ଜାତୀୟ

ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍‌ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ

ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା ସମ୍ପର୍କିତ ସମସ୍ତ ତଥ୍ୟକୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଶୀର୍ଷ...

ସ୍ପାଇସ୍‌ ଜେଟ୍‌ ବିମାନରୁ କରୋନା ସନ୍ଦେହରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୧୩।୨: ସ୍ପାଇସ୍‌ ଜେଟ୍‌ ବିମାନରୁ କରେନା ସନ୍ଦେହରେ ଜଣେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଛି। ବ୍ୟାଙ୍କକରୁ ଦିଲ୍ଲୀ ଆସୁଥିବା ଏସ୍ଜି-୮୮ ବିମାନରେ ଯାତ୍ରୀ ଜଣକ ଥିଲେ। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରି ତୁରନ୍ତ ଏଭଳି କରାଯାଇଥିବା କୁହାଯାଇଛି। ଦିଲ୍ଲୀ...

ଭୁଲ ସ୍ବୀକାର କଲେ ଶାହା: ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ନ ଥିଲା ଠିକ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜର ଭୁଲ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ନିର୍ବାଚନ ନେଇ ମୋର ଆକଳନ ଠିକ ନ ଥିଲା। ଭାଜପା ଏକ ବଡ଼ ରାଜନୈତିକ...

କଂଗ୍ରେସ ନୂଆ ଚିନ୍ତାଧାରା ନେଇ କାର୍ଯ୍ୟ କରିବା ଆବଶ୍ୟକ: ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ,୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଛନ୍ତି। ଦେଶରେ ବହୁ ପ୍ରସଙ୍ଗ ଏବେ ବଦଳିସାରିଛି। ତେଣୁ କଂଗ୍ରେସ ନୂଆ ବିଚାରଧାରା ସହିତ କାର୍ଯ୍ୟ କରିବା ଆବଶ୍ୟକ। ଦିଲ୍ଲୀରେ ଲଗାତାର ୧୫...

ଟ୍ରମ୍ପ୍‌ ଦେଖିବେନି ଗୁଜରାଟ ଦାରିଦ୍ର୍ୟ: ଝୁମ୍ପୁଡ଼ି ବସ୍ତି ଆଗରେ ତିଆରି ହେଲା ପ୍ରାଚୀର

ଅହମଦାବାଦ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସିବେ। ସେ ଗୁଜରାଟର ଅହମଦାବାଦରେ କେମ୍‌ ଛୋ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ଅହମଦାବାଦ୍‌ ମ୍ୟୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅହମଦାବାଦ୍‌ ବିମାନବନ୍ଦରଠାରୁ...

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ...

ପ୍ରବାସୀ ଭାରତୀୟ କେନ୍ଦ୍ରର ବଦଳିବ ନାମ: ହେବ ସୁଷମା ସ୍ବରାଜ ଭବନ

ନୂଆଦିଲ୍ଲୀ,୧୩।୨: ଭାଜପା ସଦସ୍ୟ ସୁଷମା ସ୍ବରାଜଙ୍କ ୬୮ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସରକାର ପ୍ରବାସୀ ଭାରତୀୟ କେନ୍ଦ୍ରର ନାମ ବଦଳାଇବାକୁ ନିଷ୍ପତ୍ତି କରିଛନ୍ତି। ଏହାକୁ ସୁଷମା ସ୍ବରାଜ ଭବନ ଭାବେ...

କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌ ଡେ’। ପ୍ରେମକୁ ନେଇ କେତେ କ’ଣ ଆଲୋଚନା ହେଉଥିବା ବେଳେ ମନକୁ ଆସେ...

ମନେ ପଡିଲେନି ମମତା

କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍‌ ଲେକ୍‌ ସେକ୍ଟର-୫ ଓ ସତ୍‌ ଲେକ୍‌ ଷ୍ଟାଡିୟମ ମଧ୍ୟରେ ଉଦ୍‌ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍‌ଘାଟନ ଉତ୍ସବ ପାଇଁ ଯେଉଁ ନିମନ୍ତ୍ରଣ ପତ୍ର ଛପାଯାଇଥିଲା ତାହ ଏବେ ଚର୍ଚ୍ଚାକୁ ଆସିଛି। ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ରତନ ଟାଟାଙ୍କ ପ୍ରେମ କାହାଣୀ: ଚାଇନା ଯୋଗୁ ପ୍ରେମିକାଙ୍କୁ କରିପାରିଲେନି ବିବାହ

ମୁମ୍ବାଇ,୧୩।୨: ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ଚାଇନା ଯୋଗୁ ପ୍ରେମିକାଙ୍କୁ ବିବାହ କରି ପାରି ନ ଥିଲେ। ଏ ସମ୍ପର୍କରେ ସେ ନିଜ ଫେସ୍‌ବୁକ୍‌ ପେଜ୍‌ ହ୍ୟୁମାନ୍ସ୍‌ ଅଫ୍‌ ଦି ବମ୍ବେରେ ଶେୟାର କରିଛନ୍ତି। ରତନଟାଟା ଏହାକୁ ବୁଧବାର...

ପୁଲଓ୍ବାମା ଆକ୍ରମଣ: ଶହୀଦ୍‌ଙ୍କୁ ଝୁରୁଛି ମାତୃଭୂମି

ନୂଆଦିଲ୍ଲୀ,୧୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ୍‌ ହୋଇଥିଲେ। ସମୟ ବିତି ଯାଇଛି। ତେବେ ଶହୀଦ୍‌ଙ୍କୁ ମାତୃଭୂମି ଝୁରୁଛି। ଆତଙ୍କବାଦୀ...

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା ଆସନରୁ ଲଗାତର ଦ୍ୱିତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକ ପ୍ରବୀଣ କୁମାରଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri