ଜାତୀୟ

ଦିଲ୍ଲୀରେ ‘ବିଟିଂ ଦ ରିଟ୍ରିଟ୍‌’ ଉତ୍ସବ ସମାପନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ରାଜପଥରେ ବୁଧବାର ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇସିନା ରୋଡ୍‌ସ୍ଥିତ ରାଷ୍ଟ୍ରପତି ଭବନ ସାମ୍ନାରେ ଏହାର ପ୍ରଦର୍ଶନ ସହ ୭୧ତମ ସାଧାରଣତନ୍ତ୍ର ଦିବସ ମଧ୍ୟ ଶେଷ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ...

ଓ୍ବାକଫ୍‌ ବୋର୍ଡ ସମ୍ପତ୍ତିର ଦୁରୁପଯୋଗ ଅଭିଯୋଗରେ ଏଏପି ବିଧାୟକଙ୍କ ନାଁରେ ଏତଲା

ନୂଆଦିଲ୍ଲୀ,୨୯।୧: ସବୁବେଳେ ବିବାଦରେ ଛନ୍ଦିହେଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ବିଧାୟକଙ୍କ ଏବେ ପୁଣି ଅଡ଼ୁଆ ବଢ଼ିଯାଇଛି। ଦିଲ୍ଲୀର ଆଣ୍ଟି କରପ୍ସନ ବ୍ୟୁରୋ(ଏସିବି) ଏଏପି ବିଧାୟକ ଅମାନତୁଲ୍ଲା ଖାଁଙ୍କ ବିରୋଧରେ ମଙ୍ଗଳବାର ଏତଲା ରୁଜୁ କରିଛି। ଦିଲ୍ଲୀ ଓ୍ବାକଫ୍‌ ବୋର୍ଡ...

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ଏପ୍ରିଲ ୩୦ରୁ ଖୋଲାଯିବ ବୋଲି ସୂଚନା ମିଳିଛି। ବୁଧବାର ବସନ୍ତ ପଞ୍ଚମୀ ଅବସରରେ...

ସିଏଏକୁ ନେଇ ଭାରତ ବନ୍ଦ: ପଶ୍ଚିମବଙ୍ଗରେ ହିଂସା; ୨ ମୃତ

କୋଲକାତା,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ହୋଇଥିବା ଭାରତବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି। ସ୍ଥାନୀୟ ମୁର୍ଶିଦାବାଦ୍‌ରେ ଭାରତବନ୍ଦ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ହିଂସାକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି। ଜଲାଙ୍ଗି ଅଞ୍ଚଳରେ...

ସମାଜକୁ ନଷ୍ଟ କରୁଛନ୍ତି ପାଠ ପଢ଼ିଥିବା ଲୋକେ: ରାଜନେତା ପାଠ ନ ପଢ଼ିଲେ ଭଲ

ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜେଲ୍‌ ମନ୍ତ୍ରୀ ଜୟକୁମାର ଜୈକିଙ୍କ ଏକ ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୟ କୁମାର କହିଛନ୍ତି ଯେ, ସମାଜକୁ ପାଠ ପଢ଼ିଥିବା ଲୋକେ ନଷ୍ଟ କରୁଛନ୍ତି। ତେଣୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗଦେବେ। ଫେବୃୟାରୀ ୨ରେ...

ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତ କିଛି ଦିନ ହେଲା ଟ୍ରମ୍ପ୍‌ଙ୍କ ଏହି ଗସ୍ତକୁ...

୨୪ ସପ୍ତାହରେ ବି ଗର୍ଭପାତ କରିପାରିବେ ମହିଳା: କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୯।୧: ଏଣିକି ମହିଳାମାନେ ୨୪ ସପ୍ତାହରେ ମଧ୍ୟ ଗର୍ଭପାତ କରିପାରିବେ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ୧୯୭୧ ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାସି ଆକ୍ଟର ସଂଶୋଧନ କରାଯାଇ ଏଭଳି କରାଯାଇଛି। ଏହାକୁ ସଂସଦର...

ପାଣ୍ଠିର ଅଭାବ: ୯୦ ହଜାର ଯବାନଙ୍କୁ ମିଳିବନି ୨ ମାସ ଦରମା

ନୂଆଦିଲ୍ଲୀ,୨୯।୧: ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ଏବେ ପାଣ୍ଠିର ଅଭାବ ଦେଖାଦେଇଛି। ତେଣୁ ଜାନୁୟାରୀ ଓ ଫେବୃୟାରୀ ୨ ମାସ ଧରି ଏସ୍‌ଏସ୍‌ବି ଯବାନଙ୍କୁ ଦରମା ମିଳିବ ନାହିଁ। ମାର୍ଚ୍ଚ ମାସରେ ସେମାନଙ୍କୁ ଏରିୟର ସହିତ ଦରମା ମିଳିବ ବୋଲି ଏସ୍‌ଏସ୍‌ବି...

ଭାରତରେ ସକ୍ରିୟ ହେବା ଲାଗି ଅଲ୍‌-କାଏଦାର ଉଦ୍ୟମ: ଅଡ଼ିଓ-ଭିଡ଼ିଓ ଟେପ୍‌ ଜାରି

ନୂଆଦିଲ୍ଲୀ,୨୯।୧: ଭାରତରେ ସକ୍ରିୟ ହେବା ଲାଗି ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଉଦ୍ୟମ ଜାରି ରଖିଛି। ଏନେଇ ଯୁବବର୍ଗଙ୍କ ବ୍ରେନ୍‌ ଓ୍ବାଶ୍‌ କରିବା ପାଇଁ ଏହାର ସଦସ୍ୟ ଓସାମା ମହମୁଦ୍‌ ଏକ ଅଡ଼ିଓ-ଭିଡ଼ିଓ ଟେପ୍‌ ଜାରି କରିଛନ୍ତି। ଏଥିରେ ସେ ଉତ୍ତେଜନା...

ଷ୍ଟାର କ୍ୟାମ୍ପେନ ତାଲିକାରୁ ବାଦ୍‌ ପଡ଼ିଲେ ୨ଭାଜପା ନେତା

ନୂଆଦିଲ୍ଲୀ,୨୯।୧: ଆକ୍ସନ ମୁଡ୍‌ରେ ଦିଲ୍ଲୀ ନିର୍ବାଚନ କମିଶନ। ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ଭାଜପା ଏମ୍‌ପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମ୍‌ପି ପ୍ରବେଶ ସିଂହ ବର୍ମା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଅଲିମ୍ପିକ୍ସରେ ୩ ଥର ଦେଶକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri