ଜାତୀୟ

ଆସନ୍ତାକାଲିଠାରୁ ଭୋପାଳରେ ଲକ୍‌ଡାଉନ୍‌ କଡ଼ାକଡ଼ି: ଖୋଲାରହିବ କ୍ଷୀର, ଔଷଧ ଦୋକାନ

ଭୋପାଳ,୫।୪: ମଧ୍ୟପ୍ରଦେଶରେ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ସେଠାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୨ ହୋଇଥିବା ବେଳେ ସେଥିରୁ ୧୩ ଜଣଙ୍କର ମୃତ୍ୟୁ ଘଟିସାରିଛି। ତୀବ୍ରଗତିରେ ବୃଦ୍ଧି ପାଉଥିବା କରୋନାକୁ ରୋକିବା ପାଇଁ...

ଲକଡାଉନ୍ ପରେ ହଟସ୍ପଟ୍ ଉପରେ କଡ଼ା ନଜର ରଖିବା ପାଇଁ ହେବ ସର୍ଭେଲାନ୍ସ

ନୂଆଦିଲ୍ଲୀ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।  ଏହା ଏପ୍ରିଲ୍ ୧୪ରେ ଶେଷ ହେବ । ଅଧିକ କରୋନା ସଂକ୍ରମଣ ହୋଇଥିବା ଅଞ୍ଚଳରେ ଲକଡାଉନ୍...

ବାନ୍ଦିପୋରାର ୬ଟି ଗାଁ ‘ରେଡ୍‌ ଜୋନ’ ଘୋଷିତ

ଶ୍ରୀନଗର,୫।୪: ସାରା ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌କୁ କଡ଼ାକଡି କରାଯିିବା ସହ କେତେକ କଟକଣା ମଧ୍ୟ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ କରୋନା ବ୍ୟାପିବାର ଅଧିକ ଭୟ ରହୁଛି...

୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେଲେ ଯୋଗୀ

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ରବିବାର ଯୋଗୀ ଆଦିତ୍ୟନାଥ ରାଜ୍ୟର ୩୭୭ ଧର୍ମଗୁରୁଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଛନ୍ତି। ଉତ୍ତରପ୍ରଦେଶର ଇତିହାସରେ ଏହା...

ସ୍ୱଚ୍ଛ ହେଲା ଗଙ୍ଗାଜଳ

ବାରାଣସୀ,୫ ।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବା ବେଳେ କଳକାରାଖାନାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଫଳରେ ଏବେ ବାରାଣସୀର ଗଙ୍ଗାଜଳ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛ ହୋଇଛି ବୋଲି କହିଛନ୍ତି କେମିକାଲ ଇଞ୍ଜିନିୟରିଂ ଆଣ୍ଡ...

ଲକଡାଉନ୍ ଯୋଗୁ ହୋଇପାରିଲାନି ଚିକିତ୍ସା: ଅନ୍ତିମ ସଂସ୍କାର ପାଇଁ ପିତାଙ୍କ ମୃତଦେହକୁ କାନ୍ଧ ଦେଲେ ୫ କନ୍ୟା

ଲକ୍ଷ୍ନୌ,୫ ।୪: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଆଲିଗଡ଼ରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ବନଦେବୀ ଥାନା ଅନ୍ତର୍ଗତ ନୁମାଇସ୍...

ଘରେ କ୍ୱାରାଣ୍ଟାଇନରେ ଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆପ୍ ଲଞ୍ଚ କଲେ ଗୋଆ ସରକାର

ପଣଜୀ,୫ ।୪: କରୋନା ସଂକ୍ରମଣ କାରଣରୁ ଯେଉଁମାନେ ଘରେ କ୍ୱାରାଣ୍ଟାଇନରେ ରହିଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଗୋଆ ସରକାର ଜିପିଏସ୍ ବେସ୍‌ଡ ଲୋକେଶନ ଟ୍ରାକର “କୋଭିଡ ଲୋକେଟର” ଆପ୍ ଲଞ୍ଚ କରିଛନ୍ତି । ଫଳରେ କ୍ୱାରାଣ୍ଟାଇନରେ ଥିବା ଲୋକେ...

ଲକ୍‌ଡାଉନ୍‌: ସରକାରଙ୍କ ସାହାଯ୍ୟ ଲୋଡିଲେ ରୂପଜୀବୀ

ନାସିକ,୫ ।୪: କରୋନା ଭାଇରସ କାରଣରୁ ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଫଳରେ ଅନେକ ଲୋକଙ୍କ ଜୀନଜୀବିକା ଉପରେ ଏହାର ପ୍ରଭାବ ପଢିଛି । ଏହି ସମୟରେ ସରକାରଙ୍କ ପକ୍ଷରୁ ବିପଏଲ୍ ପରିବାରକୁ ଚାଉଳ, ଗହମ ଆଦି...

କୋଭିଡ-୧୯: ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫ ।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ଏବେ ଏହାର ମୁକାବିଲା କରିବା ସରକାରଙ୍କ ପାଇଁ ଯେମିତି ଏକ ଚ୍ୟାଲେଞ୍ଜ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି...

ଡାକ୍ତରଙ୍କ ପରେ ଭାଇରାଲ ହେଉଛି ଏହି କରୋନା ଯୋଦ୍ଧାଙ୍କ ଫଟୋ

ଇନ୍ଦୋର,୫ ।୪: ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସୁଛି । ଡାକ୍ତର ଓ ନର୍ସଙ୍କ ବ୍ୟତୀତ ଏହି କରୋନା ଯୁଦ୍ଧରେ ପୋଲିସ କର୍ମଚାରୀଙ୍କର କିଛି କମ୍...

ଦେଶରେ ପ୍ରସ୍ତୁତ ହେଲାଣି ୩୨ ଲକ୍ଷ ମାସ୍କ୍‌: କାମରେ ଲାଗିଛନ୍ତି ୬୫ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ,୫ ।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାରୁ ଦୂରେଇ ରହିବା ଲାଗି ମାସ୍କ୍ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri