ଜାତୀୟ

ରାମମନ୍ଦିର ଟ୍ରଷ୍ଟରେ ରହିବେ ୧୫ ଟ୍ରଷ୍ଟି: ଶାହ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାମମନ୍ଦିର ଗଠନ ପାଇଁ କରାଯାଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଟୁଇଟ୍‌ କରି ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଏସ୍‌ସି/ଏସ୍‌ଟି...

ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର,୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଘେରିଛନ୍ତି। ସ୍ଥାନୀୟ ଶ୍ରୀନଗରର ପାରିମ୍‌ ପୋରା ଚେକ୍‌ ପୋଷ୍ଟ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି।...

ଦିଲ୍ଲୀର ଜନତା ଏଥର କେବଳ ‘ଝାଡୁ’କୁ ହିଁ ଭୋଟ ଦେବେ: ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ...

ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଗଠନ କରିବ ଇଣ୍ଡୋ ଇସ୍ଲାମିକ୍‌ କଲଚର ଟ୍ରଷ୍ଟ

ନୂଆଦିଲ୍ଲୀ,୫।୨: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା ହୋଇଛି। ଏହାପରେ ସୁନ୍ନୀ ଓ୍ବାକଫ ବୋର୍ଡ ପକ୍ଷରୁ ବାବରୀ ମସଜିଦ୍‌ ନିର୍ମାଣ ପାଇଁ ଇଣ୍ଡୋ ଇସ୍ଲାମିକ୍‌ କଲଚର ଟ୍ରଷ୍ଟ ଗଠନ...

୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ ସେନା ଯବାନ: ସିଡିଏସ୍‌ ବିପିନ ରାଓ୍ବତ ଦେଲେ ସୂଚନା

ନୂଆଦିଲ୍ଲୀ, ୫।୨: ଭାରତୀୟ ସେନାରେ କାର୍ଯ୍ୟ କରୁ ଥିବା ଯବାନ ଏଣିକି ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ଏନେଇ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ସେନାରେ ୨ ବର୍ଗର କର୍ମଚାରୀ କାର୍ଯ୍ୟ...

ଦିଲ୍ଲୀରେ ଗୁଳି ଫୁଟିବା ପାଇଁ ଅନୁରାଗ ଠାକୁର ଦାୟୀ: ଅଭିନେତ୍ରୀ ନଗମା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏଠାରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। କଂଗ୍ରେସ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇ ଥିବା ପ୍ରସିଦ୍ଧ ଅଭିନେତ୍ରୀ ନଗମା ଭାଜପା ନେତା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ...

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ କରାଯାଇଥିବା ସମ୍ପର୍କରେ ସେ କହିଛନ୍ତି। ସୁପ୍ରିମ୍‌କୋର୍ଟ ରାମମନ୍ଦିର ମାମଲାରେ ରାୟ...

ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର

ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍‌ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ଡ୍ରୋନ୍‌ ଦ୍ୱାରା ଏପରି କରାଯିବ। ଏହାଦ୍ୱାରା ଭୂଗର୍ଭର ୨୦୦ ମିଟର...

ଲୋକଙ୍କ ସୁଖଦୁଃଖ ବୁଝୁଥିବା ଜଣେ କ’ଣ ହୋଇପାରେ ଆତଙ୍କବାଦୀ: କେଜରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି କହିଥିବା ଭାଜପା ନେତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଝିଅ ହର୍ଷିତା। ସେ ପ୍ରଶ୍ନ କରିଛନ୍ତି ଯେ, ଲୋକଙ୍କ ସୁଖଦୁଃଖ ବୁଝୁଥିବା ଏବଂ ବିକାଶ ଧାରା ଅବ୍ୟାହତ...

ଦିଲ୍ଲୀ ଡାଇଲଗ୍ସ ୨୦୨୦ରେ ମତ ରଖିଲେ ୫୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୫ା୨: ଦିଲ୍ଲୀରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଦିଲ୍ଲୀ ଡାଇଲଗ୍ସ ୨୦୨୦’ ଶୀର୍ଷକ ବିତର୍କ ମଙ୍ଗଳବାର ଆୟୋଜନ କରାଯାଇଛି। ଫାଷ୍ଟ ଟାଇମ୍‌ ଭୋଟର ଡଟ୍‌ ଓଆରଜି ପକ୍ଷରୁ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଆୟୋଜିତ...

ହସ୍ତକ୍ଷେପ ଲାଗି ମନାକଲା କେନ୍ଦ୍ର

ନୂଆଦିଲ୍ଲୀ/ହାଇଦ୍ରାବାଦ, ୫ା୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଭାଇଜାଗ୍‌କୁ କାର୍ଯ୍ୟକାରୀ ରାଜଧାନୀ, ଅମରାବତୀକୁ ବ୍ୟବସ୍ଥାପକ ରାଜଧାନୀ ଓ କୁର୍ନୁଲ୍‌କୁ ନ୍ୟାୟିକ ରାଜଧାନୀ କରିବା ଯୋଜନାରେ ଅଛନ୍ତି। ରାଜ୍ୟରେ ଏଭଳି ୩ ରାଜଧାନୀ କରିବାକୁ ସେ ଚାହୁଁଥିବାବେଳେ ଟିଡିପି ଏହାକୁ ବିରୋଧ...

କପିଲ ଗୁଜ୍ଜର ଏଏପି ସଦସ୍ୟ

ନୂଆଦିଲ୍ଲୀ, ୫ା୨: ଦିଲ୍ଲୀର ଶାହିନ୍‌ବାଗରେ ଗତ ସପ୍ତାହରେ ହୋଇଥିବା ସିଏଏ ବିରୋଧୀ ବିକ୍ଷୋଭ ବେଳେ ଗୁଳି ଫୁଟାଇ ଗିରଫ ହୋଇଥିବା ୨୩ ବର୍ଷୀୟ କପିଲ ଗୁଜ୍ଜର ଏଏପି ସଦସ୍ୟ ବୋଲି ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚର ବରିଷ୍ଠ ଅଧିକାରୀ ରାଜେଶ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri