ଜାତୀୟ

୩ ପିଲାଙ୍କ ଉପରେ କାର୍‌ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅ, ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ,୨୯।୫: ପିଲାଙ୍କ ଉପରେ ଚଢିଗଲା ଭାଜପା ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା। ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ଭାଜପା ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍କେଡରେ ସାମିଲ ଥିବା...

‘ଆମେ ମଇଦାନରେ ଝଗଡା କରୁ’; ମୋଦି କହିଲେ, ରାହୁଲ-ସୋନିଆଙ୍କ କିଛି ଅସୁବିଧା ହେଲେ…

ନୂଆଦିଲ୍ଲୀ,୨୯।୫: ବିରୋଧୀ ଦଳର କେଉଁ ନେତାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି? ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିଲା କି, ବିରୋଧୀ ଦଳର କେଉଁ...

କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି। ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ। କେଜରିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି। ଯେହେତୁ...

ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି। ସେନା ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ଏହି ପ୍ରତିଯୋଗିତା ସମ୍ବନ୍ଧରେ ଭାଇରାଲ ହେଉଥିବା...

‘ଆଶ୍ଚର୍ଯ୍ୟ କରିବ ବିହାରର ରେଜଲ୍ଟ’, ରାହୁଲଙ୍କ ସହ ଆଲୋଚନା ସମୟରେ ତେଜସ୍ବୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୫: ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ତେଜସ୍ବୀଙ୍କ ଅତିଥି...

ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ଭାଜପାକୁ ମିଳିବ ଏତେ ଆସନ, ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କଲେ ଲୋକନୀତି-ସିଏସ୍‌ଡିଏସ୍‌ର ସହ-ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୯।୫: ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ସେଣ୍ଟର ଫର ଷ୍ଟଡି ଅଫ ଡେଭଲପିଙ୍ଗ୍‌ ସୋସାଇଟି (CSDS) ଲୋକନୀତିର ସହ-ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ କୁମାର ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଗତ ସାଧାରଣ ନିର୍ବଚନ ତୁଳନାରେ...

ଉତ୍ତରପ୍ରଦେଶରେ ଏତିକି ଆସନ ଜିତିବ ଇଣ୍ଡିଆ ମେଣ୍ଟ, ରାହୁଲ କଲେ ବଡ଼ ଦାବି

ନୂଆଦିଲ୍ଲୀ,୨୯।୫: ନିର୍ବାଚନ ବାତାବରଣ ମଧ୍ୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ (ୟୁପି)ରେ ଇଣ୍ଡିଆ ମେଣ୍ଟର ବିଜୟ ଉପରେ ଏକ ବଡ଼ ଦାବି କରିଛନ୍ତି। ମଙ୍ଗଳବାର ୟୁପିର ଦେଓରିଆରେ ରାଲି ସମୟରେ ମଞ୍ଚରୁ ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ୮୦...

ସହରୀକରଣରୁ ବଢ଼ୁଛି ରାତିର ତାତି

ନୂଆଦିଲ୍ଲୀ, ୨୯।୫ : ଭାରତର ୧୪୦ଟି ମୁଖ୍ୟ ସହରରେ ରାତିରେ ଗ୍ରାମାଞ୍ଚଳଠାରୁ ୬୦ ପ୍ରତିଶତ ଅଧିକ ଗରମ ଅନୁଭୂତ ହେଉଛି। ଏହାର ପ୍ରମୁଖ କାରଣ ସହରୀକରଣ ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ କରାଯାଇଥିବା ଏକ...

ଆଉ ଏକ ମହାମାରୀ ନିଶ୍ଚିତ

ନୂଆଦିଲ୍ଲୀ,୨୯ା୫: ଅନ୍ୟ ଏକ ମହାମାରୀ ନିଶ୍ଚିତ ବୋଲି ବ୍ରିଟେନ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପାଟ୍ରିକ୍‌ ଭାଲାନ୍ସ ସତର୍କ କରାଇଛନ୍ତି। ସେଥିପାଇଁ ଆଗାମୀ ସରକାର ପ୍ରସ୍ତୁତି ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ନୂତନ ଭାବେ ସୃଷ୍ଟି...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ କୁଟ୍ଟେ। ପୁରା ନାଁ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ (Dhirendra...

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା: ମୃତକଙ୍କ ମଧ୍ୟରେ ଥିଲେ ମାଲିକ

ରାଜକୋଟ,୨୮।୫: ରାଜକୋଟର ଟିଆର୍‌ପି ଗେମ୍‌ ଜୋନ୍‌ରେ ହୋଇଥିବା ଅଗ୍ନିକାଣ୍ଡ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି। ଗେମ୍‌ ଜୋନ୍‌ର ଜଣେ ମାଲିକ ପ୍ରକାଶ ହିରେନଙ୍କର ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପାଖରେ ଗେମ୍‌ ଜୋନ୍‌ର ୬୦%ରୁ ଅଧିକ ସମ୍ପତ୍ତିର...

ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା ନିର୍ବାଚନରେ ସେତିକି ଧୂଆଁଧାର ପ୍ରଚାର କରୁଛନ୍ତି ନେତା। ଏହାରି ଭିତରେ କଂଗ୍ରେସ ନେତା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri