ଜାତୀୟ

ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ...

କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ତିରୁଭାନନ୍ଥପୁରମ୍‌,୧୦।୨: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ମହିଳାଙ୍କ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। ସେ ଏବେ ରୋଗମୁକ୍ତ ହେଉଥିବା ଜଣାପଡ଼ିଛି। ନିକଟରେ କେରଳସ୍ଥିତ ଜାତୀୟ ଭୁତାଣୁବାହକ ରୋଗ ଅନୁସଂନ୍ଧାନ ପ୍ରତିଷ୍ଠାନ (ଏନଆଇଭି)ରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା।...

ସିଏଏ, ଏନ୍‌ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେତେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,...

ଆତଙ୍କବାଦୀଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ପର୍କକୁ ନେଇ ସମନ ଜାରି କଲା ଏନ୍‌ଆଇଏ

ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ମହମ୍ମଦ ସରୁରୀଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)କୁ ସୂଚନା ମିଳିଛି। ଏନେଇ ପଚରାଉଚୁରା ପାଇଁ ସୋମବାର ଗୁଲାମଙ୍କୁ ଏନ୍‌ଆଇଏ ପକ୍ଷରୁ ସମନ ଜାରି କରାଯାଇଛି।...

କୃଷକଙ୍କ ସମସ୍ୟାକୁ ନେଇ ୬ଟି ରାଲିରେ ଯୋଗଦେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୦।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଦିନରେ ଉତ୍ତରପ୍ରଦେଶରେ ୬ଟି ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ ରାଲି କୃଷକଙ୍କ ସମସ୍ୟାକୁ ନେଇ ଆୟୋଜିତ କରାଯାଇଥିବା ଜଣାପଡିଛି। ପ୍ରଥମେ ବସ୍ତିରୁ ଏହି ରାଲି ଫେବୃୟାରୀ...

ଗାର୍ଗି କଲେଜ ଘଟଣାକୁ ନିନ୍ଦା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୨: ଆମ ଆଦମୀ ପାଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଟୁଇଟ୍‌ କରି ଗାର୍ଗି କଲେଜରେ ଛାତ୍ରୀଙ୍କୁ କରାଯାଇଥିବା ଦୁର୍ବବ୍ୟହାର ଘଟଣାର ନିନ୍ଦା କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ସହ ଛାତ୍ରୀମାନଙ୍କୁ ସୁରକ୍ଷା...

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି। ବିହାରର ଜମୁଇରୁ ନଓ୍ବାଡାକୁ ତାଙ୍କ ରାଲି ଯାଉଥିବା ବେଳେ ରାସ୍ତାରେ କେହି ଦୁର୍ବୃତ୍ତ...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା...

ସେବା ସର୍ତ୍ତ ପୂରଣ କରୁଥିବା ମହିଳା ଅଧିକାରୀଙ୍କୁ ପେନସନ୍‌ ଦେବା ସପକ୍ଷରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୨: ଭାରତୀୟ ସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାଲାଗି ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଭାରତୀୟ ସେନା କହିଛି ଯେଉଁ ମହିଳା କର୍ମଚାରୀମାନେ ସେବା ସର୍ତ୍ତ ପୂରଣ କରିଛନ୍ତି ସେମାନଙ୍କୁ ପେନସନ୍‌ ଦେବା ଉଚିତ। ସେନା ପକ୍ଷରୁ ଆହୁରି...

ଆର୍‌ଏସ୍‌ଏସ୍‌ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୦।୨: ଦେଶରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କିଛି ଆର୍‌ଏସ୍‌ଏସ୍‌ ନେତା ଏବଂ କେତେକ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ଏଭଳି ଆକ୍ରମଣ କରିବା ଲାଗି...

ଶାହିନ ବାଗ ଧାରଣାସ୍ଥଳରେ ଶିଶୁର ମୃତ୍ୟୁକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧୦।୧: ଶାହିନ ବାଗରେ ପ୍ରଦର୍ଶନ ସମୟରେ ଜରେ ୪ ମାସ ଶିଶୁର ମୃତ୍ୟୁକୁ ନେଇ ଯେଉଁ ଆବେଦନ କରାଯାଇଥିଲା ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଏହାର ଶୁଣାଣି କରାଯାଇଛି। ଏହି ମାମମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କୁ...

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସ୍ଥାନୀୟ ବିଜାପୁର ଜିଲା ଇରାପଲ୍ଲୀ ଗାଁ ନିକଟରେ ଥିବା ଜଙ୍ଗଲରେ ସୋମବାର ପୂର୍ବାହ୍ନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri