ଜାତୀୟ

ପୁଣି ଏକ ନାଟକ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ,୩୧।୧: ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖାଇଛନ୍ତି ନିର୍ଭୟା ଦୋଷୀ। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ...

ରାଷ୍ଟ୍ରପତି ସିଏଏ ପ୍ରସଙ୍ଗ ଉଠାଇବା କ୍ଷଣି ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ, ୩୧।୧: ବଜେଟ୍‌ ଅଧିବେଶନ ପୂର୍ବରୁ ସଂସଦର ସେଣ୍ଟ୍ରାଲ ହଲରେ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟପତି କହିଛନ୍ତି, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ଦ୍ୱାରା ଦୀର୍ଘଦିନର ସ୍ବପ୍ନ ସାକାର...

‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ମନ୍ତ୍ରରେ ସରକାର କାମ କରୁଛନ୍ତି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଇଛନ୍ତି। ଏହି ଦଶନ୍ଧି ନୂଆ ଭାରତ ନିର୍ମାଣ ପାଇଁ...

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିବା ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାକର୍ମୀ। ନଗରୋଟା ଜାତୀୟ ରାଜପଥ ବନ୍‌ ଟୋଲ ପ୍ଲାଜାଠାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ତାଙ୍କଠାରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର...

ହିଜବୁଲ ମୁଜାହିଦ୍ଦିନରୁ ବେତନ ପାଉଥିଲେ ଦାବିନ୍ଦର

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରୁ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ଜଣାପଡ଼ିଛି। ଦାବିନ୍ଦର କେବଳ ଆତଙ୍କବାଦୀ ନଭୀଦ ମୁସ୍ତାକଙ୍କୁ ସ୍ଥାନାନ୍ତର ଓ ବର୍ଷସାରା ସହଯୋଗ କରିବା ପାଇଁ...

ଜାମିଆ ଗୁଳିକାଣ୍ଡ: ବିରୋଧ ପ୍ରଦର୍ଶନ କରୁଥିବା ଛାତୀଛାତ୍ରଙ୍କୁ ବଳପୂର୍ବକ ହଟାଇଲା ପୋଲିସ

ନୂଆଦିଲ୍ଲୀ,୩୧।୧: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଘଟିଥିବା ଗୁଳିକାଣ୍ଡକୁ ନେଇ ହିଂସାକାଣ୍ଡ ଜୋର ଧରିଛି। ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା ପାଇଁ ବାହାରୁଥିବାବେଳେ ଜଣେ କିଶୋର...

ବନ୍ଧକ ଥିବା ସମସ୍ତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର

ଲକ୍ଷ୍ନୌ,୩୧।୧: ଉତ୍ତରପ୍ରଦେଶର ଫରୁଖାବାଦ ଜିଲାରେ ଜଣେ ଦୁର୍ବୃତ୍ତ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦିକରି ରଖିଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ୨୩ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏନ୍‌କାଉଣ୍ଟରରେ ଦୁର୍ବୃତ୍ତଙ୍କ ମୃତ୍ୟୁ...

ନଗରୋଟା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଜମ୍ମୁ-ଶ୍ରୀନଗର ହାଇଓ୍ବେ...

ନାବାଳିକା ଗଣବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ,୩୧-୧:ଦିଲ୍ଲୀର ଏକ କୋର୍ଟ ନାବାଳିକା(୫) ଗଣବଳାତ୍କାର ମାମଲାରେ ୨ ଦୋଷୀ ମନୋଜ ଶାହା ଓ ପ୍ରଦୀପ କୁମାରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ୨୦୧୩ ଏପ୍ରିଲ ୧୫ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ ଏହି ଦୁଇ ଯୁବକ ବଳାତ୍କାର ପରେ...

ଫଳରେ ରାସାୟନିକ ବ୍ୟବହାର ଗ୍ରାହକଙ୍କୁ ବିଷ ଦେବା ସଦୃଶ

ନୂଆଦିଲ୍ଲୀ,୩୧-୧(ପି.ଟି.):ଫଳ ପଚାଇବା ପାଇଁ ସେଥିରେ ରାସାୟନିକ ପ୍ରୟୋଗ କରିବା ଗ୍ରାହକଙ୍କୁ ବିଷ ଦେବା ସହ ସମାନ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। କ’ଣ ପାଇଁ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡସଂହିତା ଲାଗୁ ନ ହେବ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।...

୩ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ହାଇଦ୍ରାବାଦ, ୩୧-୧:ତେଲଙ୍ଗାନାର ଅସିଫାବାଦ ଜିଲା ଅନ୍ତର୍ଗତ ଆଦିିଲାବାଦର ସ୍ବତନ୍ତ୍ର କୋର୍ଟ ଗୁରୁବାର ୩ ବଳାତ୍କାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ୩ ଅଭିଯୁକ୍ତ ଶୈକ୍‌ ବାବୁ, ଶେକ୍‌ ଶାବୁଦ୍ଦିନ, ଶେକ୍‌ ମକଦୁମ୍‌ଙ୍କୁ ଗଣବଳାତ୍କାର, ହତ୍ୟା ମାମଲାରେ ମାତ୍ର ଦୁଇମାସ ମଧ୍ୟରେ ଦୋଷୀ...

ପେନ୍‌ସନଧାରୀଙ୍କ ଘରୁ ସଂଗ୍ରହ ହେବ ଜୀବିତ ପ୍ରମାଣପତ୍ର

ନୂଆଦିଲ୍ଲୀ,୩୧-୧(ପି.ଟି.):ପେନ୍‌ସନଧାରୀ ଜୀବିତ ଥିବାର ପ୍ରମାଣପତ୍ର ଏଣିକି ସେମାନଙ୍କ ଘରୁ ସଂଗ୍ରହ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏବାବଦରେ ପେନ୍‌ସନଧାରୀଙ୍କଠାରୁ ସର୍ବାଧିକ ୬୦ ଟଙ୍କା ଦେୟ ନିଆଯିବ । ସାର୍ଟିଫିକେଟ ଦାଖଲ କରିବାକୁ ସେମାନଙ୍କୁ ଆଉ ପେନ୍‌ସନ ଯୋଗାଉଥିବା ବ୍ୟାଙ୍କକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri