୁଲ୍‌ କରି ବସିଥିବା ଆଲୋଚନା ହେଉଛି। ଏହି ସମୟରେ ଦିଲ୍ଲୀ ପୋଲିସ ଭାରତୀୟ...

୭୧ ବର୍ଷରେ ଆମେରିକା ଗସ୍ତ କରିଛନ୍ତି ୯ ଭାରତୀୟ ପ୍ରଧାନମନ୍ତ୍ରୀ: ମନମୋହନ ସର୍ବାଧିକ

ନୂଆଦିଲ୍ଲୀ,୨୪।୨: ଭାରତ ସ୍ବାଧୀନ ହେବାପରେ ଗତ ୭୧ ବର୍ଷ ମଧ୍ୟରେ ୯ ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସର୍ବାଧିକ ଅଧିକ ଥର ଆମେରିକା ଗସ୍ତ କରିଛନ୍ତି। ଦେଶର ପ୍ରଥମ...

ଢୋକଲା, ସମୋସା, ମସଲା ଚା’ର ମଜା ନେବେ ଟ୍ରମ୍ପ

ନୂଆଦିଲ୍ଲୀ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ, ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା, ଜ୍ୱାଇଁ ଜେରେଡ ଓ କେତେଜଣ ଉଚ୍ଚ ସ୍ତରୀୟ ପ୍ରତିନିଧିଙ୍କ ସହ ସୋମବାର ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ନେଇ ସବୁଠି ଉତ୍ସାହ ଦେଖିବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri