ଜାତୀୟ

ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ...

ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ଏପରି ୧୮ଟି ଥାନା ଖୋଲିବାକୁ ସରକାର ଲକ୍ଷ୍ୟ...

ଏକ୍‌ଜିଟ୍‌ ପୋଲ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଫଳାଫଳ: କଂଗ୍ରେସ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ଏକ୍‌ଜିଟ୍‌ ପୋଲ୍‌ କହୁଛି ଏଥର ପୁଣିଥରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦମୀ ପାର୍ଟି(ଏଏପି) ସରକାର ଗଠନ କରିବ। ହେଲେ ଭାରତୀୟ ଜନତା ପାର୍ଟି(ଭାଜପ) କହୁଛି...

ଶିମଲା ଆକାଶରେ ଦେଖାଯାଉଛି ସ୍ପେସ୍‌ ଷ୍ଟେଶନ: ମଙ୍ଗଳବାର ପର୍ଯ୍ୟନ୍ତ ଉଡ଼ିବୁଲିବ

ଶିମଲା,୯।୨: ଶିମଲା ଆକାଶରେ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚରେ ଥିବା ସ୍ପେସ୍‌ ଷ୍ଟେଶନ ଦେଖାଯାଉଛି। ଏହା ଏକ ଉଜ୍ଜଳ ତାରା ସଦୃଶ ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପାଇଁ ଶିମଲାରେ ଲୋକ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ...

ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏବେ ସମସ୍ତ ଇଭିଏମ୍‌କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଗୋଲ ମାର୍କେଟ ନିକଟରେ ଥିବା ‘ଅଟଳ...

ଗୁଜରାଟରେ ଜନ୍ମିତ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ରହିଛି ପାକିସ୍ତାନ ଠିକଣା

ଅହମ୍ମଦାବାଦ,୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗୁଜରାଟରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅହମ୍ମଦାବାଦ ମ୍ୟୁନିସପାଲିଟି କର୍ପୋରେଶନର ବଟଓ୍ବା...

ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ପୁଣି ୨ଜି ସେବା ବନ୍ଦ; ହାଇ ଆଲର୍ଟ ଜାରି

ଶ୍ରୀନଗର,୯।୨: ଆତଙ୍କବାଦୀ ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରିବାକୁ ଜମ୍ମୁ-କଶ୍ମୀରରେ ତତ୍ପରତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨ଜି ଇଣ୍ଟରନେଟ୍‌ ସେବାକୁ ପୁଣି ବନ୍ଦ କରି ଦିଆଯାଇଛି। ଏହା ସହିତ ସୁରକ୍ଷା ଲାଗି ଜମ୍ମୁରେ...

ରାମଲଲା କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରହିବେ

ନୂଆଦିଲ୍ଲୀ,୯।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ରାମଲଲାଙ୍କୁ କାଠରେ ତିଆରି ବୁଲେଟ୍‌ ପ୍ରୁଫ୍‌ ଅସ୍ଥାୟୀ ମନ୍ଦିରରେ ରଖାଯିବ। ପରେ ତାଙ୍କୁ ନୂଆ ମନ୍ଦିରକୁ ବିଜେ କରାଯିବ। ଅଯୋଧ୍ୟା ବିବାଦ ଯୋଗୁ ଦୀର୍ଘ ୨୭ ବର୍ଷ ରାମଲଲାଙ୍କୁ ଟେଣ୍ଟ୍‌ରେ...

ପ୍ଲାଷ୍ଟିକ ବୋତଲରେ ତିଆରି ହେବ ଅଙ୍ଗନଓ୍ବାଡି କେନ୍ଦ୍ର

ଗୁଆହାଟି,୯।୨: ଆସାମର ହୈଲାକାଣ୍ଡି ଜିଲାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାକୃତିକ ଭାବେ ନଷ୍ଟ ନ ହେଉଥିବା ପଦାର୍ଥ ଓ ମାଟି ଭର୍ତ୍ତି ପ୍ଲାଷ୍ଟିକ ବୋତଲରେ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ଆଡିଶନାଲ ଡେପୁଟି କମିଶନର ଆର୍‌ କେ. ଦାମ ଏହି...

ଏକ୍‌ଜିଟ୍‌ ପୋଲ୍‌ ଓ ନିର୍ବାଚନ ଫଳାଫଳ ମଧ୍ୟରେ ରହିଛି ବହୁତ ପାର୍ଥକ୍ୟ: ଜାଭେଡକର

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। ଇତିମଧ୍ୟରେ କିନ୍ତୁ ଏକ୍‌ଜିଟ୍‌ ପୋଲ୍‌ ଫଳଫଳକୁ ନେଇ ପୁଣି ଅଙ୍କକଷା ଆରମ୍ଭ ହୋଇଗଲାଣି। ଆଉ ଏହି ଏକ୍‌ଜିଟ୍‌ ପୋଲ୍‌ କହୁଛି ପୁଣିଥରେ ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲଙ୍କ...

ରାମ ମନ୍ଦିର ନିର୍ମାଣ ପାଇଁ ପାଟନା ମହାବୀର ମନ୍ଦିର ପକ୍ଷରୁ ୧୦ କୋଟି ଟଙ୍କା ଦାନ

ପାଟନା,୯।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଟ୍ରଷ୍ଟ ଗଠନ କରାଯିବା ପରେ ଦାନ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାର ପାଟନାରେ ଥିବା ମହାବୀର ମନ୍ଦିର ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri