ଜାତୀୟ

ପୋଲରୁ ଏସ୍‌ୟୁଭି ଖସି ୭ ମୃତ

ମୁମ୍ବାଇ,୧୭ା୨: ମହାରାଷ୍ଟ୍ରର ୟବତମାଲ ଜିଲାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟି ୭ ଜୀବନ ଯାଇଛି। ସକାଳେ କଲାମ୍ବ-ଯୋଡ୍‌ମୋହା ରୋଡ୍‌ ନିକଟ ଏକ ପୋଲରୁ ଏସ୍‌ୟୁଭି ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଅନ୍ୟ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ...

ଯୁବତୀଙ୍କୁ ପୋଲିସର ଗଣବଳାତ୍କାର

ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସରେ ମାମଲା ରୁଜୁ...

ଶାହିନବାଗ୍‌ ବିକ୍ଷୋଭକାରୀଙ୍କୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୭ା୨ (ପି.ଟି.): ଦିଲ୍ଲୀର ଶାହିନବାଗ୍‌ରେ ସିଏଏ ବିରୋଧୀ ବିକ୍ଷୋଭ ବନ୍ଦହେବାର ନାଁ ନେଉନାହିଁ। ରବିବାର ସହସ୍ରାଧିକ ବିକ୍ଷୋଭକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା ଲାଗି ତାଙ୍କ ବାସଭବନ ଆଡ଼କୁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଅନେକ ମହିଳାଙ୍କ ସହ...

‘୩୭୦, ସିଏଏ ନିଷ୍ପତ୍ତି ଠିକ୍‌’

ବାରାଣସୀ,୧୭ା୨ (ପି.ଟି.): ସମ୍ବିଧାନର ଧାରା ୩୭୦ ଓ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ...

କଂଗ୍ରେସ ନେତାଙ୍କୁ ୧.୦୪ କୋଟିର ନୋଟିସ

ମୋରାଦାବାଦ,୧୭ା୨ (ପି.ଟି.): ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ସାମ୍ବୋଧନ କରିଥିବା କଂଗ୍ରେସ ନେତା ଇମ୍ରାନ୍‌ ପ୍ରତାପଗଡ଼ୀଙ୍କୁ ପ୍ରଶାସନ ପକ୍ଷରୁ ୧.୦୪ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଇମ୍ରାନ୍‌ ଗତ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ମୋରାଦାବାଦରୁ କଂଗ୍ରେସ...

ଟ୍ରମ୍ପ୍‌ଙ୍କ ଗସ୍ତ ପୂର୍ବରୁ ଧମକ

ନୂଆଦିଲ୍ଲୀ,୧୭ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଦେଇଛି ଆକ୍ରମଣ ଧମକ। ହତ୍ୟାକାରୀମାନଙ୍କୁ କ୍ଷମା ଦିଆଯିବ ନାହିଁ। ସେମାନଙ୍କ ଉପରେ ପ୍ରତିଶୋଧ ନିଆଯିବ ବୋଲି ଜୈଶ୍‌ ପକ୍ଷରୁ ଜାରି ଏକ...

କଶ୍ମୀର ମଧ୍ୟସ୍ଥତାକୁ ଭାରତର ନା

ନୂଆଦିଲ୍ଲୀ,୧୭ା୨: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପ୍ରସ୍ତାବ ଦେଇଥିବା ବେଳେ ଭାରତ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ବହିର୍ବ୍ୟାପାର...

ତେଲଙ୍ଗାନା ବିଧାନସଭାରେ ଆସିବ ସିଏଏ ବିରୋଧୀ ସଂକଳ୍ପନାମା

ହାଇଦ୍ରାବାଦ,୧୭ା୨: ଚାରିଟି ଅଣଭାଜପା ରାଜ୍ୟ ପରେ ତେଲଙ୍ଗାନା ବିଧାନସଭାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସଂକଳ୍ପନାମା ଆସିବାକୁ ଯାଉଛି। ପାର୍ଲାମେଣ୍ଟରେ ସିଏଏକୁ ବିରୋଧ କରିବା ପରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କାହିଁକି ଚୁପ୍‌ ବସିଛି ବୋଲି ବିରୋଧୀ...

୨୭ ବର୍ଷରେ ୪ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୨: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାସୀନ ହେଇଛି। ନିର୍ବାଚନ ପ୍ରଚାର ବେଳେ ଏହି ଦଳ ମହିଳା ସୁରକ୍ଷା ଓ ସଶକ୍ତୀକରଣ କଥା କହୁଥିବାବେଳେ ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ...

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଆରଜେଡି ନେତା

ପାଟ୍‌ନା, ୧୬।୨: ବିହାର ବିଧାନସଭା ନିର୍ବାଚନକୁ ଆହୁରି ୬ରୁ ୮ ମାସ ବାକି ଅଛି। ଏହା ପୂବର୍ର୍ରୁ ରାଜ୍ୟର ଦୁଇ ମୁଖ୍ୟ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ନେତାମାନେ ପରସ୍ପର ବିରୋଧୀ...

ଶପଥ ଗ୍ରହଣ ଉତ୍ସବରେ କେଜ୍‌ରିଓ୍ବାଲ ପିନ୍ଧିଥିବା ସ୍ବେଟର୍‌ର ଦାମ୍‌ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୬।୨: ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ। ଶପଥ ଗ୍ରହଣ ଉତ୍ସବରେ କଳାରଙ୍ଗର ପ୍ୟାଣ୍ଟ ସହିତ ଧଳାରଙ୍ଗ ଶାର୍ଟ ପିନ୍ଧିଥିଲେ। ତେବେ ସେ ପିନ୍ଧିଥିବା ମୋଣ୍ଟେ କାର୍ଲୋ...

କୋଳକାତା ରାଜା ବଜାରରେ ଦୁଇ ମହଲା ଘରେ ଲାଗିଲା ନିଆଁ

କୋଲକାତା,୧୬।୨: ପଶ୍ଚିମବଙ୍ଗ ନାରକେଲଦାଙ୍ଗ ଅଞ୍ଚଳରେ ଥିବା ରାଜା ବଜାରରେ ଏକ ଦୁଇ ମହଲା ଘରେ ରବିବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଖବର ପାଇଁ ୧୨ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବା ବେଳେ ଏପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri