ଜାତୀୟ

ହୋଲିକା ଦହନ ଉତ୍ସବରେ କରୋନା ଭାଇରସ ଥିମ୍‌ରେ ଲାଗିଲା ପ୍ରତିମୂର୍ତ୍ତି

ମୁମ୍ବାଇ,୯।୩: ମୁମ୍ବାଇରେ ସୋମବାର ହୋଲିକା ଦହନ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁମ୍ବାଇର ଓ୍ବର୍ଲିରେ ହୋଲିକା ଦହନ କରିବାକୁ କରୋନା ଭାଇରସ ଥିମ୍‌ରେ ଏକ ପ୍ରତିମୂର୍ତ୍ତି ଲାଗିଥିବା ଦେଖାଯାଇଛି। ଏବେ ସାରା ବିଶ୍ୱ...

ବାଂଲାଦେଶରେ ୩ କରୋନା ସଂକ୍ରମିତ ରୋଗୀ: ବାତିଲ ହେଲା ମୋଦିଙ୍କ ଗସ୍ତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଢାକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେଠାରେ ୩ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବାତିଲ କରାଯାଇଥିବା ଜଣାପଡିଛି। ମାର୍ଚ୍ଚ ୧୭ରେ...

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ଆସିଛି ଚର୍ଚ୍ଚାକୁ। ବ୍ରିଟେନରେ ପାଠ ପଢୁଥିବା ପୁଷ୍ପମ ପ୍ରିୟା ଚୌଧୁରୀ ମୁଖ୍ୟମନ୍ତ୍ରୀ ନୀତୀଶ...

୬୦ ବର୍ଷ ବୟସରେ ବିବାହ କଲେ କଂଗ୍ରେସ ନେତା ମୁକୁଲ

ନୂଆଦିଲ୍ଲୀ,୯।୩: ରାଜସ୍ଥାନର କଂଗ୍ରେସ ମହାସଚିବ ମୁକୁଲ ଓ୍ବାସନିକ ୬୦ ବର୍ଷ ବୟସରେ ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ ଓ୍ବାସନିକ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରବିନା ଖୁରାନାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ...

କରୋନା ପ୍ରଭାବ: ହସ୍ପିଟାଲରୁ ୩୫ ହଜାର ଟଙ୍କାର ମାସ୍କ ଚୋରି କଲେ ଫାର୍ମାସିଷ୍ଟ

ପୁଣେ, ୯।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି। ମାସ୍କ ବେପାରରେ ଅଧିକ ଲାଭ ଆଶା ରଖି ପୁଣେର ଜଣେ ଫାର୍ମାସିଷ୍ଟ ହସ୍ପିଟାଲରୁ ୩୫...

ଚିକେନ୍‌ କିଲୋ ୨୦ ଟଙ୍କା: କରୋନା ଭୟରେ ବେପାର ମାନ୍ଦା

ନୂଆଦିଲ୍ଲୀ,୯।୩: କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ଲୋକେ ଚିକେନ୍‌ ଖାଇବାକୁ ଅମଙ୍ଗ ହେଉଛନ୍ତି। ପାଳନ କେନ୍ଦ୍ରରେ ଗୋଟିଏ କୁକୁଡ଼ା ପିଛା ୮୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ କିଲୋଗ୍ରାମ୍‌ ପିଛା ୨୦ ଟଙ୍କାରେ ବେପାରୀଙ୍କୁ ବିକ୍ରି କରିବାକୁ ପଡୁଛି...

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସେ ଟୁଇଟ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

କରୋନା ଭାଇରସ ଭୟ: ରଙ୍ଗ ନୁହେଁ ଫୁଲରେ ଖେଳିଲେ ହୋଲି

ଅମୃତସର,୯।୩: କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ସଚେତନତା। ତେବେ କରୋନା ଭାଇରସକୁ ବ୍ୟାପିବାରୁ ରୋକିବାକୁ ଅଧିକାଂଶ ସ୍ଥାନରେ ହୋଲି...

ସୋସିଆଲ୍‌ ମିଡ଼ିଆରେ ଆଇଏସ୍‌ ସ୍ଲିପର ସେଲ୍‌ର ନକଲି ଆକାଉଣ୍ଟ: ସିଏଏ ବିରୋଧରେ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ

ନୂଆଦିଲ୍ଲୀ, ୯।୩: ସୋସିଆଲ ମିଡ଼ିଆରେ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ନକଲି ଆକଉଣ୍ଟ ଉପରେ ଏବେ ଭାରତୀୟ ଗୋଇନ୍ଦା ବିଭାଗ ନଜର ରଖିଛି। ଏହାଦ୍ୱାରା ଆଇଏସ୍‌ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବିଭ୍ରାନ୍ତିକର ପୋଷ୍ଟ ଶେୟାର କରୁଥିବା ଅଭିଯୋଗ ହୋଇଛି।...

ଶୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ରେବାନ ଖାଜରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମ...

୩ ଦିନ ପାଇଁ ବନ୍ଦ ହେଲା ସମସ୍ତ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୯।୩: କେରଳର ପଥନାମଥିଥ୍ଥ ଜିଲାପାଳ ସୋମବାରଠାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଥନାମଥିଥ୍ଥ ଜିଲାରେ ରବିବାର ୫ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଜିଲାପାଳ ଏହି ପଦକ୍ଷେପ ନେଇଥିବା କୁହାଯାଉଛି।...

କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ

ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର କରି ଚାଲିଛି। କେରଳରେ ରବିବାର ଗୋଟିଏ ପରିବାରର ୫ ଜଣ କରୋନା ଭାଇରସରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri