ଜାତୀୟ

କୁନାଲଙ୍କୁ ଇଣ୍ଡିଗୋରେ ୬ ମାସ ଯାତ୍ରା ମନା: ବିମାନରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୯ା୧: ରିପବ୍ଲିକ୍‌ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିମାନରେ ଦୁର୍ବ୍ୟବହାର କରିବା ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କୁ ମହଙ୍ଗା ପଡ଼ିଛି। କୁନାଲଙ୍କ ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିମାନ ଯାତ୍ରା ଉପରେ ଇଣ୍ଡିଗୋ ୬ ମାସ...

ଅଟୋ ସହ ଧକ୍କା ହେବା ପରେ କୂଅରେ ପଡ଼ିଲା ବସ୍‌: ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନାସିକ୍‌,୨୮।୧: ମହାରାଷ୍ଟ୍ରର ନାସିକ୍‌ ଅନ୍ତର୍ଗତ ଦେଓଲା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାଲାଗାଓଁରୁ କଲଓ୍ବାନ୍‌ ଯାଉଥିବା ଏକ ବସ୍‌ ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଯାଇଛି। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା...

ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉପରେ ଏସିଡ୍‌ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮।୧: ପ୍ରତିଦିନ ରୋଡ ରୋମିଓଙ୍କ ଓ ଏସିଡ୍‌ ମାଡ଼ ଘଟଣା ସାମ୍ନାକୁ ଆସୁଛି। ହେଲେ ଉତ୍ତରପ୍ରଦେଶ ଉନ୍ନାଓରୁ ଏକ ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଏକ ତରଫା ପ୍ରେମକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କ ଉପରେ...

ଆମ ଆଦମୀ ପାର୍ଟି ପାଇଁ ପ୍ରଚାର କଲେ ଦଦଲାନି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଯୋରସୋରରେ ଚାଲିଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର ପ୍ରଚାରକମାନେ ଭୋଟରଙ୍କୁ ଆକର୍ଷିତ କରିବାକୁ ଆଗେଇ ଆସୁଥିବା ବେଳେ ଏଥିରେ କେତେଜଣ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଦିଲ୍ଲୀର...

ମହଙ୍ଗା ପଡିଲା ସିଏଏ ବିରୋଧୀ ନାଟକ ପ୍ରଦର୍ଶନ

ବିଦାର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଏବେବି ବିରୋଧ ପ୍ରଦର୍ଶନ ଜାରି ରହିଛି। ହେଲେ ଏହାକୁ ନେଇ କର୍ନାଟକର ଏକ ସ୍କୁଲ ଏବେ ଅଡୁଆରେ ପଡିଯାଉଛି। ସିଏଏ ଓ ଏନ୍‌ଆର୍‌ସିକୁ...

ବିଶ୍ୱ ରେକର୍ଡ କଲେ ୭ହଜାର ଛାତ୍ର

ମଦୁରାଇ,୨୮।୧: ତାମିଲନାଡୁ ମଦୁରାଇର ସିଇଓଏ ବିଦ୍ୟାଳୟର ପ୍ରାୟ ୭ହଜାର ଛାତ୍ର ବିଶ୍ୱ ରେକର୍ଡ କରିଛନ୍ତି। ମଙ୍ଗଳବାର ଏହି ଛାତ୍ରମାନେ ଗଛର ଫେଣ୍ଟିଂ କରି ଏହି ବିଶ୍ୱ ରେକର୍ଡ କରିଛନ୍ତି। ଏହାକୁ ନେଇ ଶେଷଥର ପାଇଁ ନେଦଲାଣ୍ଡସର ଗୋଟିଏ ସ୍କୁଲର ପ୍ରାୟ...

ଗିରଫ ହେଲେ ଶରଜିଲ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ବିହାର ପୋଲିସର ମିଳିତ ଅଭିଯାନରେ ଜହାନାବାଦରୁ ଶରଜିଲଙ୍କୁ ମଙ୍ଗଳବାର ଦ୍ୱିପ୍ରହରରେ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କୁ...

‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ ‘ଅପରେଶନ୍‌ ମା’ ଦ୍ୱାରା ୫୦ ଯୁବକ ଆତଙ୍କବାଦ ରାସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି।...

ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍‌ ବିରଳା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି। ଉଭୟଙ୍କୁ ଜେଡ୍‌ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି। ପୂର୍ବରୁ ଓମ୍‌ ବିରଳାଙ୍କୁ ସିଆଇଏସ୍‌ଏଫ୍‌...

ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଲେ ମାୟାବତୀ

ଲକ୍ଷ୍ନୌ,୨୮।୧: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ମଙ୍ଗଳବାର ପାକିସ୍ତାନର ମୂଳ ବାସିନ୍ଦା ଗାୟକ ଅଦନାନ ସାମୀଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମାୟାବତୀ କହିଛନ୍ତି ଯଦି କେନ୍ଦ୍ର ସରକାର ଅଦନାନଙ୍କୁ ଭାରତୀୟ ନାଗରିକତା ଓ ପଦ୍ମଶ୍ରୀ ଦେଇପାରୁଛନ୍ତି ତେବେ...

ଦେଶରେ ହିଂସା ସୃଷ୍ଟି କରୁଛନ୍ତି ମୋଦି ସରକାର: ରାହୁଲ

ଜୟପୁର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧୀ। ସେ ରାଜସ୍ଥାନ ଜୟପୁରରେ ଯୁବ ଆକ୍ରୋଶ ରାଲିରେ ଯୋଗଦେଇ କହିଛନ୍ତି ଯେ, ମୋଦି ସରକାର ଦେଶରେ ହିଂସା ସୃଷ୍ଟି କରୁଛନ୍ତି। ଭାରତ...

ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି

ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri