ଜାତୀୟ

ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ୱର ଗ୍ୟାରେଣ୍ଟି ପ୍ରଦାନ କରିଥିବା ରାଷ୍ଟ୍ରପତି କହିଛନ୍ତି। ଏହି...

କରୋନାଭାଇରସ ମୁକାବିଲା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୫।୧: ଚାଇନାରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ଏବେ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ପ୍ରଥମେ ମୁମ୍ବାଇରେ ୨ ଜଣଙ୍କ ଦେହରେ ଏହି ଭୂତାଣୁ ଥିବା ସନ୍ଦେହ କରି ଏମାନଙ୍କୁ ଚିକିତ୍ସା କରାଯାଉଛି। ଏହାର ଭୟାବହତାକୁ ଦେଖି ଶନିବାର...

ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଆଖିପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଶୂନ ହୋଇଯିବ।...

୪୮ଘଣ୍ଟା ପ୍ରଚାର କରିପାରିବେନି କପିଲ ମିଶ୍ରା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ କପିଲ ମିଶ୍ରା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବିବାଦୀୟ ଟୁଇଟ୍‌ ମାମଲାରେ ନିର୍ବାଚନ କମିଶନଙ୍କ ପକ୍ଷରୁ କପିଲଙ୍କ ଉପରେ...

ଆମ୍‌ ଆଦମୀ ପାର୍ଟିରେ ଯୋଗଦେଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୧: ପୂର୍ବତନ ରାଜ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ବରିଷ୍ଠ ନେତା ଶନିବାର ପଦ୍ମଛାଡି ଝାଡୁ ଧରିଛନ୍ତି। ଅର୍ଥାତ୍‌ ଭାଜପା ନେତା ହରଶରଣ ସିଂ ବାଲି ଏବେ ଭାଜପା ଛାଡି ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଶନିବାର...

‘ହାଉଡ଼ି ମୋଦି’ ପରି ଫେବୃୟାରୀ ୨୫ରେ ଅହମ୍ମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’: ୬୦ ହଜାର ଲୋକ ଦେବେ ଯୋଗ

ଗାନ୍ଧିନଗର,୨୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଆସନ୍ତା ଫେବୃୟାରୀରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଗୁଜରାଟ ଅହମ୍ମଦାବାଦ୍‌ରେ ଫେବୃୟାରୀ ୨୫ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯିବ। ଏହି ସଭାରେ ୫୦-୬୦ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ତାଙ୍କର କ୍ଷମା ଆବେଦନ ଖାରଜ ହେବା ପରେ ଏବେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ତିହାର ଜେଲ ପ୍ରଶାସନ ବିରୋଧରେ ଅଭିଯୋଗ...

ନିର୍ଭୟା ମାମଲା: ଦୋଷୀ ବିନୟଙ୍କୁ ଦିଆ ଯାଇଛି ସ୍ଲୋ ପଏଜନ୍‌; କୋର୍ଟ ନୀରବ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ମାମଲାରେ ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ନୂଆ ନୂଆ ଯୋଜନା କରୁଥିବା କୁହାଯାଉଛି। ଇତିମଧ୍ୟରେ ଦୋଷୀ ବିନୟ ଶର୍ମାଙ୍କ ଆଇନଜୀବୀ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିନୟଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ,...

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ସୁରକ୍ଷା ଛାଉଣିରେ ପରିଣତ; ୨୨ ହଜାର ପୋଲିସ ମୁତୟନ

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷାକର୍ମୀଙ୍କୁ ସଜାଗ ରଖାଯାଇଛି। ସୁରକ୍ଷା କାର୍ଯ୍ୟରେ ୨୨ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ଦିଲ୍ଲୀର ସ୍ଥଳ ଓ ଆକାଶ ସୁରକ୍ଷା ଛାଉଣୀରେ ପରିଣତ...

ଜମ୍ମୁ-କଶ୍ମୀରରେ କାର୍ଯ୍ୟକ୍ଷମ ହେଲା ୨ଜି ମୋବାଇଲ ଇଣ୍ଟରନେଟ ସେବା

ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜମ୍ମୁ-କଶ୍ମୀର ପ୍ରଶାସନର ଅନୁମତି ଅନୁଯାୟୀ,...

ବୁର୍ଖା ପିନ୍ଧି କଲେଜ ଆସିବା ଉପରେ କଟକଣା: ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା

ପାଟନା,୨୫।୧: ବିହାରରେ ଏକ ମହିଳା କଲେଜରେ ଛାତ୍ରୀଙ୍କ ବୁର୍ଖା ପିନ୍ଧି ଆସିବା ଉପରେ କଟକଣା ଲଗାଯାଇଛି। ଛାତ୍ରୀମାନେ ଶନିବାରକୁ ଛାଡ଼ି ଅନ୍ୟ ଦିନ କଲେଜର ଡ୍ରେସ୍‌ କୋଡ୍‌ରେ ଆସିବାକୁ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ଛାତ୍ରୀଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri